ଲୋକସେବା ଭବନରେ ମିଲେଟ ଶକ୍ତି କାଫେକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଲୋକସେବା ଭବନ ରେ ଖୋଲିବ ମିଲେଟ ଶକ୍ତି କାଫେ । ଆସନ୍ତା ୨୩ ତାରିଖ ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନ କୁ ଆସୁଥିବା କର୍ମଚାରୀ ଓ ପରିଦର୍ଶକ ଙ୍କୁ ପୃଷ୍ଟି ଶସ୍ୟକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ । ଏହି ମିଲେଟ ଶକ୍ତି କାଫେ କୁ ମହିଳା…
Read More...
Read More...