Browsing Tag

mayurbhanj

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଳାରେ ଦିନକୁ ଦିନ ବଢି ଚାଲିଛି ହାତୀ ଆତଙ୍କ । ପ୍ରତିଦିନ ଏହି ଅଞ୍ଚଳରେ ହାତୀ ମାନଙ୍କର ଉପଦ୍ରବ ଦେଖିବାକୁ ମିଳୁଛି । କେବେ ଧାନ ଫସଲ ଉଜାଡି ଦେଉଛନ୍ତି ତ କେବେ ଲୋକଙ୍କ ଘର ଭାଙ୍ଗି ଦେଉଛନ୍ତି ଏହି ଜଙ୍ଗଲି ହାତୀ । କେବେ କେବେ ଅନେକ ଲୋକ ଏହି ହାତୀ ଆକ୍ରମଣର…
Read More...

ଗିରଫ ହେଲା ଚୋରଙ୍କ ସର୍ଦ୍ଦାର

ମୟୁରଭଞ୍ଜ: ସଫଳତା ପାଇଛି ମୟୁରଭଞ୍ଜ ମହୁଲଡିହା ପୋଲିସ । ଚୋରି ଜିନିଷ ସବୁ ଜବତ କରିବା ସହିତ ଚୋରଙ୍କ ସର୍ଦ୍ଦାରକୁ ମହୁଲଡିହା ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଚୋର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗେଣ୍ଡାବସା ଗାଁର ଯୁଧିଷ୍ଠିର ହାଁସଦା ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତର ଘରୁ ଏବଂ…
Read More...

ମହିଳାଶକ୍ତି ସେବା ଟ୍ରଷ୍ଟର କର୍ମୀ ସମ୍ମିଳନୀ

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମହିଳାଶକ୍ତି ସେବା ଟ୍ରଷ୍ଟର ମୟୁରଭଞ୍ଜ ଜିଲ୍ଲା ଶାଖା ଆନୁକୂଲ୍ୟରେ ଏକ ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ସ୍ଥିତ ପୁର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ବାମନଘାଟୀ ଉପଖଣ୍ଡର ସାତଟି ବ୍ଲକ ଓ…
Read More...

ଆଦର୍ଶ ଗ୍ରାମ ପାଇଁ ଗ୍ରାମବାସୀଙ୍କ ନିବେଦନ

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର ନାଗଭଣ ଗ୍ରାମ ହେଉଛି ସବୁଠାରୁ ବଡ଼ ଗାଁ । ଉକ୍ତ ଗ୍ରାମଟି ଏକ ଐତିହାସିକ ସଂସ୍କୃତି ଓ ପରମ୍ପରା ସମ୍ପନ୍ନ ଗ୍ରାମ । ବିଶ୍ୱ ପ୍ରଷିଦ୍ଧ ଛଉ ନୃତ୍ୟ, ଚଇତି ପର୍ବ ଓ ବାଉଁଶ କାରିଗର ପାଇଁ ବିଖ୍ୟାତ ଏହି ଗାଁର ରାସ୍ତା ଘାଟ…
Read More...

ଗ୍ରାହକ ଅପେକ୍ଷାରେ ମୂର୍ତି କାରିଗର

ଉଦଳା (ଦୀପକ ମିଶ୍ର ): ଆଉ ମାତ୍ର ଦିନକ ପରେ ବିଘ୍ନ ବିନାଶକ ଗଣେଶଙ୍କ ପୂଜା । କପ୍ତିପଦା ଉପଖଣ୍ଡରେ ଥିବା ମୂର୍ତି କାରିଗର ଯେଉଁଠି ପୂର୍ବ ବର୍ଷମାନଙ୍କରେ ଶହ ଶହ ଗଣେଶ ମୂର୍ତି ତିଆରି କରୁଥିଲେ, ଏବେ ମାତ୍ର ୩୦ ରୁ ୫୦ ଟି ମୂର୍ତି ତିଆରି ହେଉଛି । ପାର୍ବଣ ଋତୁରେ କିଛି ରୋଜଗାର କରି ବର୍ଷ…
Read More...

ନୂତନ ବାଇପାସ ପାଇଁ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ସହରରେ ଲୁହାପଥର ବୋଝେଇ ଟ୍ରକ ଡ୍ରାଇଭର ମାନଙ୍କର ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଚି । ୨-୩ ମାସ ମଧ୍ୟରେ ଦୁର୍ଘଟଣାରେ ଆଠରୁ ଦଶ ଜଣଙ୍କ ପ୍ରାଣ ହରାଇଥିବା ସୁଜନା ମିଳିଛି । ତେଣୁ ସହରରେ…
Read More...

ଆବାସ ଯୋଜନା ପାଇଁ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମୟୁରଭଞ୍ଜ ରାଇରଙ୍ଗପୁର ବ୍ଲକର ସିନ୍ଦୁରଗୌରୀ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି । ତେଣୁ ଆଜି ଶତାଧିକ ପୁରୁଷ ଏବଂ ମହିଳା ସ୍ଥାନୀୟ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।…
Read More...

ମୁଖ୍ୟ ବିଚାରପତିଙ୍କ ମୟୁରଭଞ୍ଜ ଗସ୍ତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ ମୁରଲୀଧର । ତାଙ୍କ ବ୍ୟତୀତ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ପି. ରାଉତରାୟ ମଧ୍ୟ ଏହି ଗସ୍ତରେ ମୁଖ୍ୟ ବିଚାରପତିଙ୍କ ସହ ଗସ୍ତରେ ଅଛନ୍ତି । ଗସ୍ତରେ ଆସି ବାରିପଦା ସିଭିଲ କୋର୍ଟ…
Read More...

ବାହୁଡ଼ିଲେ ଝାଡ଼ଖଣ୍ଡି ହାତୀପଲ, ବୈତରଣୀ ନଦୀ ପାର ହୋଇ ପଶିଲେ

(ମୟୁରଭଞ୍ଜ) : ବାହୁଡ଼ିଲେ ଝାଡ଼ଖଣ୍ଡି ହାତୀପଲ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନାଞ୍ଚଳକୁ ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଫେରିଛନ୍ତି ୧୮ ଟିକିଆ ଝାଡ଼ଖଣ୍ଡି ହାତୀପଲ। ଗତକାଲି ବିଳମ୍ବିତ ରାତିରେ ପଡୋଶୀ କେନ୍ଦୁଝର ଜିଲ୍ଲା ପଟୁ ବୈତରଣୀ ନଦୀ ପାର ହୋଇ ଏହି ହାତୀପଲ ପ୍ରଥମେ ଆଦିପୁର,…
Read More...

ପିକଅପ ଭ୍ୟାନ ଧକ୍କାରେ ବାଇକ ଆରୋହୀଙ୍କ ମୃତ

(ମୟୁରଭଞ୍ଜ) : ପିକଅପ ଭ୍ୟାନ ଧକ୍କାରେ ଜଣେ ମୃତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ୫୭ ନଂ ଜାତୀୟ ରାଜପଥ ତାଲବଣିଆଠାରେ । ପିକଅପ ଭ୍ୟାନ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଭାଲିଆପଟା ଗ୍ରାମର କିଶୂନ ମାରାଣ୍ଡି ।…
Read More...