Browsing Tag

manipur

ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥାକୁ ସମର୍ଥନ କରିବନି ବିଜେଡ଼ି

ଭୁବନେଶ୍ୱର: ସଂସଦରେ ଅନାସ୍ଥାକୁ ବିରୋଧ କରିବ ବିଜେଡି । ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥାକୁ ସମର୍ଥନ କରିବ ନାହିଁ ବିଜୁ ଜନତା ଦଳ । ଏନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏନେଇ ଦଳୀୟ ସାଂସଦଙ୍କୁ ହ୍ୱିପ୍…
Read More...

ମଣିପୁର ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତ ଗିରଫ

ମଣିପୁର ଘଟଣାରେ ସମ୍ପୃକ୍ତ ଥିବା ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଗିରଫଦାରିକୁ ମିଶାଇ ଜଣେ ନାବାଳକଙ୍କ ସମେତ ଏହି ଘଟଣାରେ ମୋଟ ୭ଜଣଙ୍କୁ ଗିରଫ କରା ସରିଲାଣି । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ଖୋଜୁଛି ମଣିପୁର ପୋଲିସ । ଗତକାଲି ୭ମ ଅଭିଯୁକ୍ତଙ୍କୁ…
Read More...

ସେଲିବ୍ରିଟିମାନେ ଟୁଇଟ୍ ମାଧ୍ୟମରେ କଲେ ବିରୋଧ

ମଣିପୁର ;  ମହିଳାଙ୍କ ପ୍ରତି ହୋଇଥିବା ଦାନବୀୟ କାର୍ଯ୍ୟ ଲଜ୍ଜାଜନକ । ଦୋଷୀମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବା ଉଚିତ । ମଣିପୁରରେ ଦୁଇ ଜଣ ଆଦିବାସୀ ମହିଳାଙ୍କ ସହ ଗଣଦୁଷ୍କର୍ମ ଓ ପରେ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାକୁ ନେଇ ଦେଶର ସେଲିବ୍ରିଟିମାନେ ବିରୋଧ କରିଛନ୍ତି । ଦୋଷୀଙ୍କ…
Read More...

ମଣିପୁର ଲଜ୍ଜା,ମୁଖ୍ୟ ଅଭିଯୁକ୍ତ ଘର ଜାଳିଲେ

ମଣିପୁର: ମଣିପୁରରେ ୨ମହିଳାଙ୍କ ସହ ଯେଉଁଭଳି ଅଭାବନୀୟ ଘଟଣା ଘଟିଛି ତାହା ଦେଶକୁ ଦୋହୋଲାଇ ଦେଇଛି । ମଣିପୁର ଭିଡିଓରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଭିକ୍ଷୋଭକାରୀ ନିଆଁ ଲଗାଇଦେଇଛନ୍ତି । ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ମୁଖ୍ୟ ଅଭିଯୁକ୍ତର ନାଁ ଖୁୟରୁମ ହେରାଦାସ ।ନିକଟରେ ମଣିପୁରରେ…
Read More...

ମଣିପୁରର ଆଉ ଏକ ଭୟାନକ ଘଟଣା: ଗଣମାଧ୍ୟମରେ ପ୍ରଶାରିତ ହେଉଛି କଟାମୁଣ୍ଡ ଭିଡିଓ

ନୁଆଁଦିଲ୍ଲୀ: ମଣିପୁରର ‘କୁକି’ ସମ୍ପ୍ରଦାୟର ୨ମହିଳାଙ୍କୁ ଉଲଗ୍ନକରି ବାଟରେ ଚଲାଇବା ଭିଡିଓ ଭାଇରାଲ ହେବାର ଗୋଟିଏ ଦିନପରେ ଏବେ ପୁଣି ଏକ ଭୟାନକ ଭିଡିଓ ସାମ୍ନାକୁ ଆସିଛି ‘କୁକି’ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ କଟାମୁଣ୍ଡ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା କଥା ‘ଇଣ୍ଡିଆ…
Read More...

ମଣିପୁର ଉଲଗ୍ନ ଭିଡିଓ, ଚାରି ଅଭିଯୁକ୍ତ ଗିରଫ

ମଣିପୁରରେ ହୋଇଥିବା ଲଜ୍ଜାଜନକ ଘଟଣା ସାରା ଦେଶକୁ ଦୋହୋଲେଇ ଦେଇଛନ୍ତି । ଯେଉଁଭଳି ୨ ମହିଳାଙ୍କୁ ବିବସ୍ତ୍ର କରି ବିଚ୍ ରାସ୍ତାରେ ଚଲା ଯାଇଛି । ଭିଡିଓ ଭାଇରାଲ ହେବା ପରେ ଦେଶରେ ଦେଶରେ ଅଲୋଡା ସୃଷ୍ଟି ହୋଇଛି । ଏହା ସମାଜ ପାଇଁ ଅତି ନିନ୍ଦନୀୟ । ମହିଳାଙ୍କ ପ୍ରତି ହୋଇଥିବା ଅନ୍ୟୟ ଏହି…
Read More...

ମଣିପୁର ବର୍ବରତାକୁ ନେଇ ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ରିପୋଟର୍ସ ଟୁଡେ ବ୍ୟୁରୋ:  ମଣିପୁରର କୁକି ସମୁଦାୟର ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିଛନ୍ତି । ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରରେ ମହିଳାଙ୍କ ସହ ଯାହା ହେଲା ତାହାକୁ କେବେ ବି…
Read More...

ମଣିପୁରରେ ଦୁଇ ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ

ମଣିପୁର: ମଣିପୁର ହିଂସା ଘଟଣା, କୁକି ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ରାସ୍ତାରେ ବିବସ୍ତ୍ର କରି ଚଳାଇ ନେବାର ଭିଡିଓ ହେଲା ଭାଇରାଲ | କୁହାଯାଉଛି ଏହା ମେ ୪ ତାରିଖର ଭିଡିଓ । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା | ଘଟଣାର…
Read More...

ଇସ୍ତଫା ଦେବେନି ମଣିପୁର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର (ଜୁନ୍ ୩୦), ବିରେନ ସିଂଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଏବଂ ଇମ୍ଫାଲରେ ରାଜ୍ୟପାଳଙ୍କ ଘର ବାହାରେ ଏକାଠି ହୋଇଥିଲେ। ଏହି ସମୟରେ ସୋସିଆଲ…
Read More...

ମଣିପୁର ହିଂସା ପ୍ରଭାବିତ ଇଲାକାକୁ ସିଲ କଲା ସୁରକ୍ଷାବଳ

ମଣିପୁର:୫୦ରୁ ଅଧିକ ଦିନ ହେଲେ ବି ଥମିବାର ନା ନେଉନି ମଣିପୁର ହିଂସା । କେବଳ ରାଜଧାନୀ ନୁହେଁ ରାଜ୍ୟ ସାରା ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ହିଂସାରେ ପାଖାପାଖି ୧୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ଏପରି ସ୍ଥଳେ ସ୍ଥିତି ନିୟନ୍ତ୍ରଣ କରିବାକୁ…
Read More...