ଶିକ୍ଷୟତ୍ରୀଙ୍କ ପାଇଁ ପାଣିରେ ଚେୟାରର ପୋଲ ତିଆରି କଲେ ଛାତ୍ରଛାତ୍ରୀ
ମଥୁରା: ଶିକ୍ଷୟତ୍ରୀଙ୍କ ପାଇଁ ପାଣିରେ ଚେୟାରର ପୋଲ ତିଆରି କଲେ ଛାତ୍ରଛାତ୍ରୀ । ବର୍ଷା ଯୋଗୁଁ ସ୍କୁଲରେ ଭରିଯାଇଥିଲା ପାଣି । ଯାହାଫଳରେ ଟିଚର ରାସ୍ତା ପର ହେବାକୁ ଏପରି କୌଶଳ ଆପଣାଇଥିଲେ ପିଲାମାନେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ଏହି ଘଟଣା ହେଉଛି…
Read More...
Read More...