Browsing Tag

mao

ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି ବିପୁଳ ମାଓ ଡମ୍ପ

ମାଲକାନଗିରି /ଆଶିଷ  ବାଇନ:ମାଲକାନଗିରି ଜିଲ୍ଲା ବିଏସଏଫ ଯବାନଙ୍କୁ ପୁଣି ଏକ ସଫଳତା। ବିଏସଏଫ ବାଟାଲିୟନ ୨ ର ସର୍ଚ୍ଚ ଅପରେସନ ବେଳେ ଠାବ କଲା ବିପୁଳ ପରିମାଣର ମାଓ ଡମ୍ପ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲି ପଞ୍ଚାୟତର କିରମିଟ ଏବଂ  ତୁଳସୀ ଗାଁ ଜଙ୍ଗଲରେ ନିକଟ ଏକ…
Read More...

ମାଓ ସନ୍ଦେହରେ ୧୧ଜଣଙ୍କୁ ବାନ୍ଧିଲେ ସିଆରପିଏଫ ଯବାନ

ବାଲିଗୁଡା/ ବନବାସୀ ପ୍ରଧାନ : ମାଓ ସନ୍ଦେହରେ ୧୧ଜଣଙ୍କୁ ବାନ୍ଧିଲେ ସିଆରପିଏଫ ଯବାନ । କୋଟଗଡ଼ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ କୋଟଗଡ ସିଆରପିଏଫ ୮ବାଟାଲିୟନ ଯବାନଙ୍କ କୁମ୍ବିଙ୍ଗ ବେଳେ ମାଓ ସନ୍ଦେହରେ ୧୧ଜଣଙ୍କୁ ଧରିବା ସହ ଅନେକ ମାଓ ସାମଗ୍ରୀ ୪ଟି ଦେଶୀବନ୍ଧୁକ, ୩ଟି ଟାଙ୍ଗିଆ, ଗୋଟିଏ…
Read More...

ମାଓ ଦମନ ନେଇ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଶେଷ

(ଆଦର୍ଶ ରାଉତ): ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମାଓ ଦମନ ଚିନ୍ତା। ବିଶେଷ କରି ଆନ୍ଧ୍ର-ଓଡ଼ିଶା ସୀମାରେ କିଭଳି ମାଓ ଗତିବିଧି ଉପରେ ନିୟନ୍ତ୍ରଣ କରିହେବ, ସେ ନେଇ ଭୁବନେଶ୍ୱରରେ ଅନୁଷ୍ଠିତ ହେଇଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଆନ୍ଧ୍ରପ୍ରଦେଶ ପୁଲିସ୍‌ ଡିଜି ଆର.ପି. ଠାକୁର ,…
Read More...

ମାଓ ଦମନ ନେଇ ଓଡିଶା ଓ ଆନ୍ଧ୍ର ପୁଲିସ ଡିଜିଙ୍କ ବୈଠକ

(ଆଦର୍ଶ ରାଉତ): ଆଜି ଓଡିଶା ଡିଜିପି ଆରପି ଶର୍ମା ଓ ଆନ୍ଧ୍ରପ୍ରଦେଶ ଡିଜିପି ଆରପି ଠାକୁରଙ୍କ ଉପସ୍ଥିତରେ ମାଓ ଦମନ ନେଇ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଭୂବନେଶ୍ୱର ଠାରେ ଡିଜିପିଙ୍କ କ୍ୟାମ୍ପ ଅଫିସରେ ହୋଇଥିଲା । ଏଇ କିଛିଦିନ ତଳେ ଆନ୍ଦ୍ରପ୍ରଦେଶ ର ଟିଡିପି ପାର୍ଟିର ଜଣେ ବିଧାୟକ ଓ ଜଣେ…
Read More...

ନକ୍ସଲଙ୍କ ଗତିବିଧି ଜଗିବ ଡ୍ରୋନ

(ମମତା ସାମଲ): ନକ୍ସଲଙ୍କ ଗତିବିଧି ଜଗିବ ଡ୍ରୋନ । ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି । ମାଓ ପ୍ରଭାବିତ ମାଲକାନଗିରି ଓ କୋରାପୁଟରେ ନକ୍ସଲ ଗତିବିଧି ଓ କାର୍ଯ୍ୟକଳାପ ଉପରେ କଡା ନଜର ରଖିବା ପାଇଁ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।…
Read More...