Browsing Tag

MEDICIN

ଭୁବନେଶ୍ୱରରୁ ବିଜୟନଗରମକୁ ପାର୍ସଲ ଟ୍ରେନରେ ଗଲା ଔଷଧ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭୁବନେଶ୍ୱର ରେଳ ଷ୍ଟେସନରୁ ପାର୍ସଲ ଟ୍ରେନରେ ବିଜୟନଗରମକୁ ଔଷଧ ନେଇ ଯାତ୍ରା କରିଛି । ଏଥିରେ ୪୧ଟି କାଟୁର୍ନରେ ୮୪୦କିଲୋ ଗ୍ରାମର ଔଷଧ ନେଇ ଟ୍ରେନଟି ଯାଇଛି । ସୁଚନାଯୋଗ୍ୟ ଯେ, କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ କଟକଣା କରାଯାଇଛି ।…
Read More...