୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
ବାରିପଦା: ମୟୁରଭଞ୍ଜରେ ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା । ‘ମାସା ଆର୍ମି’ ପକ୍ଷରୁ ସାନ୍ତାଳୀ, ମୁଣ୍ଡାରୀ ଏବଂ ହୋ ଭାଷାକୁ ଓଡିଶାର ଦ୍ୱିତୀୟ ରାଜ୍ୟ ଭାଷା ଭାବେ ମାନ୍ୟତା ସହ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦାବି କରାଯାଇଛି । ଆଜି…
Read More...
Read More...