ମେଘନାଦ ପାଚେରୀରୁ ଝରୁଛି ପାଣି, ଯୋଡ଼େଇରେ ଫାଟ ହୋଇ ବୋହୁଛି ଆନନ୍ଦ ବଜାର ମଇଳା ପାଣି
ଭୁବନେଶ୍ଵର: ପୁଣି ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରୀ । ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀରେ ଶିଉଳି ଲାଗି ପାଣି ଝରୁଛି । ଯାହାକୁ ନେଇ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ସାଧୁସନ୍ଥ। ତେବେ ଗତବର୍ଷ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ମେଘନାଦ…
Read More...
Read More...