Browsing Tag

Manasi panda

ରାଜଧାନୀରେ ପୁଣି ସାଇବର ଠକ

ଭୁବନେଶ୍ୱର: ରାଜଧାନୀରେ ପୁଣି ସାଇବର ଠକ । ପୁଣି ସାଇବର ଠକଙ୍କ ଶିକାର ହେଲେ ଆଉ ଜଣେ । ଲୁଟ ର ଶିକାର ହୋଇଛନ୍ତି ଜଣେ ପୋଲିସ ଅଫିସରଙ୍କ ପତ୍ନୀ । ରାଜ୍ୟ କ୍ରାଇମ ବ୍ୟୁରୋରେ ଥିବା ସବ ଇନ୍ସପେକ୍ଟର ବିଜୟ ମହାଳୀଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୪୮ ହଜାର ଟଙ୍କା ଲୁଟ ହୋଇଛି । କ୍ରେଡ଼ିଟ ଭେରିଫିକେସନ…
Read More...

ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୮୪୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ସୁସ୍ଥ ହୋଇଛନ୍ତି ୮୪୭୧ ଜଣ କରୋନା ସଂକ୍ରମିତ ବ୍ୟକ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ୍ ହେଲେଣି ୧୦ଲକ୍ଷ ୮୯ ହଜାର ୩୩ ଜଣ ଆକ୍ରାନ୍ତ । ଏନେଇ ଟ୍ୱିଟ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରନ୍ତଙ୍କ…
Read More...

ଟିକାକରଣରେ ବିଏମସିର ରେକର୍ଡ଼

ଭୁବନେଶ୍ୱର: ଟିକାକରଣରେ ରେକର୍ଡ଼ ସୃଷ୍ଟି କରିଛି ଭୁବନେଶ୍ୱର ମହାନଗର ନିଗମ । ରାଜ୍ୟରେ ଜାନୁଆରୀ ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୨ହଜାର ୩୦୯ ଡ଼ୋଜ ଟିକା ଦିଆଯାଇଛି । ସେଥି ମଧ୍ୟରୁ ୧୫ ଲକ୍ଷ ୦୮ ହଜାର ୮୮୪ ପ୍ରଥମ ଡ଼ୋଜ ନେଇଥିବା ବେଳେ, ୧୩ ଲକ୍ଷ ୫୬ ହଜାର ୪୬୫ ଦ୍ୱିତୀୟ ଡ଼ୋଜ ଦିଆଯାଇଛି ।…
Read More...

ବିଶିଷ୍ଟ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ଓଡ଼ିଆ ଚଳଚିତ୍ର ଜଗତର ବିଶିଷ୍ଟ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ବାସଭବନରେ ୬୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରିୟ ମିଶ୍ର । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି। ଅଭିନେତା ପ୍ରିୟ ସୁନ୍ଦର ମିଶ୍ର ପେଶାରେ…
Read More...

ରାଜ୍ୟରେ ସୁସ୍ଥହେଲେ ୮୪୭୧ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ସଂକ୍ରମଣ ରୁ ସୁସ୍ଥ ହୋଇଛନ୍ତି ଆଉ ୮୪୭୧ ଜଣ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୮୯ ହଜାର ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।ଗୋଟିଏ ପଟେ ଦୈନିକ…
Read More...

ଡିଜିପିଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଚିଠି

ଭୁବନେଶ୍ୱର: ନିର୍ବାଚନ ବେଳେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବା ପାଇଁ ଡିଜିପିଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଚିଠି । ସବୁ ଜିଲ୍ଲାରେ ଡିଏସ୍ପି ରାଙ୍କ୍ର ଅଫିସରଙ୍କୁ ପର୍ୟ୍ୟବେକ୍ଷକ ଦାୟିତ୍ବ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନିର୍ବାଚନ ପ୍ରକ୍ରିୟାରେ ଅନେକ ସ୍ଥାନରେ…
Read More...

ଢ଼ିଙ୍କିଆ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ଭୁବନେଶ୍ୱର: ଢ଼ିଙ୍କିଆ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ତୁରନ୍ତ ଢିଙ୍କିଆର ସ୍ଥିତି ନେଇ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହାଇକୋର୍ଟ ରାଜ୍ୟର ଗୃହ ବିଭାଗକୁ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ତା ସହିତ ଏହି ମାମଲାର…
Read More...

କାଶ୍ମୀରକୁ ନେଇ ପାକିସ୍ତାନର ନୂଆ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରକୁ ନେଇ ସବୁଠି ପାକିସ୍ତାନ ନୂଆ ଷଡ଼ଯନ୍ତ୍ର ରଚିଛି । ତୁର୍କୀକୁ ହାତବାରିସୀ କରି ଭାରତକୁ ଫସାଇବାକୁ ଖେଳିଛି ଚାଲ୍ । ଜାତିସଂଘରେ କାଶ୍ମୀର ମାମଲାରେ ପାକିସ୍ତାନ ଭାରତଠାରୁ ମୁହଁତୋଡ଼ ଜବାବ ପାଇବା ପରେ ବ୍ରିଟେନର ଦ୍ୱାରସ୍ଥ ହୋଇଛି । ବ୍ରିଟେନରେ ଭାରତର…
Read More...

ନାଇଟ କର୍ଫ୍ୟୁ ବେଳେ ରାଜଧାନୀରେ ବାର୍ଥ ଡେ ସେଲିବ୍ରେସନ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମାଇବାକୁ ସରକାର ରାତି କର୍ଫ୍ୟୁ ଜାରି କରିଛନ୍ତି । ଏହାକୁ ନମାନି ରାତି ୧୦ଟା ପରେ ରାସ୍ତା ଘାଟ ଶୂନ ଶାନ ହୋଇ ଯାଇଥିବା ବେଳେ ଆରମ୍ଭ ହେଉଛି ଅମାନିଆଙ୍କ ଉତ୍ପାତ । ହେଲେ ରାତି ଅଧରେ ସରକାରୀ କଟକଣାକୁ ନମାନି ଉତ୍ପାତ କଲେ କଠୋର ହେବ ପୁଲିସ ପ୍ରଶାସନ…
Read More...

ତୃତୀୟ ଲହରକୁ ନେଇ ଭୟଭିତ ହୁଅନ୍ତୁ ନାହିଁ: ମୁଖ୍ୟ ସଚିବ

ଭୁବନେଶ୍ଵର: ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି। ତେଣୁ ଆଉ କିଛି ଦିନ ଜଗିରଖି ଚଳିବାକୁ ହେବ। ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ସଚିବ।ସରକାରଙ୍କ ସମସ୍ତ ଗାଇଡ୍ଲାଇନ୍ ମାନିବାକୁ ପଡିବ। ଅବହେଳା କଲେ ସମସ୍ତେ ଅସୁବିଧା ଭୋଗିବା। ଓମିକ୍ରନ ଯୋଗୁଁ ସଂକ୍ରମଣ ଦ୍ରୁତ…
Read More...