Browsing Tag

mayurbhanj

ଅଚଳ ଏସ.ବି.ଆଇ ଏଟିଏମ୍, ଲୋକେ ହନ୍ତସନ୍ତ

ରାଇରଙ୍ଗପୁର: ଅଚଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ ସେବା । ଫଳରେ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିଜିଟାଲ ଯୁଗରେ ଲୋକକମାନେ ପାଖରେ ଅଧିକ କ୍ୟାସ୍ ରଖିନଥାନ୍ତି। ଆବଶ୍ୟକସ୍ଥଳରେ ଏଟିଏମ୍‌ରୁ ଟଙ୍କା ଉଠାଇଥାନ୍ତି। ହେଲେ ଦୀର୍ଘ ଦିନ ହେବ ଏସବିଆଇ ଏଟିଏମ୍ ଲୋକଙ୍କୁ…
Read More...

ବ୍ଲେଡରେ କାଟି କ୍ଷତ ସ୍ଥାନରେ ଲୁଣ ମାରିଲେ ନବମ ଶ୍ରେଣୀ ଛାତ୍ର

ବ୍ୟୁରୋ-: ସ୍କୁଲ ହଷ୍ଟେଲରେ ରହି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଆଦିବାସୀ ଛାତ୍ରକୁ ଅକଥନୀୟ ନିର୍ଯାତନା ଦେବା ସହ ବ୍ଲେଡରେ ହାତ କାଟି ଦେଇଛି ସିନିୟର । ଖାଲି ସେତିକି ନୁହେଁ କ୍ଷତ ସ୍ଥାନରେ ଲୁଣ ମାରିବା ସହ ବନ୍ଦ ଘରେ ହାତକୁ ବାନ୍ଧି ୩-୪ ଘଣ୍ଟା ନିସ୍ତୁକ ପିଟିଛି । ଏପରି ଏକ ଅଭବନୀୟ ଘଟଣା…
Read More...

ଦୁଆରଶୁଣୀ ଘାଟିରେ ଦୁର୍ଘଟଣା : କାରକୁ ଧକ୍କା ଦେଲା ଟ୍ରକ , ୨ମହିଳା ମୃତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି-ଦୁଆରଶୁଣି ଘାଟିରେ ଅପରାହ୍ନରେ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କାରେ କାର ପଛରେ ବସିଥିବା ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି । ସେମାନେ ସମ୍ପର୍କରେ ୨ଯାଆ । ଦୁର୍ଗାପୂଜା ଅବସରରେ ଖଡଗପୁର ଏକ ପରିବାର ଘାଟିରେ ପୂଜା ପାଉଥିବା ମା ଦୁଆରଶୁଣୀଙ୍କୁ ପୂଜା…
Read More...

ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଏବଂ ମୟୂରୀଭଞ୍ଜ ଜିଲ୍ଲାର ଏସପି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ମୟୂରଭଞ୍ଜ ଜିଲ୍ଲା ସତନ୍ତ୍ର ଉନୟନ ପରିଷଦ ପକ୍ଷରୁ ବାରିପଦା ଠାରେ ଆଦିବାସୀ ମାନଙ୍କର ଏକ ମିନି ମାରାଥାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମିନି ମରାଥାନ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟକୁ ଦୀର୍ଘ ୨୫ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳର ନେତା ମନ୍ତ୍ରୀ କର୍ମୀ ମାନେ ବିଜୁ ଜନତା…
Read More...

ପାହାଡ ବ୍ଲାଷ୍ଟିଂବେଳେ ପଥର ତଳେ ଚାପି ହୋଇ ୨ଶ୍ରମିକ ମୃତ

ମୋହନା: ବ୍ଲାଷ୍ଟିଂ ବେଳେ ପଥର ତଳେ ଚାପି ହୋଇ ୨ଶ୍ରମିକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲାରେ । ମୃତ ଦୁଇଜଣ ହେଉଛନ୍ତି ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ , ମଧୁରଛୁଆ ଗାଁର ବିଷ୍ଣୁ ପ୍ରସାଦ ନାହାକ । ଦୁହେଁ ସମ୍ପର୍କରେ ମାମୁଁ ଏବଂ ଭଣଜା ହେବେ ।…
Read More...

ମୟୁରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତିଙ୍କୁ ଟ୍ରଫି

ଆସନ୍ତା କଲି  ଅଗଷ୍ଟ ୧୫ ତାରିଖ  ୭୭ ତମ ସ୍ୱାଧୀନତା ଦିବସ ।  ମୟୁରଭଞ୍ଜ ଜିଲ୍ଲାରେ ପାଳିତହେବାକୁ ଥିବା ସ୍ୱାଧୀନତା ଉତ୍ସବ ପ୍ୟାରେଡରେ ଭାଗନେବେ  ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ। ଏନ. ସି. ସି ଟ୍ରୁପ୍ସ ଆଦି ମାନଙ୍କରୁ ବେଷ୍ଟ ଏନ. ସି.ସି. ଉଭୟ ସ୍କୁଲ ଓ କଲେଜ  ବେଷ୍ଟ…
Read More...

୫ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତ ଦ୍ୱିତୀୟ ଦିନ, ମିଶନ ଶକ୍ତି କାଫେର ମା ମାନଙ୍କୁ ପ୍ରଶଂସା

ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ବ୍ୟାକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଦୁିଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତର ଆଜି ଦ୍ୱିତୀୟ ଦିନ । ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ । ଲୋକଙ୍କ ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ ହେଉଛି । ଏହି…
Read More...

ମୟୂରଭଞ୍ଜରେ ବିକାଶର ଅନୁଧ୍ୟନ କରିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି 5T ସଚିବ

ମୟୂରଭଞ୍ଜ: ମୟୂରଭଞ୍ଜରେ ବିକାଶର ଅନୁଧ୍ୟନ କରିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି ୫ଟି ସଚିବ । ଜଶିପୁରରେ ନିର୍ବାଚନମଣ୍ଡଳୀରେ ମାହାରଦାପଳସା ମିନି ଷ୍ଟାଡିଅମରେ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି ୫ଟି ସଚିବ । ୧୦ ହଜାରରୁ ଅଧିକ ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରିଛନ୍ତି । ଏସଏଚଜି ମାଆ,…
Read More...

ଆଜି ‘୫-ଟି’ ସଚିବଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ଓଡ଼ିଶା ସରକାରଙ୍କ ‘୫-ଟି’ ସଚିବ ଭିକେ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆଜି ଆସୁଛନ୍ତି। ୨ଦିନରେ ସେ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତକରି ଆୟୋଜିତ…
Read More...

ସାପ କାମୁଡାରେ ଗୁରୁତର ମାଆ, ଚାଲିଗଲା ଦେଢ ବର୍ଷର ଶିଶୁପୁତ୍ର

ଉଦଳା: ସାପ କାମୁଡାରେ ଗୁରୁତର ହେଲା ମାଆ, ଚାଲିଗଲା ଦେଢ ବର୍ଷ ଶିଶୁ ପୁତ୍ରର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଶରତ ଥାନା କଟୁରିଆ ଗ୍ରାମରେ । କଟୁରିଆ ଗ୍ରାମର ମିନତୀ ମହାକୁଡ଼ ନିଜର ଦେଢ ବର୍ଷର ଶିଶୁପୁତ୍ରକୁ ଧରି ଗତକାଲି ରାତିରେ ଘରେ ଶୋଇଥିଲେ । ହେଲେ ହଠାତ୍ ବିଳମ୍ବିତ ରାତିରେ…
Read More...