Browsing Tag

Manasi panda

ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ । ପର୍ଯ୍ୟଟକଙ୍କୁ ଟଙ୍କା ମାଗିବା ଓ ଧମକଚମକ ଦେବା ଅଭିଯୋଗରେ ଲିଙ୍ଗରାଜ ପୋଲିସ ଗିରଫ କରିଛି । ଏନେଇ ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି । ଗିରଫ ସେବାୟତ ହେଲେ ମନମୋହନ ମହାପାତ୍ର, ବୀର ବେହେରା, କୃପାସିନ୍ଧୁ ମହାପାତ୍ର, ପ୍ରକାଶ ବଟୁ ।…
Read More...

ନୂଆ ରୂପ ପାଇବ ଭୋଗରାଇର ଚନ୍ଦନେଶ୍ବର ମନ୍ଦିର

ବାଲେଶ୍ୱର: ବାଲେଶ୍ୱର ବଦଳିବ ଚନ୍ଦନେଶ୍ବର ମନ୍ଦିରର ରୂପରେଖ । ବାଲେଶ୍ବର ଗସ୍ତର ଦ୍ବିତୀୟ ଦିନରେ ଭୋଗରାଇ ତାଳସାରି ପଡିଆରେ ୫ ଟି ସଚିବ ଏହି ଘୋଷଣା କରିଛନ୍ତି । ୧୦ ଦିନରେ ସ୍ଥାନୀୟ ବାସିନ୍ଦା, ଜନ ପ୍ରତିନିଧି ଓ ସେବାୟତମାନଙ୍କ ସହ କଥା ହୋଇ ପ୍ଲାନ୍ ପ୍ରସ୍ତୁତ କରିବେ ଜିଲ୍ଲାପାଳ ।…
Read More...

ଶ୍ରୀମନ୍ଦିର ସିଂହଦ୍ଵାରରେ ପିତ୍ତଳ ଦ୍ୱାର ଖୋଲାଯାଇ ଲାଗିବ ରୂପାର କବାଟ

ପୁରୀ : ଶ୍ରୀମନ୍ଦିରର ସିଂହଦ୍ଵାରର ନୂତନ ରୂପାଦ୍ବାର ସ୍ଥାପନ କରାଯିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନ ଯାତ୍ରାରେ ବାହାରିବା ପରେ କାମ ଆରମ୍ଭ ହେବ। ମୁମ୍ବାଇର ଜଣେ ଦାତା ରୂପା ପ୍ରଦାନ କରିଛନ୍ତି। ସେଥିରେ ବର୍ମାଟିକ କାଠରେ…
Read More...

ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ସିଂହଦ୍ୱାର ଆଗରେ ପହଞ୍ଚିଲା ତିନି ରଥ

ପୁରୀ: ରାତିପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଏପଟେ ୧୪ ଦିନ ଜ୍ୱରରେ ପଡି ସୁସ୍ଥହେବା ପରେ ଆଜି ନବଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଆଉ ଏତେ ଦିନ ପରେ ଶ୍ରୀଜିଉଙ୍କୁ ରତ୍ନବେଦୀରେ ଦେଖି ଭାବବିହ୍ୱଳ ହୋଇଛନ୍ତି ଭକ୍ତ ।  ବଡଦାଣ୍ଡରେ ଜଗାର ଦର୍ଶନ…
Read More...

ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ବିଭତ୍ସ ହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁରେ ପାରିବାରିକ କଳହକୁ କେନ୍ଦ୍ରକରି ବୀଭତ୍ସ ଭାବେ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ସ୍ବାମୀ ତେଜରାଜ ସାହୁ, ଦେଢ଼ଶୁର ଓ ଜଣେ ସମ୍ପର୍କୀୟଙ୍କୁ ପୋଲିସ ଗିରଫ କରିଛି । ଗତ ୧୬ ତାରିଖରେ…
Read More...

ସାରା ରାଜ୍ୟରେ କରାଯିବ ବାତ୍ୟା ମୁକାବିଲା ମକଡ୍ରିଲ୍

ଭୁବନେଶ୍ବର: ସାରା ରାଜ୍ୟରେ ଆଜି କରାଯିବ ବାତ୍ୟା ମୁକାବିଲା ମକଡ୍ରିଲ୍ । ସମସ୍ତ ଜିଲ୍ଲା ସଦର ମହକୁମା, ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ, ଓ ବ୍ଲକ ସ୍ତରରେ ଏକ୍ସରସାଇଜ କରାଯିବ । ଗତକାଲି ପ୍ରଥମେ ସମସ୍ତ ଜିଲ୍ଲା ଓ ବ୍ଳକ ସମେତ ୧୧୫ ଟି ପୌରସଂସ୍ଥାରେ ଟେବୁଲ ଟପ୍ ଏକ୍ସରସାଇଜ କରାଯାଇଥିଲା । ଆଜି…
Read More...

ରଥଯାତ୍ରା ବେଳେ ପୁରୀକୁ ଜଗିବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀ: ଅଣସର ଘରେ ସୁସ୍ଥ ପରେ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି । ଆସନ୍ତାକାଲି ସକାଳୁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ କରିବେ ଭକ୍ତ । ଦତ ମହାପାତ୍ର ସେବାୟତଙ୍କ ଦ୍ୱାରା ଏହି ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ରହିଥିବାରୁ ସକାଳ ୬ଟାରେ ଚକାଅପସର, ୬ଟା ୧୦ରେ…
Read More...

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ଏକ ମେଡିକାଲ କଲେଜ

କଟକ: କଟକସ୍ଥିତ ଡ୍ରିମ୍ସ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ସାଇନ୍ସ ଆଣ୍ଡ ହସ୍ପିଟାଲ ମେଡିକାଲ କଲେଜ ପ୍ରତିଷ୍ଠା ହେବ  । ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ ନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ । ଉତ୍କଳ ବିଶ୍ବବିଦ୍ଯାଳୟ ଅଧିନରେ ଏହା କାର୍ଯ୍ୟ କରିବ ।…
Read More...

ରେଡ କରିବାରୁ ତହସିଲଦାରଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ

ପରଜଙ୍ଗ : ପରଜଙ୍ଗ ତହସିଲଦାର ଓ ପରଜଙ୍ଗ ଆରଆଇଙ୍କୁ ମରମ ମାଫିଆଙ୍କ ମରଣାତ୍ମକ ଆକ୍ରମଣ। ପଥରଖମ୍ବ ଗ୍ରାମନିକଟରେ ଏକ ସରକାରି ଜମିରୁ ମରମ ଖୋଳା ହେଉଥିବା ବେଳ ତହସିଲଦାର ରେଡ କରିବା ପାଇଁ ଯାଇଥିବାଳବେଳେ ୭ ରୁ ୮ ଜଣ ଦୁର୍ବୁତ୍ତ ମରଣାତ୍ମକ ଆକ୍ରମଣ କରି ଫେରାର। ଗୁରୁତର ଅବସ୍ଥାରେ ତହସିଲଦାର…
Read More...

ଶିଖରଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୨୫ କୋଟି ଟଙ୍କା

ଭୁବନେଶ୍ୱର: ବଦଳିବ ଶିଖରଚଣ୍ଡୀ ରୂପରେଖ । ଭୁବନେଶ୍ବର ଉପକଣ୍ଠ  ଶିଖରଚଣ୍ଡୀ ପାହାଡର ସୌନ୍ଦର୍ଯ୍ୟକରଣ କାମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ପ୍ରମୁଖ ସାମିଲ ହୋଇଛନ୍ତି ।…
Read More...