Browsing Tag

maoist

ମାଓମୁକ୍ତ ଅଭିଯାନ ନେଇ ସିଆରପିଏଫ୍ ଯବାନଙ୍କୁ ମିଳିଛି ବଡ଼ ସଫଳତା

ଛତିଶଗଡ଼-: ଯବାନଙ୍କୁ ମିଳିଲା ବଡ଼ ସଫଳତା । ମାଓମୁକ୍ତ ଅଭିଯାନ ନେଇ ସିଆରପିଏଫ୍ ଯବାନଙ୍କୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଗଡ଼ ବୋଲାଉଥିବା କାରେଗୁଟ୍ଟା ଜଙ୍ଗଲ ଏବେ ଯବାନଙ୍କ ଅକ୍ତିଆରରେ । ଏ ନେଇ ଯବାନଙ୍କ ପକ୍ଷରୁ ଏକ ଭିଡିଓ ମଧ୍ୟ ଶେୟାର କରାଯାଇଛି । ଯେଉଁଥିରେ ଜଣେ ଅଧିକାରୀ…
Read More...

୫ ଦିନ ଧରି ସର୍ଚ୍ଚ ଅପରେସନ ବେଳେ ମାଓ ବଙ୍କର ଠାବ କଲେ ଯବାନ

ମାଲକାନଗିରି-: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ପୁଣି ଏକ ମାଓ ବଙ୍କର ଠାବ କରିଛନ୍ତି ସୁରକ୍ଷାବାହିନୀ । ସୁକମା ସୀମାନ୍ତବର୍ତ୍ତୀ ଜଙ୍ଗଲରେ ନକ୍ସଲ ଲୁଚି ରହିବା ପାଇଁ ମାଓ ସଂଗଠନ ପକ୍ଷରୁ ଏହି ବଡ଼ ବଙ୍କର ନିର୍ମାଣ କରାଯାଇଥିଲା । ୫ ଦିନ ଧରି ସର୍ଚ୍ଚ ଅପରେସନ…
Read More...

ସର୍ଚ୍ଚ ଅପରେସନ୍ ବେଳେ ମାଓ ଡ଼ମ୍ପ ଉଦ୍ଧାର କରିଥିଲେ ଯବାନ

ମାଲକାନଗିରି-: ସ୍ବାଭିମାନ ଅଞ୍ଚଳରୁ ମାଓ ଡ଼ମ୍ପ ଉଦ୍ଧାର । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳର କେନ୍ଦୁଗୁଡା ଏବଂ ସଲଗାଓଁପୁଟ ଜଙ୍ଗଲରେ ମାଓ ଡ଼ମ୍ପ ଉଦ୍ଧାର କରିଛନ୍ତି ବିଏସଏଫ୍ ଯବାନ । ଗୁଇନ୍ଦା ବିଭାଗ ସୂଚନା ପାଇ ୧୭୭ ବିଏସଏଫ ବାଟାଲିୟନ ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଓପେରସନ…
Read More...

ଟାପରେଙ୍ଗ ଗାଁ ରେ ମାଓବାଦୀ ପୁଲିସ୍ ଗୁଳି ବିନିମୟ ଘଟଣରେ ଲାଲ୍ ବାହିନୀ ଲଗେଇଲେ ପୋଷ୍ଟର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ମାଣି କେରା ଗ୍ରାମ ପଞ୍ଚାୟତ ର ଟାପରେଙ୍ଗ ଗାଁ ରେ ଗତ ମଇ ମାସ ୯ ତାରିଖ ସକାଳୁ ଘଟିଥିବା ପୁଲିସ୍ ଓ ମାଓବାଦୀ ଙ୍କ ଗୁଳି ବିନିମୟ ଘଟଣା ପରେ ଆଜି ସକାଳୁ ସକାଳୁ ପୁଣି ସେଇ ଗାଁ ରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓ ସଂଗଠନ ଏହି…
Read More...

ତୁଳସୀ ପାହାଡ଼ରେ ମାଓବାଦୀ

ଜୟପୁର: ମାଲକାନଗିରି ତୁଳସୀ ପାହାଡ଼ରେ ବଡ଼ଧରଣର ମାଓ କ୍ୟାମ୍ପ ଠାବ। ଗତକାଲି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସ ଅପରେସନରେ କିଛି କ୍ୟାଡର ମାଓବାଦୀ ଅଳ୍ପକେ ଖସିଯାଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଯବାନଙ୍କ ଗୁଳିର ସାମ୍ନା…
Read More...

ମାଓ ମୁକ୍ତ ହେବ ମାଲକାନଗିରି

ମାଲକାନଗିରି / ସୂର୍ଯ୍ୟକାନ୍ତ ବେହେରା :  ଗତକାଲି ଆରମ୍ଭ ହୋଇଥିବା ମାଓ ଦମନ ଅପରେସନରେ ୨ ମହିଳା ମାଓବାଦୀ ସମେତ ୩ଜଣ ନିହତ ହୋଇଥିଲେ । ପୋଲିସର ଏହି ବଡ ଧରଣର ସଫଳତା ପରେ ମାଲକାନଗିରି ଆଗାମୀ କିଛି ଦିନ ମଧ୍ୟରେ ମାଓ ମୁକ୍ତ ହେବ ବୋଲି ସମ୍ଭାବନା ବଢିଛି । ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ…
Read More...

ଯବାନଙ୍କ ଗୁଳିରେ ଦୁଇ ମହିଳା ସମେତ ତିନି ମାଓବାଦୀ ମୃତ

ମାଲକାନଗିରି (ସୂର୍ଯ୍ୟକାନ୍ତ ବେହେରା) : ପୋଲିସ ଗୁଳିରେ ଦୁଇ ମହିଳା ମାଓବାଦୀ ସମେତ ତିନି ଜଣଙ୍କର ମୃତ୍ୟ ହୋଇଛି । ଆଜି ତୁଳସୀ ଫରେଷ୍ଟ ରେଞ୍ଜରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ମାଓବାଦୀ ମାନେ ଯବାନଙ୍କ ଗୁଳିର ଶିକାର ହୋଇଥିଲେ । ବିଶେଷ ସୁତ୍ରରୁ ସୂଚନା ପାଇ…
Read More...

ଦୁର୍ଦ୍ଦାନ୍ତ ମାଓନେତା ଶଙ୍କର ଗିରଫ

ଭୁବନେଶ୍ୱର (ଆଦର୍ଶ ରାଉତ) : ମାଓ ବିରୋଧୀ ଅପରେସନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । କୋରାପୁଟ ବୌପାରିଗୁଡାରୁ ଗିରଫ ହେଲେ ମାଓନେତା ଦୁବାସୀ ଶଙ୍କର । ଦୁବାସୀ ଶଙ୍କର ଗିରଫ ନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସେ ୨୦୧୨ରେ ପାମେଡୁ ଏରିଆରେ ସିପିଆଇ ମାଓ ସଂଗଠନରେ ଯୋଗ…
Read More...

ମାଓନେତା ହିଡମା କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ): ଦଣ୍ଡକାରଣ୍ୟ ଡିଭିଜନର ଟପ୍ ମାଓ ନେତା ହିଡମା କରୋନା ଆକ୍ରାନ୍ତ ହୋଇଥିବାର ଖବର ଆସିଛି ହିଡିମା ସହିତ ଅନ୍ୟ ମାଓ ନେତା କରୋନାରେ ଗୁରୁତ୍ୱର ଆକ୍ରାନ୍ତ ହୋଇଥିବା ନେଇ ଦାନ୍ତେଓ୍ବଡା ଏସପି ସୂଚନା ଦେଇଛନ୍ତି । ଦଣ୍ଡକାରଣ୍ୟ ସ୍ପେଶାଲ ଜର୍ଣ୍ଣାଲ କମିଟିର…
Read More...

ଦୁଇ ମହିଳା ମାଓ କ୍ୟାଡରଙ୍କ ଆତ୍ମସମର୍ପଣ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ମାଲକାନଗିରି ପୋଲିସ ନିକଟରେ ମୋଷ୍ଟ ୱାଣ୍ଟେଡ ଦୁଇ ମହିଳା ମାଓ କ୍ୟାଡରଙ୍କ ଆତ୍ମସମର୍ପଣ । ଆତ୍ମସମର୍ପଣକାରୀ ମହିଳା ମାଓବାଦୀ ହେଉଛନ୍ତି ଆନ୍ଧ୍ର ଓଡିଶା ବଡ଼ର ଜୋନାଲ କମିଟିର ଏସିଏମ କ୍ୟାଡର ଶାନ୍ତି ମାଡି ଓ ସୋଡି ଲୋକେ । ଶାନ୍ତି ମାଡିର ଘର ମାଲକାନଗିରି…
Read More...