ମାର୍ଚ୍ଚ ୧୦ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା
ଭୁବନେଶ୍ୱର : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୦ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ (ଏସଏ)-୨ ପରୀକ୍ଷା ଆରମ୍ଭ ହେବ। ଏହା୧୭ ତାରିଖ ଯାଏଁ ଚାଲିବ। ହାଇସ୍କୁଲ ସାର୍ଟିଫିକେଟ ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟର ଛାତ୍ରଛାତ୍ରୀ ମାନେ…
Read More...
Read More...