କୁଖ୍ୟାତ ନକ୍ସଲ ନେତା ମୁଖଦେବ ଯାଦବ ଓରଫ୍ ତୁଫାନ ନିହତ
ବଣାଇ: କୁଖ୍ୟାତ ନକ୍ସଲ ନେତା ମୁଖଦେବ ଯାଦବ ଓରଫ୍ ତୁଫାନ ନିହତ । ଝାଡ଼ଖଣ୍ଡର ମାନାଟୁ ଥାନା ବାନ୍ସି ଗାଁ ଜଙ୍ଗଲରୁ ମୃତଦେହ ଉଦ୍ଧାର । ପୁଲିସ ଓ ତୃତୀୟ ସମ୍ମିଳନୀ ଉପସ୍ଥାପନା କମିଟି (ଟିଏସ୍ପିସି) ସଂଘର୍ଷରେ ମୃତ । ଟିଏସ୍ପିସି ନେତା ତୁଫାନଙ୍କ ପାଇଁ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର ।…
Read More...
Read More...