ପୋଖରୀରେ ବୁଡି ଚାଷୀ ମୃତ
ମୟୂରଭଞ୍ଜ: ଗାଧୋଇବା ପାଇଁ ଯାଇ ପୋଖରରୀ ବୁଡି ଗଲେ ଚାଷୀ । ଏଭଳି ଅଭାବନୀୟ ଘଟଣା ଘଟଛି ମୟୂରଭଞ୍ଜ ଜିଲ୍ଲା ବାଲିଆଢିପା ଗ୍ରାମରେ । ମୃତକ ଜଣକ ହେଲେ ଟୁଡୁ ।ବିଲ କାମ ସାରୀ ଘରକୁ ଆସି ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ । ବିଳମ୍ବ ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି…
Read More...
Read More...