Browsing Tag

Manasi panda

କୋଟିଆରେ ୬୫ ପ୍ରତିଶତ ମତଦାନ

ଭୁବନେଶ୍ୱର: କୋଟିଆରେ ସୁରୁଖୁରୁରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଦିନ ଗୋଟାଏ ଯାଏଁ ଭୋଟ ପଡିଛି । କୋଟିଆରେ ଆଜି ୬୫% ମତଦାନ ହୋଇଛି । ୧୩ଟି ବୁଥରେ ଶାନ୍ତି ଶୃଙ୍କଳା ସହ ଭୋଟ ଦେଇଥିଲେ କୋଟିଆବାସୀ । ମତଦାନ ସମ୍ପର୍କରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି । ସେପଟେ ମତଦାନ ପରେ ପଟାଙ୍ଗୀ…
Read More...

ଏବେ ବି ଟଳିନି ଋଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ସଙ୍କଟ

ନୂଆଦିଲ୍ଳୀ: ଏବେ ବି ଟଳିନି ଋଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ସଙ୍କଟ । ଆଉ ଏହାରି ଭିତରେ ୟୁକ୍ରେନରୁ କେମିତି ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯିବ ସେନେଇ ତକ୍ରାଳ କିଛି ବି ଯୋଜନା ହୋଇନାହିଁ । ଏଥିପାଇଁ କୌଣସି ବିଶେଷ ଉଡାଣ କରାଯାଉନାହିଁ । ତେବେ ଭାରତ-ୟୁକ୍ରେନ୍ ଭିତରେ ଚାର୍ଟାର୍ଡ ଉଡାଣକୁ…
Read More...

ଆସନ୍ତାକାଲି କୋଟିଆରେ ପଡିବ ଭୋଟ୍

ଭୁବନେଶ୍ୱର: ଆସନ୍ତାକାଲି କୋଟିଆରେ ପଡିବ ଭୋଟ୍ । କୋଟିଆରେ ନିର୍ବାଚନ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଭୋଟ ପୂର୍ବରୁ ଓଡିଶା-ଆନ୍ଧ୍ର ସୀମା ସିଲ୍ କଲା ପୋଲିସ । ସୀମା ସିଲ୍ ହୋଇଥିବା ସ୍ଥାନରେ ତମ୍ବୁ ଟାଣି ପହରା ଦେଉଛି ପୋଲିସ । ଓଡିଶା ସୀମାରେ ଗାଡି ଯାଞ୍ଚକୁ କଡାକଡି କରାଯାଇଛି । ଓଡିଶା…
Read More...

ନିର୍ବାଚନୀ ହିଂସାକୁ ନେଇ ନିର୍ବାଚନ କମିଶନରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ନିର୍ବାଚନୀ ହିଂସାକୁ ନେଇ କମିଶନରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ପୋଲିସ ଡ଼ିଜି ମଧ୍ୟ ଉପସ୍ଥିତ ଥିଲେ । ବୈଠକ ଶେଷ ପରେ ପ୍ରତିକ୍ରିୟା ରଖିଲେ ପୋଲିସ ଡିଜି ସୁନୀଲ ବଂଶଲ । ଏ ଘଟଣାରେ ପୋଲିସ କୋହଳ ମନୋଭାବ ନଦେଖାଇ କାର୍ଯ୍ୟାନୁଷ୍ଠାନ ନେବ । ନିୟମ ଅନୁଯାୟୀ…
Read More...

ମଣିପୁରରେ ମହିଳାଙ୍କୁ ମାଗଣା ସିଲିଣ୍ଡର , ଛାତ୍ରୀଙ୍କୁ ସ୍କୁଟି

ମଣିପୁର: ଜୋର ଧରିଛି ମଣିପୁର ବିଧାନସଭା ନିର୍ବାଚନ ପ୍ରଚାର । ଏହାରି ମଧ୍ୟରେ ଗୁରୁବାର ମଣିପୁର ପାଇଁ ଘୋଷଣାପତ୍ର ଜାରି କରିଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଣିପୁର ବିଧାନସଭା ପାଇଁ ବିଜେପିର ଘୋଷଣାପତ୍ର ଜାରି କରିଛନ୍ତି । ତେବେ ଏହି ଘୋଷଣା ପତ୍ରରେ ବିଜେପି ଭୋଟମାନଙ୍କୂ…
Read More...

ଏବେ ସଂପୂର୍ଣ୍ଣ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ

କଟକ: ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ । ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍ରେ କୋର୍ଟ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଫେବ୍ରୁଆରୀ ୭ରୁ ହାଇକୋର୍ଟରେ ଲାଗୁ ହେବ ଏହି ବ୍ୟବସ୍ଥା । ଜାନୁଆରୀ ୧୦ ତାରିଖରୁ ଫେବୃଆରୀ ୪ ତାରିଖ…
Read More...

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଭାବରେ କରୋନା ସଂକ୍ରମଣ ହ୍ରାସ ପାଉଛି । କିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ…
Read More...

ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ

ନୂଆଦିଲ୍ଲୀ: ଏବେ ନାକରେ ଦିଆଯାଇ ପାରିବ ବୁଷ୍ଟର ଡୋଜ । ଭାରତ ବାୟୋଟେକ୍ ଦ୍ଵାରା ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ମଞ୍ଜୁରୀ ଦେଇଛି। ଡିସେମ୍ବରରେ ଭାରତ ବାୟୋଟେକ୍ କୋଭିଡ୍ ଟିକାର ବୁଷ୍ଟର ଡୋଜ୍ର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ପାଇଁ ଆବେଦନ…
Read More...

ଫେବୃଆରୀ ପହିଲାରୁ ଭକ୍ତଙ୍କ ପାଇଁ ଖୋଲିବ ସିଂହଦ୍ଵାର

ପୁରୀ : ଆସନ୍ତା ମାସ ପହିଲାରୁ ଭକ୍ତମାନଙ୍କ ପାଇଁ ଖୋଲିବ ବଡ଼ଦେଉଳ । କାଳିଆ ସାଆନ୍ତଙ୍କ ସହ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରି ଚକ୍ଷୁ ପବିତ୍ର କରିବେ ଶ୍ରଦ୍ଧାଳୁ ।ଆଜି ଅପରାହ୍ଣରେ ଶ୍ରୀମନ୍ଦିର ଭର୍ଚ୍ଚୁଆଲ ବୈଠକ ବସିଥିଲା । ଶ୍ରୀମନ୍ଦିର ପ୍ରଶାସନ ଏବଂ ବରିଷ୍ଠ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହରାଜ ଦିବ୍ୟସିଂହ ଦେବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂ ଦେବ । ଗଜପତି ମହାରାଜ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏନେଇ ଟ୍ୱିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଗଜପତିଙ୍କ ସହ ସାକ୍ଷାତ ତାଙ୍କ ପାଇଁ ସବୁ ବେଳେ ଏକ ସ୍ୱତନ୍ତ୍ର…
Read More...