Browsing Tag

Manasi panda

ରାଉରକେଲା ରେ ଜଳିଗଲା ମୋ ବସ୍

ରାଉରକେଲା: ହୁତୁହୁତୁ ହୋଇ ଜଳିଲା ମୋ ବସ୍ । ରାଉରକେଲାରୁ ବେଦବ୍ୟାସ ଅଭିମୁଖେ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ମୋ ବସରେ ନିଆଁ ଲାଗିଥିଲା । ଗାଡିରେ ନିଆଁ ଲାଗିବା କ୍ଷଣି ଡ୍ରାଇଭର ତୁରନ୍ତ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ । ଯାହାଫଳରେ ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି…
Read More...

ମିଶନ ଶକ୍ତି କାଫେରେ ଖାଇଲେ 5T ସଚିବ ଭି କେ ପାଣ୍ଡିଆନ

କଳାହାଣ୍ଡି: କଳାହାଣ୍ଡି ଗସ୍ତରେ 5T ସଚିବ । ମିଶନ ଶକ୍ତି କାଫେରେ ଖାଇଲେ 5T ସଚିବ ଭି କେ ପାଣ୍ଡିଆନ ।ଏଥିସହ ନିଜ ପତ୍ନୀ ତଥା ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ସହ ମହିଳାମାନଙ୍କୁ କଥାବାର୍ତ୍ତା କରାଇଛନ୍ତି । ଆଜିଠୁ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ଫାଇଭ-ଟି…
Read More...

ଖେଳୁଥିବାବେଳେ ପାଣିରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ 

କୋରାପୁଟ: କୋରାପୁଟ ଲମତାପୁଟ ବ୍ଲକ ପିପଲପୁଟ ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଘର ପାଖରେ ଏକ ପୋଖରୀ ଖୋଳାଯାଇଥିବାବେଳେ ଦୁଇ ଭାଇ ଭଉଣୀ ଖେଳିବାକୁ ଯାଇ ଗୋଡ ଖସିଯିବାରୁ ଦୁଇ ଭାଇ ଭଉଣୀ ପୋଖରୀ ଭିତରକୁ ଖସିପଡିଥିଲେ । ମୃତ ଭାଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ବୟସ ୧୦ ବର୍ଷ ହୋଇଥିବାବେଳେ…
Read More...

ଓପିଏସସିର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର: ଓପିଏସସି ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା । ରିଟ୍ ଆବେଦନ ନେଇ ଆସିଲା ହାଇକୋର୍ଟଙ୍କ ଶୁଣାଣି । ପିଟିସନରଙ୍କ ପକ୍ଷରୁପ ଯୁକ୍ତିକୁ ବୈଧ କହିଲେ ହାଇକୋର୍ଟ । କହିଲେ, ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ୍ ଗ୍ରହଣୀୟ ନୁହେଁ । ତେଣୁ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିକୁ…
Read More...

କଳାହାଣ୍ଡି ଗସ୍ତରେ ଯିବେ 5T ସଚିବ

କଳାହାଣ୍ଡି: କାଲିଠୁ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ । ବିକାଶର ଅନୁଧ୍ୟାନ କରିବା ସହ ସହିତ ଆଲୋଚନା କରି ଲୋକଙ୍କ ସମସ୍ୟାର ସମାଧାନ କରିବେ । 5T ସଚିବ ୧୩ଟି ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ । ବିଭିନ୍ନ ଧାର୍ମିକ ପୀଠର…
Read More...

ନୂଆ ରେଳଲାଇନ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ । ପୁରୀ-କୋଣାର୍କ ନୂଆ ରେଳ ଲାଇନ ପାଇଁ ଦାବି କରିଛନ୍ତି । ରାଜ୍ୟର ଦୁଇ ଜଣାଶୁଣା ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରିବ।  ପୁରୀରେ ହେଉ ଅନ୍ତର୍ଜାତୀୟ ବିମାନ ବନ୍ଦର । ଏହି ଅବସରରେପୁରୀରୁ ସମ୍ବଲପୁର ଦେଇ ରାଉରକେଲା ଚାଲୁ…
Read More...

କବିସୂର୍ଯ୍ୟନଗର ଅଂଚଳରେ ପ୍ରବଳ ପବନ ସହ ବର୍ଷା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ତଥା ଆଖପାଖ ଅଞ୍ଚଳରେ ଆଜି ଚାରି ଘଣ୍ଟ ସମୟରେ ପ୍ରବଳ ପବନ ସହ ବର୍ଷା ହୋଇଛି  । ବହୁତ ସମୟ ଧରି ପବନ ହେବା ଫଳରେ କବିସୂର୍ଯ୍ୟନଗର ବଡମହୁରି ଗ୍ରାମ ରେ ଥିବା ସେବା ସମବାୟ ସମିତିର ଛପର ଉଡିଯାଇଥିବା ଖବର ମିଳିଛି  । ତେବେ କାହାର କିଛି କ୍ଷତି…
Read More...

କାଳବୈଶାଖୀ ତାଣ୍ଡବରେ ୨ ମୃତ,୩ ଗୁରୁତର

ନୟାଗଡ: କାଳବୈଶାଖୀ ତାଣ୍ଡବ ଯୋଗୁଁ ନୟାଗଡ ଜିଲ୍ଲାର ଦୁଇ ଦୁଇଟି ପୃଥକ ସ୍ଥାନରେ ୨ ଜଣଙ୍କର ମୃତ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଭୁବନେଶ୍ୱର ରେ ଚିକିତ୍ସତ ହେଉଛନ୍ତି। ଅଭିଯୋଗ ଅନୁଯାଇ 4ଟା…
Read More...

ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ,୧୫ ରୁ ଉର୍ଦ୍ଧ ମୃତ

ଜଳେଶ୍ଵର / ଅଜିତ କୁମାର ସାହୁ : ଓଡ଼ିଶା ର ସୀମାନ୍ତବର୍ତ୍ତି, ତଥା ପଡୋଶୀ  ପଶ୍ଚିମବଙ୍ଗ  ଏଗ୍ରା ଥାନା  ଗ୍ରାମରେ ଥିବା ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି  ୧୫ ରୁ ଉର୍ଦ୍ଧ ମୃତ,ବହୁ ସଂଖ୍ୟାରେ ଗୁରୁତର। ମୃତକ ମାନଙ୍କ ଭିତରେ ଅଧିକାଂଶ ମହିଳା ଥିବା ବେଳେ, ମୃତକଙ୍କ ପରିଚୟ ମିଳି…
Read More...

୧୧ ହଜାର କର୍ମଚାରୀ ଛଟେଇ କରିବ ଭୋଡାଫୋନ

ନୂଆଦିଲ୍ଲୀ: ଭୋଡାଫୋନ  କମ୍ପାନୀ ଏବେ ୧୧ ହଜାର କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ଗୁଗୁଲ, ଟ୍ୱିଟର, ମେଟା, ଅମାଜନ, ଫେସବୁକ ଭଳି ବଡ ବଡ କମ୍ପାନୀମାନେ ଛଟେଇ ଜାରି ରଖିଥିବା ବେଳେ ଦେଶରେ ବୃହତ ମୋବାଇଲ ଟେକୱର୍କ କମ୍ପାନୀ ଭୋଡାଫୋନ ଏବେ ୧୧ ହଜାର କର୍ମଚାରୀ ଛଟେଇ କରିବାକୁ…
Read More...