Browsing Tag

Manasi panda

ହରିଶଙ୍କରରେ ବୁଲୁଛି ବାଘ

ପାଟଣାଗଡ: ହରିଶଙ୍କରରେ ବୁଲୁଛି ବାଘ । ଯାହାକୁ ନେଇ ଭୟଭୀତ ଅଞ୍ଚଳବାସୀ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ରାତିରରେ ବାଘ ବୁଲୁଥିବା ଜଣାପଡିଛି । କିଛି ପ୍ରତ୍ୟେକ୍ଷଦର୍ଶୀ ବାଘକୁ ଦେଖିଥିବା ଜଣାଇଛନ୍ତି । ପାହାଡ଼ରେ ପୂର୍ବରୁ ଅନେକ ବାଘ ଥିବା ମଧ୍ୟ…
Read More...

ରାଇରଙ୍ଗପୁରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଇରଙ୍ଗପୁର /ସତ୍ୟନାରାୟଣ ପାଲ : ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଠାରେ ୭୩ ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଉପଖଣ୍ଡ ସ୍ତରୀୟ ଅନୁଷ୍ଠାନିକ ଉତ୍ସବ ରେ ବାମନଘାଟି ଉପଖଣ୍ଡ ର ସମ୍ମାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
Read More...

ପୁଣି ଆସିପାରେ ନୂଆ ଭ୍ୟାରିଆଣ୍ଟ: ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସଂକ୍ରମଣ ସ୍ଥିତି ନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କୋଭିଡର କେବେ ବି ଅନ୍ତ ହେବ ନାହିଁ । ଭାଇରସର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ । କାରଣ ଭାଇରସ୍ ତାର ଚରିତ୍ର ବଦଳାଇ ଥାଏ । ଆଲଫା ପରେ ଡେଲଟା ଓ ତାର ସବ ଭାରିଆଣ୍ଟ ଆସିଲା ତା ପରେ ଓମିକ୍ରନ ଏବଂ…
Read More...

ସାଧାରଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଆସନ୍ତାକାଲି ସାରା ଦେଶ ପାଳିବ ୭୩ ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଳନ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ହେବାକୁ ଥିବା ପତାକା ଉତ୍ତୋଳନ କାର୍ୟ୍ୟକ୍ରମ ୧୦…
Read More...

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଆଗଲପୁର ତହସିଲର ସେକ୍ସନ ଅଫିସର ପ୍ରଫୁଲ୍ଲ ସା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ପ୍ରଫୁଲଙ୍କ ଘରେ ରେଡ଼ ଜରି ରଖିଛି । ପ୍ରଫୁଲଙ୍କ କାର୍ଯ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉରେ…
Read More...

ନୟାଗଡ଼ରୁ ୩ କେଜି ବ୍ରାଉନସୁଗାର ଜବତ

ନୟାଗଡ଼: ନୟାଗଡ଼ରୁ ୩ କେଜି ବ୍ରାଉନସୁଗାର ଜବତ ହୋଇଛି । ପୋଲିସକୁ ଚକମାଦେଇ ଭଡ଼ା ଘରେ ଚାଲିଥିଲା କୋଟି କୋଟିର କଳା ବେପାର ।ଟାଉନ ଥାନା ନିକଟ ସିନ୍ଦୁରିଆର ଉଦୟଲେନରେ ବ୍ରାଉନସୁଗାର ପସରା ମେଲାଇଥିଲା ଅଭିଯୁକ୍ତ । ଏସଟିଏଫ ଚଢ଼ାଉ କରି ଗୋଟିଏ ଘରୁ ୩ କେଜି ବ୍ରାଉନସୁଗାର ଜବତ କରିଛି । ଏହା ସହ ୬୫…
Read More...

ସଜାଗ ରହିବାକୁ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି । ଯାହାକି ଏକ ଆଶ୍ୱସ୍ତିର ଖବର । ସଂକ୍ରମଣ କମିଥିଲେ ବି ସଜାଗ ରହିବାକୁ ରାଜ୍ୟ ବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏଥିସହ ଏହା ମଧ୍ୟ କହିଛନ୍ତି ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢ଼େ ତାହାଲେ ଆକଳନ…
Read More...

ବର୍ଷା ପରେ ପୁଣି ଫେରିବ ଶୀତ

ଭୁବନେଶ୍ୱର: ବର୍ଷା ପରେ ପୁଣି ଫେରିବ ଶୀତ। ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦୁଇ ଦିନ ପରେ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାରେ ପାରା କମିବ। ଫଳରେ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ…
Read More...

ଢ଼େଙ୍କାନାଳ ସିଭିଲ କୋର୍ଟ ସିଲ

ଢ଼େଙ୍କାନାଳ: ଏକାଧିକ କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ୭୨ ଘଣ୍ଟା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହିତ ସିଲ କଲା ପୌର ପ୍ରଶାସନ । ଏହି ସମୟରେ ପୁରା କୋର୍ଟ ପରିସର ପ୍ରବେଶ ଉପରେ କଟକଣା ଲଗାଯାଇଛି । ତେବେ ଏହି କଟକଣା ଯଦି ଉଲ୍ଲଂଘନ କରନ୍ତି ସେବାନଙ୍କ ବିରୋଧରେ…
Read More...

କଟକ ନିଶ୍ଚିନ୍ତକୋଇଲି ବ୍ଲକ୍ ଛକ ଠାରେ ଅଗ୍ନିକାଣ୍ଡ

ସାଲେପୁର/ ଜ୍ୟୋସ୍ନା ରାଣୀ ସିଂହ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବ୍ଲକ୍ ଛକ ଠାରେ ଅଗ୍ନିକାଣ୍ଡ। ଗୋଟିଏ ମାଛ ବିକ୍ରୀ ଦୋକାନ ଓ ଗୋଟିଏ ଚା' ଦୋକାନ ଜଳି ପାଉଁଶ ହୋଇଯାଇଛି । ତେବେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ନିଶ୍ଚିନ୍ତକୋଇଲି ଥାନା ରେ କରିଛନ୍ତି ଦୋକାନୀ ।  ଉଭୟ…
Read More...