ଶୋଇବା ଘରେ ମୁ ରାଜା
(ମୟୁରଭଞ୍ଜ) : ଶୋଇବା ରୁମରୁ ୧୫ଫୁଟ୍ ର ବିଶାଳ ଅହିରାଜ ଉଦ୍ଧାର ହୋଇଛି । ଉଦ୍ଧାର କରି ସାପକୁ ଜଙ୍ଗଲରେ ଛାଡି ଦେଇଛି ବନ ବିଭାଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ନିଶ୍ଚିନ୍ତା ଅଞ୍ଚଳରୁ ।
ସୂଚାନୁଯାୟୀ , ବାଙ୍ଗିରିପୋଷି ରେଞ୍ଜ…
Read More...
Read More...