ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ବିଏସଏଫ ଯବାନ
କାଲିମେଳା/ ଆଶିଷ ବଇଁ: ନକ୍ସଲଙ୍କ ସହିଦ ସପ୍ତାହ ପୂର୍ବରୁ ଯବାନଙ୍କୁ ମିଳିଛି ବଡ଼ ସଫଳତା | କାଲିମେଳା ଥାନା ଅନ୍ତର୍ଗତ ଗମ୍ପାକୋଣ୍ଡା ଜଙ୍ଗଲରେ ନକ୍ସଲ ଲୁଚେଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ କରିବାରେ ସଫଳ ହୋଇଛନ୍ତି ୧୪୨ ବାଟାଲିୟନର ସୀମା ସୁରକ୍ଷା ଯବାନ | ଯବାନମାନେ ଜଙ୍ଗଲରେ…
Read More...
Read More...