ଅସରାଏ ବର୍ଷାରେ ବୁଡିଲା ରାଜଧାନୀ, ଯାତାୟତ ପାଇଁ ସମସ୍ୟା
ଭୁବନେଶ୍ୱର: ବର୍ଷା ପାଣିରେ ବୁଡିଲା ରାଜଧାନୀର ରାସ୍ତା । ବର୍ଷା ପାଣିରେ ସିଆରପି ଛକରୁ ଆଠ ନମ୍ବର ଡିଏଭି ସ୍କୁଲ ରାସ୍ତା ବୁଡି ଯାଇଛି । ଡ୍ରେନ୍ ପାଣି ଉଛୁଳି ରାସ୍ତାରେ ଭାସୁଛି । ଡ୍ରେନ୍ ଜାମ୍ ହେତୁ ବର୍ଷା ଜଳ ନିସ୍କାଷିତ ହୋଇପାରୁ ନାହିଁ । ଫଳରେ ରାସ୍ତାରେ ଯାତାୟତ ପାଇଁ ସମସ୍ୟା…
Read More...
Read More...