Browsing Tag

Manasi panda

ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଓ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଓଡ଼ିଶା ଫେରିବେ। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ନେଇ…
Read More...

୫-ଟି’ ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ହାଇସ୍କୁଲ ଲୋକାର୍ପିତ

ଭୁବନେଶ୍ବର : ‘୫-ଟି’ ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ହାଇସ୍କୁଲ ଲୋକାର୍ପିତ ହୋଇଛି। ଏଥିସହ ସ୍କୁଲ ରୂପାନ୍ତରଣରେ ଉଲ୍ଲେଖନୀୟ କାମ କରିଥିବା ଜିଲ୍ଲାଗୁଡ଼ିକୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ…
Read More...

ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟ, ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲର ହେବ ଲୋକାର୍ପଣ

କଟକ :ଆଜି ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବ । କଟକ ଜିଲ୍ଲାର ୯୮ଟି ସ୍କୁଲ, କଳାହାଣ୍ଡି ଜିଲ୍ଲାର ୧୧୫ଟି ସ୍କୁଲ, ମାଲକାନାଗିରିର ୪୯ଟି ସ୍କୁଲ, ଯାଜପୁର ୭୩ଟି ସ୍କୁଲର ଲୋକାର୍ପଣ ହେବ । ରୂପାନ୍ତରିତ ସ୍କୁଲ ସମ୍ପତ୍ତିର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ଵ ଦିଆଯାଉଛି ।…
Read More...

ଆଜିଠୁ OJEE, ୪୭ କେନ୍ଦ୍ରରେ ପରୀକ୍ଷା ଦେବେ ୫୬ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ପରୀକ୍ଷା ଆସନ୍ତା ୧୫ ତାରିଖ ଯାଏ ଚାଲିବ । ଏମବିଏ , ଏମଟେକ୍, ଏମପ୍ଲାନ୍, ଲାଟେରାଲ ଏମ୍ଏମବିଏ, ଲାଟେରାଲ ଏଣ୍ଟ୍ରି ବିଏସସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ…
Read More...

ନିଃସହାୟ ଲତାଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା , ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ବାଇଜପଡା ଗ୍ରାମର ନିଃସହାୟ ଲତା ଦେହୁରୀଙ୍କୁ ଉଚ୍ଚମାନର ଚିକିତ୍ସା ମିଳିଛି । ୩୫ ବର୍ଷ ବୟସ୍କ ଲତା ଦେହୁରୀ ଅବିବାହିତା ଅଟନ୍ତି । ତାଙ୍କର ବାପା ଓ ମା’ଆରପାରିକୁ ଚାଲିଯିବା ପରେ ଲତା ସମ୍ପୂର୍ଣ୍ଣ ନିଃସହାୟ ହୋଇପଡିଥିଲେ ।…
Read More...

ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କଲେ 5T ସଚିବ

ପୁରୀ: ପୁରୀରେ ପ୍ରଥମେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ । ସିଂହଦ୍ବାର ସମ୍ମୁଖରୁ ଏମାର ମଠ ଚକଡ଼ ଅଞ୍ଚଳ, କାକୁଡ଼ିଖାଇ ହୋଇ ଦକ୍ଷିଣ ଦ୍ବାରରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା…
Read More...

ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ହୋଇପାରିବ କୋଠା

ପୁରୀ: ଫେଲ ମାରିଲା କୁଚକ୍ରି ଗୋଷ୍ଠିଙ୍କ ସମସ୍ତ ଉଦ୍ୟମ । ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ହୋଇପାରିବ ଅଭ୍ୟର୍ଥନା କକ୍ଷ । ଶ୍ରୀମନ୍ଦିର ପ୍ରଶାସନକୁ ଏନଓସି ପ୍ରଦାନ କରିଛି NMA । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛି ଜାତୀୟ ସ୍ମାରକୀ ପ୍ରାଧିକରଣ । ୭୫ ମିଟର…
Read More...

ବିଶ୍ୱ ଐତିହ୍ୟ ତାଲିକାରେ ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଙ୍କୁ…

ଭୁବନେଶ୍ୱର:  ବିଶ୍ୱ ଐତିହ୍ୟ ତାଲିକାରେ ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପୂର୍ବରୁ ଏହି ଦୁଇ ଐତିହ୍ୟସ୍ଥଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା…
Read More...

ସମୁଦ୍ର ସ୍ନାନ ବେଳେ ପୁଣି ଅଘଟଣ, ବୁଡ଼ିଗଲେ ୨ ପର୍ଯ୍ୟଟକ

ପୁରୀ: ପୁରୀରେ ସମୁଦ୍ର ସ୍ନାନ ବେଳେ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଲେ ୨ ବଙ୍ଗୀୟ ପର୍ଯ୍ୟଟକ । ୧୩ ନମ୍ବର ସେକ୍ଟର ଜୋନରେ ସମୁଦ୍ରରେ ସ୍ନାନ ବେଳେ ପଶ୍ଚିମବଙ୍ଗରୁ ଆସିଥିବା ୨ ପର୍ଯ୍ୟଟକ ସମୁଦ୍ର ଭିତରକୁ ପଳାଇଥିଲେ । ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରି ଡାକ୍ତରଖାନା…
Read More...

କୋର୍ଟରେ ହାଜର ହେଲେ ଅଭୟ ପାଠକ ଓ ଆକାଶ ପାଠକ

ବ୍ରହ୍ମପୁର: ଟାଟା କମ୍ପାନୀରେ ନିଯୁକ୍ତି ନେଇ ଠକେଇ ମାମଲା । ବ୍ରହ୍ମପୁର କୋର୍ଟରେ ହାଜର ହେଲେ ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ଓ ପୁଅ ଆକାଶ ପାଠକ । ଉଭୟେ ୫ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି । ଅଭୟ ଓ ଆକାଶଙ୍କ ସହ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ହାଜର ହୋଇଥିଲେ…
Read More...