ରାସ୍ତା କଡ ନାଳରୁ ମିଳିଲା କ୍ଷୀର ବିକାଳିଙ୍କ ମୃତ ଦେହ
କେନ୍ଦୁଝର : ରାସ୍ତା କଡ ନାଳରୁ ମିଳିଛି କ୍ଷୀର ବିକାଳିର ମୃତ ଶରୀର । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତଗର୍ତ ବଳିପର୍ବତ ଗାଁ ବ୍ରାହ୍ମଣିପାଳ ରାସ୍ତାର ସଉତୁଣୀ ନାଳ ନିକଟରୁ । ଘଟଣାସ୍ଥଳରେ ଏକ ସାଇକେଲ ପଡିଥିବା ଦେଖିବାକୁ ମିଳିଛି । ସୂଚନାନୁସାରେ, ମୃତକ ଜଣଙ୍କ…
Read More...
Read More...