ମଣିପୁରରେ କୁକି ସମ୍ପ୍ରଦାୟର ୩ଜଣଙ୍କୁ ଗୁଳିକରି ହତ୍ୟା
ମଣିପୁର : ଥମିବାର ନା ନେଉନି ମଣିପୁର ହିଂସାକାଣ୍ଡ । କାଙ୍ଗ୍ ପୋପ୍କି ଜିଲ୍ଲାରେ ଆଜି ସକାଳେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ସଦସ୍ୟଙ୍କ ଗୁଳିଚୋଟରେ କୁକି-ଜୋ ସମ୍ପ୍ରଦାୟର ୩ଜଣ ଆଦିବାସୀ ନିହତ ହୋଇଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ , ସଂଖ୍ୟାଗରିଷ୍ଠ ମେଇତେଇ ସମ୍ପ୍ରଦାୟ ଓ…
Read More...
Read More...