Browsing Tag

manipur violence

ମଣିପୁରରେ ଉତ୍ତେଜନା, ୫ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ

ମଣିପୁର ସରକାର ଉକ୍ରଳ ଜିଲ୍ଲାରେ ନୂତନ ହିଂସା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ଏବଂ ଡାଟା ସେବାକୁ ପାଞ୍ଚ ଦିନ ପାଇଁ ବନ୍ଦ କରିଦେଇଛନ୍ତି। ଏହି ବନ୍ଦରେ ମୋବାଇଲ୍ ଡାଟା, ବ୍ରଡବ୍ୟାଣ୍ଡ, VPN ଏବଂ VSAT ସେବା ଅନ୍ତର୍ଭୁକ୍ତ ଏବଂ ଏହା…
Read More...

ମଣିପୁର ସମସ୍ୟା: ଏକ କଠିନ ପ୍ରୟାସ ଆବଶ୍ୟକ

ଭୁବନେଶ୍ୱର: (ଅଜୟ କୁମାର ମିଶ୍ର)ଦିଲ୍ଲୀ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ବିଜୟ ପରେ, ଭାରତୀୟ ଜନତା ପାର୍ଟି ସଂଘର୍ଷଗ୍ରସ୍ତ ମଣିପୁରରେ ଏହାର ସମସ୍ୟାପୂର୍ଣ୍ଣ ଶାସନକୁ ସମାଧାନ ଏବଂ ସଂଶୋଧନ କରିବା ପାଇଁ ଏକ ସମନ୍ୱିତ ପ୍ରୟାସ ଆରମ୍ଭ କରିଛି। ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି,…
Read More...

ମଣିପୁରରେ ଜାରି ରହିଥିବା ହିଂସାକୁ ଦୃଷ୍ଟରେ ରଖି ବନ୍ଦ ହୋଇଛି ଇଣ୍ଟର ନେଟ ସେବା

ମଣିପୁର: ମଣିପୁରରେ ଜାରି ରହିଛି ହିଂସା । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁନର୍ବାର ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଆସନ୍ତା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ଓ ସାଧାରଣ ଇଣ୍ଟରନେଟ / ଡାଟା ସେବାକୁ ବନ୍ଦ କରାଯାଇଛି ।…
Read More...

କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଗୁଳି ବିନିମୟ; ଅନେକ ମୃତ

ମଣିପୁର: ଥମିବାର ନାଁ ନେଉନି ମଣିପୁର ହିଂସା । ପୁଣି କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଲଗାତର ଗୁଳିବିନିମୟ ଜାରି ରହିଛି । ଫଳରେ ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮ ଜଣ ଆହତ ହୋଇଛନ୍ତି । ବିଷ୍ଣୁପୁର ଜିଲ୍ଲାର ଖୋଇରାଣ୍ଟକର ପାଦଦେଶ ଓ ଚୁରାଚାନ୍ଦପୁର ଜିଲ୍ଲାର ଚିଙ୍ଗାପେଇ ଓ…
Read More...

ମଣିପୁର ହିଂସାକାଣ୍ଡରେ ପୁଣି 3ଜଣଙ୍କର ମୃତ୍ୟୁ

ମଣିପୁର: ମଣିପୁରରେ ଥମୁନି ହିଂସା । ଜଳୁଛି ପୂରା ସହର । ଗତକାଲି ରାତିରେ ହିଂସାକାଣ୍ଡରେ ମଣିପୁରରେ 3ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଘରେ ନିଆଁ ଲାଗିଛି । ଏହାପରେ ଆହୁରି ଉତ୍ତେଜନାପୂର୍ଣ୍ଣ ରହିଛି ପୂରା ରାଜ୍ୟ । ବିଷ୍ଣୁପୁରର କ୍ବାଟ୍ବା ଅଞ୍ଚଳରେ ଜୋରଦାର ଫାୟାରିଂ…
Read More...

ଦୁଇ ଦିନିଆ ମଣିପୁର ଗସ୍ତରେ ଯିବ ବିରୋଧୀ ମେଣ୍ଟ

ନୂଆଦିଲ୍ଲୀ: ମଣିପୁରରେ ଅଶାନ୍ତି ଜାରି ରହିଥିବା ବେଳେ ଆଜି ବିରୋଧୀ ଦଳ ଗୁଡିକୁ ନେଇ ହୋଇଥିବା ମେଣ୍ଟ ‘ ଇଣ୍ଡିଆ’ ପକ୍ଷରୁ ଏକ ପ୍ରତିନିଧି ଦଳ ମଣିପୁର ଯାଉଛି । ବିଭିନ୍ନ ଦଳରୁ ଏଥିରେ ପ୍ରତିନିଧି ରହିଛନ୍ତି । ଏମାନେ ସେଠାରେ ସ୍ଥିତି ଅନୁଧ୍ୟାନ କରିବେ । ୨୦ ଜଣ ସାଂସଦ ଏହି ପ୍ରତିନିଧି…
Read More...

ସେଲିବ୍ରିଟିମାନେ ଟୁଇଟ୍ ମାଧ୍ୟମରେ କଲେ ବିରୋଧ

ମଣିପୁର ;  ମହିଳାଙ୍କ ପ୍ରତି ହୋଇଥିବା ଦାନବୀୟ କାର୍ଯ୍ୟ ଲଜ୍ଜାଜନକ । ଦୋଷୀମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବା ଉଚିତ । ମଣିପୁରରେ ଦୁଇ ଜଣ ଆଦିବାସୀ ମହିଳାଙ୍କ ସହ ଗଣଦୁଷ୍କର୍ମ ଓ ପରେ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାକୁ ନେଇ ଦେଶର ସେଲିବ୍ରିଟିମାନେ ବିରୋଧ କରିଛନ୍ତି । ଦୋଷୀଙ୍କ…
Read More...

ମଣିପୁରର ଆଉ ଏକ ଭୟାନକ ଘଟଣା: ଗଣମାଧ୍ୟମରେ ପ୍ରଶାରିତ ହେଉଛି କଟାମୁଣ୍ଡ ଭିଡିଓ

ନୁଆଁଦିଲ୍ଲୀ: ମଣିପୁରର ‘କୁକି’ ସମ୍ପ୍ରଦାୟର ୨ମହିଳାଙ୍କୁ ଉଲଗ୍ନକରି ବାଟରେ ଚଲାଇବା ଭିଡିଓ ଭାଇରାଲ ହେବାର ଗୋଟିଏ ଦିନପରେ ଏବେ ପୁଣି ଏକ ଭୟାନକ ଭିଡିଓ ସାମ୍ନାକୁ ଆସିଛି ‘କୁକି’ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ କଟାମୁଣ୍ଡ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା କଥା ‘ଇଣ୍ଡିଆ…
Read More...

ମଣିପୁର ବର୍ବରତାକୁ ନେଇ ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ରିପୋଟର୍ସ ଟୁଡେ ବ୍ୟୁରୋ:  ମଣିପୁରର କୁକି ସମୁଦାୟର ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିଛନ୍ତି । ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରରେ ମହିଳାଙ୍କ ସହ ଯାହା ହେଲା ତାହାକୁ କେବେ ବି…
Read More...

ଥମିବାର ନା ନେଉନି ମଣିପୁର ହିଂସା , ପୁଣି ଗଲା ୩ଜୀବନ

ମଣିପୁର: ଥମୁନି ମଣିପୁର ହିଂସା । ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଗତକାଲି ମଧ୍ୟ ରାତିରେ ବିଷ୍ଣୁପୁରରେ ଫୁଟିଲା ଗୁଳି । ଘଟଣାସ୍ଥଳରେ ୩ଜଣଙ୍କ ଜୀବନ ଜାଇଛି । ସୂଚନା ମୁତାବତ, ଗତକାଲି ରାତିରେ ମଣିପୁର ଉତ୍ତର ପଶ୍ଚିମ ପ୍ରାନ୍ତରେ ଗୁଳିମାଡର ଶବ୍ଦ ଶୁଣାଯାଇଥିଲା । ଡମ୍ପି ପାହାଡି…
Read More...