ପୋଲିସ ଗୁଳିରେ ୪ ମାଓବାଦୀ ମୃତ୍ୟୁ
(ସୌମ୍ୟ ରଂଜନ ସେଠୀ ) ପୁଣି ପୋଲସିକୁ ବଡ ସଫଳତା, ପୋଲିସ ଗୁଳିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ । ମାଲକାନଗିରି ସୀମାନ୍ତ ନାରାୟଣପୁରରେ ପୁଲିସ ମାଓବାଦୀ ଗୁଳି ବିନିମୟରେ ଚାରିଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଓ ତିନି ଜଣ ପୁରୁଷ ଥିବା ଜଣାପଡ଼ିଛି ।…
Read More...
Read More...