Browsing Tag

manipur

ମଣିପୁରରେ ସେନା ଗାଡ଼ିକୁ ଗୁଳିମାଡ଼; ୨ ଯବାନ ସହିଦ, ୩ ଗୁରୁତର

ଇମ୍ଫାଲ: ମଣିପୁରରେ ସେନା ଗାଡ଼ିକୁ ଗୁଳିମାଡ଼ । ଗୁଳିମାଡରେ ୨ ଯବାନ ସହିଦ ହୋଇଥିବା ବେଳେ ୩ ଗୁରୁତର ଅଛନ୍ତି । ବିଷ୍ଣୁପୁର ଜିଲ୍ଲାରେ ଆସାମ୍ ରାଇଫଲ୍ସର ଗାଡ଼ିକୁ ଅତର୍କିତ ଗୁଳିମାଡ଼ । ଇମ୍ଫାଲରୁ ବିଷ୍ଣୁପୁର ଯାଉଥିବା ବେଳେ ଅଜ୍ଞାତ ବନ୍ଧୁକଧାରୀଙ୍କ ଫାୟାରିଂ । ଆସାମ୍ ରାଇଫଲ୍ସ ଓ…
Read More...

‘ମଣି’ ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ଜ୍ୱଳ କରିବାର ପ୍ରତୀକ: ମୋଦି

ନୂଆଦିଲ୍ଲୀ: ମଣିପୁର ଚୁରାଚନ୍ଦପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ମଣିପୁରର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି । ପ୍ରବଳ ବର୍ଷା ସତ୍ତ୍ୱେ ଆପଣମାନେ ଏଠାକୁ ଆସିଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମଣିପୁର ନାମରେ 'ମଣି'…
Read More...

ମଣିପୁର ହିଂସାକାଣ୍ଡର ୨୮ ମାସ ପରେ ପ୍ରଥମ ଥର ପାଇଁ ମଣିପୁର ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମଣିପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ମଣିପୁର ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ମଣିପୁର ଗସ୍ତ । ମିଜୋରାମର ପ୍ରଥମ ରେଲୱେ ଲାଇନର ଉଦଘାଟନ ପରେ ମଣିପୁର ଯିବେ ପ୍ରଧାନମନ୍ତ୍ରୀ । ଚୁରାଚନ୍ଦପୁର ଓ ଇମ୍ଫାଲ ଗସ୍ତ କରି ହିଂସା ପୀଡ଼ିତଙ୍କ ପରିବାରକୁ…
Read More...

ଭାରତ-ମିଆଁମାର ସୀମାରେ ୧୦ ଜଣ ସଶସ୍ତ୍ର ଆତଙ୍କୀ ନିହତ

ମଣିପୁର-: ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମଣିପୁରରେ ଏବେ ଟିକିଏ ଶାନ୍ତି ଫେରିଛି  । ପୂରା ମଣିପୁର ସେନା ଛାଉଣିରେ ଘେରି ରହିଥିଲେ ବି ସ୍ଥିତି ଏବେ ବି ସୁଧୁରିନି । ଏବେ ବି ଆତଙ୍କୀ କାର୍ଯ୍ୟକଳାପ ମଣିପୁରରେ ମାଡିଚାଲିଛି । ଏହାରି ଭିତରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି ।…
Read More...

ମଣିପୁର ସମସ୍ୟା: ଏକ କଠିନ ପ୍ରୟାସ ଆବଶ୍ୟକ

ଭୁବନେଶ୍ୱର: (ଅଜୟ କୁମାର ମିଶ୍ର)ଦିଲ୍ଲୀ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ବିଜୟ ପରେ, ଭାରତୀୟ ଜନତା ପାର୍ଟି ସଂଘର୍ଷଗ୍ରସ୍ତ ମଣିପୁରରେ ଏହାର ସମସ୍ୟାପୂର୍ଣ୍ଣ ଶାସନକୁ ସମାଧାନ ଏବଂ ସଂଶୋଧନ କରିବା ପାଇଁ ଏକ ସମନ୍ୱିତ ପ୍ରୟାସ ଆରମ୍ଭ କରିଛି। ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି,…
Read More...

ମଣିପୁରରେ ୪ ନିଖୋଜଙ୍କ ମୃତ ଦେହ ଉଦ୍ଧାର

ମଣିପୁର : ଥମିବାର ନା ନେଉନି ମଣିପୁର ହିଂସା । ଏବେବି ଗୁଳି କାଣ୍ଡ ଓ ବୋମାମାଡରେ ଯାଉଛି ନିରୀହ ଜୀବନ । ଗତ କାଲି ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ନିଖୋଜ ହୋଇଥିବା ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆତଙ୍କବାଦୀମାନେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରି ସେମାନଙ୍କ…
Read More...

ମଣିପୁର କୁ ୬ମାସ ପାଇଁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ରାଜ୍ୟ ସରକାର

ମଣିପୁର : ମଣିପୁର କୁ ୬ମାସ ପାଇଁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ସ୍ଥାନିୟ ସରକାର । ରାଜ୍ୟରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଣିପୁର ସରକାର ସଶସ୍ତ୍ର ବଳ କ୍ଷମତା ଆଇନ ଅନୁଯାୟୀ ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ ଘୋଷଣା କରିଛନ୍ତି । କିନ୍ତୁ ରାଜଧାନୀ ଇମ୍ପାଲସମେତ ୧୯ଟି ଥାନା ଅଧିନରେ…
Read More...

ମଣିପୁରର ମଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ- ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ମଣିପୁରର ମଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ, ଏଭଳି କିଛି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଦେଇଥିବା ଭାଷଣର ଜବାବ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ଧରି କେବଳ ମଜା ଉଡ଼େଇଲେ…
Read More...

ସାମ୍ନାକୁ ଆସିଲା ମଣିପୁରର ପୁଣି ଏକ ଯୌନ ଉତ୍ପୀଡିତାଙ୍କ ଭୟଙ୍କର କାହାଣୀ

ମଣିପୁର: ମଣିପୁରରେ ଦୁଇ ମହିଳାଙ୍କ ଯୌନ ଉତ୍ପୀଡନା କଥା ଏବେ ବି ଭାରତୀୟଙ୍କ ମଧ୍ୟରେ ଭୟ ଓ ଲଜ୍ଜା ସୃଷ୍ଟି କରେ । ପୁଣି ଏକ ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି । ପୀଡିତା ବଖାଣିଛନ୍ତି ସେହି ଭୟାନକ ଘଟଣା । ଆଶ୍ରୟ ଶିବିରରେ ରହୁଥିବା ଜଣେ ପିଡିତା ଏ ନେଇ ପୋଲିସ ସାମ୍ନାରେ ଅଭିଯୋଗ…
Read More...

ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥାକୁ ସମର୍ଥନ କରିବନି ବିଜେଡ଼ି

ଭୁବନେଶ୍ୱର: ସଂସଦରେ ଅନାସ୍ଥାକୁ ବିରୋଧ କରିବ ବିଜେଡି । ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥାକୁ ସମର୍ଥନ କରିବ ନାହିଁ ବିଜୁ ଜନତା ଦଳ । ଏନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏନେଇ ଦଳୀୟ ସାଂସଦଙ୍କୁ ହ୍ୱିପ୍…
Read More...