Browsing Tag

Market building

୧୮ ଦିନ ବନ୍ଦ ପରେ ଆଜି ଖୋଲିବ ଭୁବନେଶ୍ୱର ମାର୍କେଟ ବିଲଡିଂ

ଭୁବନେଶ୍ୱର: ଆଜି ଠାରୁ ଖୋଲିବ ଭୁବନେଶ୍ୱର ମାର୍କେଟ ବିଲଡିଂ । ଦିର୍ଘ ୧୮ ଦିନ ବନ୍ଦ ରହିବା ପରେ ତୁଟିଛି ବିଏମସି ଓ ସେଣ୍ଟ୍ରାଲ ମାର୍କେଟ ସଂଘର ବିବାଦ । ଉଠା ଦୋକାନିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ବିଏମସିର ନିସ୍ପତି ପରେ ଆଜି ଦିନ ୧୧ ଟା ଠାରୁ ଖୋଲିବ ବୋଲି କହିଛନ୍ତି…
Read More...

ମାର୍କେଟ ବିଲ୍ଡିଂ ବନ୍ଦ ପାଇଁ ଠପ୍ ହୋଇ ପଡିଛି ବ୍ୟବସାୟ

ଭୁବନେଶ୍ୱର: ଶେଷ ହେଇପାରୁ ନାହି ସ୍ଥାଇ ଓ ଉଠା ଦୋକାନିଙ୍କ ବିବାଦ । ନଅ ଦିନ ହେଲା ବନ୍ଦ ପଡିଛି ସ୍ମାଟସିଟିର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି କୁହାଯାଉଥିବା ମାର୍କେଟ ବିଲ୍ଡିଂ । ଠପ ହୋଇ ଯାଇଛି ବ୍ୟବସାୟ । ସପ୍ତାହ ମଧ୍ୟରେ ପ୍ରୟ ୧୫ କୋଟିରୁ ଛଦ୍ଧ୍ୱର୍ ଟଙ୍କର ବ୍ୟବସାୟ ବେଶ ପ୍ରଭାବିତ…
Read More...

ବନ୍ଦ ହୋଇପାରେ ମାର୍କେଟ ବିଲ୍ଡିଂ

ଭୁବନେଶ୍ବର : ବନ୍ଦ ହୋଇପାରେ ମାର୍କେଟ ବିଲ୍ଡିଂ । ଉଠାଦୋକାନୀ ଓ ମାର୍କେଟ ଆସୋସିଏସନର ବିବାଦ ସମାଧାନ ନହେଲେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ମେୟର ଓ କମିଶନରଙ୍କ ଘର ଆଗରେ ସପରିବାର ଧାରଣା ଦେବାକୁ ଚେତାବନୀ ଦେଲା ମାର୍କେଟ ଆସୋସିଏସନ । ଏନେଇ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ…
Read More...