Browsing Tag

Manasi panda

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଓ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଓ ଶୀତଳଷଷ୍ଠୀ ପାଇଁ  ପ୍ରସ୍ତୁତି ଆରମ୍ଭ । ବିଭିନ୍ନ ନିଯୋଗ ପ୍ରତିନିଧି ଓ ସେବାୟତମାନଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟରେ ପ୍ରଶାସନ ଆଲୋଚନା କରିଛି। ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଓ ବିବାହ ଯାତ୍ରା ବେଳେ ଜିଜେ ବାଜିବ ନାହିଁ। ରାତି ୧୦ଟା…
Read More...

ଶପଥ ନେବେ ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ

 ଭୁବନେଶ୍ବର: ଆଜି ଶପଥ ନେବେ ଝାରସୁଗୁଡ଼ାର ନୂଆ ବିଧାୟିକା ଦୀପାଳି ଦାସ । ରାଜ୍ୟ ବିଧାନସଭାରେ ଦୀପାଳିଙ୍କୁ ଶପଥପାଠ କରାଇବେ ଉପବାଚସ୍ପତି ରଜନୀକାନ୍ତ ସିଂ । ସକାଳ୧୦ଟା ୩୦ରେ ଦୀପାଳି ଶପଥ ନେବା କାର୍ଯ୍ୟକ୍ରମ ରହିଛି । ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି…
Read More...

ବେଆଇନ ଦେଶୀମଦ ବିକ୍ରୟ କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ

ଭୁବନେଶ୍ୱର: ଆଜି କ୍ୟାପିଟାଲ ଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରୟ କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ କ୍ୟାପିଟାଲ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ…
Read More...

ଏ ବିଜୟ ବିଜେଡିର , ଝାରସୁଗୁଡ଼ାବାସୀଙ୍କର ଓ ନବ ଦାସଙ୍କର: ଦୀପାଳି ଦାସ

ଝାରସୁଗୁଡା : ଝାରସୁଗୁଡାରେ ବିଜେପି ଓ କଂଗ୍ରେସଙ୍କୁ ଝଟକା ଦେଇ ରେକର୍ଡ ସଂଖ୍ୟକ ଭୋଟରେ ଜିତିଛି ବିଜେଡି । ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟଙ୍କଧର ତ୍ରିପାଠୀଙ୍କୁ ୪୮,୭୨୧ ଭୋଟରେ ପରାଜିତ କରିଛନ୍ତି ଦୀପାଳି ଦାସ ।ଝାରସୁଗୁଡ଼ାରେ ବୃହତ ବିଜୟ ପରେ ଝାରସୁଗୁଡ଼ାବାସୀଙ୍କୁ ପ୍ରଥମେ ଧନ୍ୟବାଦ ଦେଇଛନ୍ତି…
Read More...

କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା

କର୍ଣ୍ଣାଟକ: କର୍ଣ୍ଣାଟକରେ କଂଗ୍ରେସ କଂଗ୍ରେସର ବିଜୟ ପରେ ସାରା ଦେଶରେ କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି କି, କର୍ଣ୍ଣାଟକର ଜନତା ଦେଖାଇ ଦେଇଛନ୍ତି କି ଭାରତରେ ସ୍ନେହ ପ୍ରେମ…
Read More...

ଦୀପାଳି ଦାସଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଝାରସୁଗୁଡା ଉପନିର୍ବାଚନରେ ବଡ଼ ବିଜୟ ପରେ ଦୀପାଳି ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଙ୍କ ବଡ଼ ବିଜୟ ପରେ ତାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...

ଯୋରନ୍ଦା ଧୁନି ମନ୍ଦିର ଭଙ୍ଗା ବିବାଦ, ମନ୍ଦିର ଉନ୍ନତି ପାଇଁ ୧୦ କୋଟି ଟଙ୍କା

ଢେଙ୍କାନାଳ: ଖୁବ୍ ଶୀଘ୍ର ଯୋରନ୍ଦା ପୀଠର ହେବ ନବ କଳେବର । ସମାଧାନ ହେଲା ୧୩୦ ବର୍ଷର ସମସ୍ୟା । ସମାଧାନ ହେଲା ଯୋରନ୍ଦା ଧୁନି ମନ୍ଦିର ଭଙ୍ଗା ବିବାଦ । କୌପୁନିଧାରୀ ଓ ବକ୍କଳଧାରୀ ବାବାଙ୍କ ଭିତରେ ଲାଗିଥିବା ତିକ୍ତତାର ହେଲା ସମାଧାନ। ରାଜ୍ୟ ସରକାରଙ୍କ ତରଫରୁ ଯୋରନ୍ଦା ମନ୍ଦିରର ଉନ୍ନତି…
Read More...

ନଦୀରେ ଗାଧୋଇବା ବେଳେ ତିନି ସାଙ୍ଗ ବୁଡି ଯାଇ ଅଘଟଣ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ବଛାଳସ୍ଥିତ ଦେବୀ ନଦୀରେ ଆଜି ଏକ  ଅଘଟଣ ଘଟିଯାଇଛି । ସ୍ତାନୀୟ ଦେବୀ ନଦୀରେ ଗାଧୋଇବା ବେଳେ ତିନି ସାଙ୍ଗ ବୁଡି ଯାଇ ଅଘଟଣ ଘଟିଛି । ଦୁଇ ଜଣଙ୍କୁ ସ୍ତାନୀୟ ଲୋକ ଉଦ୍ଧାର କରିଥିବାବେଳ ଦୁର୍ଭାଗ୍ୟବଶତଃ ଜଣଙ୍କର ମୃତ ଘଟିଛି  । ପ୍ରବଳ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ୪ଟା ୩୦ରେ ଦୁଇ ନେତାଙ୍କ ମଧ୍ୟରେ ଭେଟଘାଟ। ଦିଲ୍ଲୀରେ ପହଞ୍ଚିବା ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ସେ ରାଜ୍ୟ ସ୍ୱାର୍ଥ ସମ୍ବଳିତ…
Read More...

ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ପରିଦର୍ଶନ କଲେ 5T ସଚିବ

ଗୁମ୍ମା: ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ପରିଦର୍ଶନ କଲେ  5T ସଚିବ। ଗଜପତି ଗସ୍ତରେ  5T ସଚିବ ଭିକେ ପାଣ୍ଡିଆନଙ୍କ ଆଜି ହେଉଛି ୨ୟ ଦିନ । ସକାଳୁ ଜିରାଙ୍ଗର ବୌଦ୍ଧ ମନ୍ଦିର ବୁଲିବା ପରେ 5T ସଚିବ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ପରିଦର୍ଶନ କରିଛନ୍ତି । ଏହି ଅବସରରେ…
Read More...