Browsing Tag

MIGRANT LABOUR

ସରକାରଙ୍କ ବଡ ନିଷ୍ପତ୍ତି, ଦାଦନ ରୋକିବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ

ଭୁବନେଶ୍ଵର: ଏଣିକି ଆଉ ଦାଦନ ଯିବେନି ରାଜ୍ୟର ଲୋକେ । ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ ପ୍ରିଣ୍ଟ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶା ଟିମ୍‌ । କାହିଁକି ସେହି ରାଜ୍ୟକୁ ଦାଦନ…
Read More...

ଆଜି ସ୍ୱତନ୍ତ୍ର ଟ୍ରେନରେ ୨୫ ହଜାର ପ୍ରବାସୀ ଶ୍ରମିକ ଓଡିଶା ଫେରୁଛନ୍ତି

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜି ସ୍ୱତନ୍ତ୍ର ଟ୍ରେନରେ ୨୫ ହଜାର ପ୍ରବାସୀ ଶ୍ରମିକ ଓଡିଶା ଫେରୁଛନ୍ତ । ମହାରାଷ୍ଟ୍ର, ସୁରଟ, ପୁନେ , ତାମିଲ ନାଡୁ, ବେଙ୍ଗାଳୁରୁ, ନୂଆଦିଲ୍ଲୀ, ବିଶାଖାପାଟଣା, ତେଲେଙ୍ଗାନା, ଗୁଜୁରାଟ, ଗୋଆ ଆଦି ସ୍ଥାନ ମାନଙ୍କରୁ ପ୍ରବାସୀଙ୍କୁ ନେଇ ଆସୁଥିବା ଟ୍ରେନ…
Read More...