Browsing Tag

Manasi panda

ପୋଲିସ ଜାଲରେ ବ୍ରାଉନସୁଗାର ବେପାରୀ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା । ଏସଟିଏଫ ଓ ସମୁଦ୍ର କୂଳ ଥାନା ପୋଲିସ ଦ୍ୱାରା ୧୭୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ତାଳବଣିଆ ଆଇଟିଆଇ ଛକ ନିକଟରୁ ୩ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ସମୁଦ୍ର କୂଳ ଥାନା ପୋଲିସ ଗିରଫ କରିଛି। ଏହା ସହ ୧୫ ହଜାର ୨୩୯ ଟଙ୍କା, ୩ଟି ମୋବାଇଲ…
Read More...

ରାଜ୍ୟରେ ୩୦୦ ଅତିକ୍ରମ କଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୩୦୦ ଅତିକ୍ରମ କଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୧୪୫ ନୂଆ ଓମିକ୍ରନ୍ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୪୭କୁ ବୃଦ୍ଧି ପାଇଛି । ଆଉ ୧୪୫ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗକୁ…
Read More...

ପୋଖରୀରେ ବୁଡ଼ି ୨ ଯାଁଳା ଶିଶୁ ମୃତ

କଳାହାଣ୍ଡି: ଗୋଲମୁଣ୍ଡା ବ୍ଲକ ମହାଲିଙ୍ଗ ଗାଁରେ ପୋଖରୀରେ ବୁଡି ଯାଆଁଳା ଭାଇଙ୍କ ମୃତ୍ୟୁ । ଦୁଇ ଭାଇ ଖେଳୁଥିବାବେଳେ ଘର ପାଖ ପୋଖରୀକୁ ଖସି ପଡିଥିଲେ । ସେପଟେ ଦୁଇ ଭାଇ ପୋଖରୀରେ ବୁଡିଯାଉଥିବାବେଳେ ଦେଖିଥିଲେ ପରିବାର ଲୋକ । ପରେ ଉଭୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଉଦ୍ଧାର କରିଥିଲେ ।…
Read More...

ଓଡ଼ିଶା ଆସିଲା ଓମିସିୟର ଟେଷ୍ଟିଂ କିଟ

ଭୁବନେଶ୍ୱର: ଓଡିଶା ଆସିଲା ଓମିସିୟର ଟେଷ୍ଟିଂ କିଟ୍ । ଏଣିକି ସହଜ ହୋଇପାରିବ ଓମିକ୍ରନ୍ ଟେଷ୍ଟ । ୫ ଲକ୍ଷ କିଟ୍ ଅର୍ଡର କରିଛନ୍ତି ରାଜ୍ୟ ସରକାର । ଦେଶରେ ଓମିକ୍ରନ୍ ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ପାଇଁ ଟାଟା ଓମିସିୟର କିଟ୍ ପ୍ରସ୍ତୁତ…
Read More...

କରୋନା ଟେଷ୍ଟିଂ ବଢାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଦେଶର କରୋନା ଗ୍ରାଫ୍ ତଳମୁହାଁ ହେବାରେ ଲାଗିଛି । ଦେଶରେ ସଂକ୍ରମଣ ହ୍ରାସ ପାଉଥିବାବେଳେ, ଟେଷ୍ଟିଂ ମଧ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି, ଯାହାକୁ ଦେଖିବା ପରେ ଟେଷ୍ଟିଂ ବଢାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କରୋନା ଟେଷ୍ଟିଂ ବଢାଇବାକୁ…
Read More...

କେନ୍ଦୁଝରରେ ବେଆଇନ ମହୁଲି ଜବତ, ୨ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ବେଆଇନ ମହୁଲି ଜବତ । ବିଭିନ୍ନ ବେଆଇନ ମହୁଲି ମଦ ପ୍ରସ୍ତୁତି ତଥା ବିକ୍ରି ସ୍ଥାନ ଗୁଡିକ ରେ ଘଟଗାଁ ଅବକାରୀ ବିଭାଗ,ପାଟଣା ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ୧୨୩୦ ପୋଚ ୧୨୦ଲିଟର ମହୁଲି ମଦ ,ଏକ ହିରୋ ବାଇକ୍ ଜବଦ କରିବା ସହ…
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ: ବିପୁଳ ପରିମାଣରେ ଗଞ୍ଜେଇ ଜବତ । ଓଡ଼ିଶା ରାସ୍ତା ଦେଇ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଛି ଏହି ଗଞ୍ଜେଇ । ଗଞ୍ଜେଇ ଭର୍ତ୍ତି ଗୋଟିଏ ପିକଅପ୍ ଭ୍ୟାନ ସହ ୨ ଜଣ ଗଞ୍ଜେଇ ମାଫିଆକୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହେଇଛି । ମାଛକୁଣ୍ଡ ଥାନା…
Read More...

ଲିଫ୍ଟରୁ ଖସି ବୃଦ୍ଧ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ ଲିଫ୍ଟରୁ ଖସି ପଡି ବୃଦ୍ଧ ମୃତ । ଲିଫ୍ଟରୁ ପଡ଼ି ମୃତ୍ୟୁ ବରଣ କରିଥିବା ବୃଦ୍ଧଜଣଙ୍କ ସେଇ ପ୍ଲାଜାରେ ରହୁଥିଲେ । ମିଳିଥିବା ସୂଚନା ଅନୁସାରେ, ଲିଫ୍ଟର ଡୋର ଲକ୍ ଖରାପ ଥିବାରୁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ହୋଇଛି । ବୃଦ୍ଧ ଜଣଙ୍କ…
Read More...

ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ପାଞ୍ଚଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇସାରିଛି । କରୋନା କାଳରେ ଏହି ନିର୍ବାଚନ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପଞ୍ଚାୟତ ନିର୍ବାଚନ ଠିକ୍ ଭାବରେ କରିବା ପାଇଁ…
Read More...

ରାଜ୍ୟରେ ୨୦୦ ଅତିକ୍ରମ କଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ୨୦୦ ଅତିକ୍ରମ କଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୩୨ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଲେ ଆଉ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି । ଆଉ ୩୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗକୁ…
Read More...