Browsing Tag

Maneswari Mohanty

ଆଜିର ରାଶିଫଳ

ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ଶୁଭମୟ । ଗୁରୁଜନଙ୍କ ସହ ଉତ୍ତମ ବୁଝାମଣା ରହିବ । ମନ ପ୍ରସନ୍ନ ରହିବ ।ରୋଜଗାରରେ ଲାଭ ଦାୟକ ହେବେ । ଜୀବନସାଥୀଙ୍କ ସହଯୋଗ ମିଳିବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପାଇଁ ଶୁଭ ରହିବ । ବୃଷ: ନିବେଶ ଲାଗି ଉପଯକ୍ତ ସମୟ । ବ୍ୟବସାୟରେ ଯଥେଷ୍ଟ ଲାଭ ହେବ ।…
Read More...

ଲୁଚି କି ବିବାହ କରିଥିଲେ ଅଭିନେତା ସୈଫ ଅଲ୍ଲୀ ଖାଁ

ମୁମ୍ବାଇ; ଅଭିନେତା ସୈଫ ଅଲ୍ଲୀ ହେଉଛନ୍ତି ବଲିଉଡ ଜଗତର ବିଖ୍ୟାତ ଅଭିନେତା । ସେତାଙ୍କ ଦମଦାର ଅଭିନୟ ରେ ସମସ୍ତଙ୍କ ହୃଦୟରେ ଜାଗା କରିଛନ୍ତି । ୧୯୯୧ ରେ ଅମୃତା ସିଂଙ୍କୁ ପ୍ରଥମ ବିବାହ କରିଥିଲେ ସୈଫ । ହେଲେ ଏହି ବିବାହକୁ ସେ ନିଜ ମା’ଙ୍କୁ ବି ଡାକି ନଥିଲେ। ବେଶ ଲୁଚାଛପାରେ ବିବାହ…
Read More...

ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ

ଭୁବନେଶ୍ୱର ; ପରିବେଶ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଲୋକଙ୍କୁ ଅବଗତ ତଥା ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଜୁଲାଇ ୨୮ ତାରଖକୁ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ରୂପେ ପାଳନ କରାଯାଏ ।ଏହା ଏକ ସୁସ୍ଥ ଓ ସ୍ଥ୍ଥିର ପରିବେଶ ସମାଜର ମୂଳଦୁଆ ।ପରିବେଶ କୁ ସୁରକ୍ଷା ଦେବା ନିହାତି…
Read More...

ଗୋଟିଏ ସ୍କ୍ରିନ୍ ସେୟାର କରିବେ ନୋରା ଓ ବରୁଣ ତେଜ

ନୋରା ଫାତେହି ବଲିଉଡ ର ଡାନସିଙ୍ଗ କୁଇନ୍ । ନୋରା ତାଙ୍କ ଅଭିନୟ ଅପେକ୍ଷା ଜବରଦସ୍ତ ନୃତ୍ୟ ପାଇଁ ଫେମସ ଅଛନ୍ତି ।ସେ ଇଣ୍ଡଷ୍ଟ୍ରୀର ଜଣେ ପ୍ରତିଭାବାନ୍ ଡ୍ୟାନ୍ସ ଭାବେ ପରିଗଣିତ ହୁଅନ୍ତି । ଗରମୀ , ଦିଲବର୍ ,ସାକି ସାକି, ନାଚମେରୀ ରାନୀ ଇତ୍ୟାଦି ଗୀତ ଗୁଡିକ ରେ ତାଙ୍କ କିଲର୍ ଡ୍ୟାନ୍ସ…
Read More...

ଓଡିଶା ରେ ହ୍ରାସ ପାଇଛି ସୁନା ଦର

ଓଡିଶା;ଆଜି  ଓଡିଶା ରେ ହ୍ରାସ ପାଇଛି ସୁନା ଦର  । ଓଡ଼ିଶାର ରାଜଧାନୀରେ ବର୍ତ୍ତମାନ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୫,୦୦୦ ରହିଥିବା ବେଳେ ଓଡ଼ିଶା ସମେତ ଦେଶର ପ୍ରମୁଖ ସହରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି…
Read More...

ସେଲିବ୍ରିଟିମାନେ ଟୁଇଟ୍ ମାଧ୍ୟମରେ କଲେ ବିରୋଧ

ମଣିପୁର ;  ମହିଳାଙ୍କ ପ୍ରତି ହୋଇଥିବା ଦାନବୀୟ କାର୍ଯ୍ୟ ଲଜ୍ଜାଜନକ । ଦୋଷୀମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବା ଉଚିତ । ମଣିପୁରରେ ଦୁଇ ଜଣ ଆଦିବାସୀ ମହିଳାଙ୍କ ସହ ଗଣଦୁଷ୍କର୍ମ ଓ ପରେ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାକୁ ନେଇ ଦେଶର ସେଲିବ୍ରିଟିମାନେ ବିରୋଧ କରିଛନ୍ତି । ଦୋଷୀଙ୍କ…
Read More...

ଅଗଷ୍ଟ ୪ ତାରଖ କୁ ଘୁଞ୍ଚିଲା ଶୁଣାଣୀ

ନୂଆଦିଲ୍ଲୀ: ମୋଦିଙ୍କ ସାଙ୍ଗିଆକୁ ନେଇ ମାନହାନୀ ମକଦ୍ଦମା ବିବାଦରେ ରାହୁଲଙ୍କ ଘୁଞ୍ଚିଲା ଶୁଣାଣୀ । ୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିରେ ମୋଦୀ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧୀ । ସବୁ ମୋଦୀ ସାଙ୍ଗିଆଧାରୀ ଚୋର ବୋଲି କହିଥିଲେ ରାହୁଲ । ଏହା ବିରୋଧରେ…
Read More...

ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଛି ସ୍ମାର୍ଟଫୋନ୍

ଓଡିଶା :ଆଜିକାଲି ଯୁଗରେ ଛୋଟ ଓ ବଡ ପିଲା ମାନେ ମଧ୍ୟ ସ୍ମାର୍ଟଫୋନ ଧରିବା ରେ ବହୁତ ଆଗରରେ ଅଛନ୍ତି । ଅନଲାଇନ୍ ଯୁଗରେ ପିଲାମାନଙ୍କୁ ପରଦାରୁ ଦୂରରେ ରଖିବା ପାଇଁ ପିତାମାତା ମାନଙ୍କୁ ସଚେତନ ହେବା ଦରକାର । ଆଜିକାଲି ପିଲାମାନଙ୍କ ପାଇଁ ସ୍ମାର୍ଟଫୋନ୍ / ଟାବଲେଟ୍ ଶିଖିବାର ଅତ୍ୟାବଶ୍ୟକ…
Read More...

ହଲିଉଡରେ ପାଦଥାପିଲେ ବଲିଉଡ ହିରୋଇନ ଆଲିଆ ଭଟ୍ଟ

ଓଡିଶା : ଆଲିଆ ହେଉଛନ୍ତି ବଲିଉଡ ଜଗତର ଆଗଧାଡି ର ନାୟିକା । ଆଲିଆ ଭିନ୍ନ ପ୍ରକାର ବିବାଦ ପାଇଁ ଚର୍ଚ୍ଚା ରେ ଥାନ୍ତି । ଏହି ଭିତରେ ହଲିଉଡ ଚଳଚ୍ଚିତ୍ର ‘ହାର୍ଟ ଅଫ୍  ଷ୍ଟୋନ୍’  ଡେବ୍ୟୁ କରିଛନ୍ତି ।  ଏହାଭିତ  ରେ  ଚଳଚ୍ଚିତ୍ର ର ପଷ୍ଟୋ ର ରଲିଜ ହୋଇଛି । ଏହି ପଷ୍ଟୋ ଟି  ଦର୍ଶକ ମାନଙ୍କୁ…
Read More...

ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ କଲେ ଛାତ୍ରଛାତ୍ରୀ

ବାଲିଗୁଡା:ବାଲିଗୁଡାର କଡଗାବାଲି ପ୍ରାଥମିକ ବିଦ୍ୟାଳୟ   ବନ୍ଦକୁ ନେଇ ଛାତଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ । ୨୦୧୯ ସର୍ଭେ ଅନୁସାରେ  ସ୍କୁଲ ବନ୍ଦ କରାଯାଇଛି ।  ବର୍ତ୍ତମାନ ବିଦ୍ୟାଳୟ ରେ  ମୋଟ ୩୦ ଛାତଛାତ୍ରୀ ପାଠପଢ଼ୁଛୁନ୍ତି ।  ବିଦ୍ୟାୟଳକୁ ବନ୍ଦ ନ  କରିବା ପାଇଁ ୨୫ କିଲୋମିଟର ବର୍ଷାରେ…
Read More...