ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ମନ୍ଦିରର ପୁନଃ ନିର୍ମାଣ ନେଇ ପୀଠରେ ପୂଜାର୍ଚ୍ଚନା
ରାଇରଙ୍ଗପୁର: ଆଜି ଜ୍ୟେଷ୍ଠ ମାସ ଦ୍ଵିତୀୟ ଦିବସ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଗଢ ଗ୍ରାମର ରାଜାରୁଜୁଡା ଅମଳରୁ ବହୁ ପୁରାତନ ଐଶ୍ବାନେଶ୍ବର ମନ୍ଦିର ସ୍ଥାପିତ ହୋଇଛି ।ଏ ଅଂଚଳର ଏହା ପ୍ରଖ୍ୟାତ ଶୈବ ପୀଠ । ପ୍ରତିବର୍ଷ ଏପ୍ରିଲ ୧୪ ରେ ପ୍ରସିଦ୍ଧ ଉଡା ପର୍ବ ଏଠାରେ…
Read More...
Read More...