ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।
ଭାରତୀୟ ପୁଞ୍ଜି ବଜାରରୁ ମୁଁହ ଫେରାଉଛନ୍ତି ବିଦେଶୀ ନିବେଶକ । ଚଳିତ ୨୦୨୬ ମସିହାର ପ୍ରଥମ ୧୬ ଦିନରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ୨୨,୫୩୦ କୋଟି ଟଙ୍କା (୨.୫ ବିଲିଅନ ଡଲାର) ଉଠାଇ ନେଲେଣି। ବିଶେଷ କରି ୨୦୨୫ ମସିହାରୁ ବିଦେଶୀ ନିବେଶକମାନେ ଭାରତ ବଜାରରୁ ମୁହଁ…
Read More...
Read More...