Browsing Tag

Manasi panda

ଅଶ୍ୱିନୀଙ୍କୁ ସଂସ୍କୃତି,ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ତଥା ଅବକାରୀ ବିଭାଗ ଦାୟିତ୍ୱ 

ଭୁବନେଶ୍ୱର: ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନୂଆ ମନ୍ତ୍ରୀ । ନବୀନଙ୍କ ନୂଆ  ଟିମରେ ପ୍ରଥମ ଥର ମନ୍ତ୍ରୀ ଭାବେ ଶପଥ ନେଲେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର । ଜଲେଶ୍ୱର ବିଧାନସଭା କ୍ଷେତ୍ରରୁ ବିଧାନସଭାକୁ ନିର୍ବାଚନ  ହୋଇଛନ୍ତି ଅଶ୍ୱିନୀ ପାତ୍ର । ତେବେ ଅଭିଜ୍ଞତା ଏବଂ ଦକ୍ଷତା…
Read More...

ପୁରୀରେ ୫-ଟି ସଚିବ ଓ ବିଜେଡି ସାଂଗଠନିକ ସମ୍ପାଦକ

ପୁରୀ: ପୁରୀରେ ପହଞ୍ଚିଲେ ୫-ଟି ସଚିବ । ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ପହଞ୍ଚିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଉଭୟ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପ୍ରକଳ୍ପ କାମର ସମୀକ୍ଷା କରିବେ । ଦର୍ଶନ ପରେ ଗଣମାଧ୍ୟମ ସାମ୍ନାରେ…
Read More...

୨୪ ବର୍ଷ ପରେ ଅଲଗା ହେବେ ଅଭିନେତା ସୋହେଲ ଖାନ ଓ ସୀମା ସଚଦେବ

ମୁମ୍ବାଇ: ଅଭିନେତାଙ୍କ ପାଇଁ ଛାଡ଼ପତ୍ର କୌଣସି ଏକ ବଡ଼କଥା ନୁହଁ । ସମ୍ପର୍କ ଯେତେ ବର୍ଷର ହେଉ ନା ନାହିଁ ଯଦି ମନ ମିଶୁନି ତେବେ ଅଲଗା ହେବା ଟା ସୁନିଶ୍ଚିତ । ନିକଟରେ ଅଲଗା ହେବାକୁ ଯାଉଛନ୍ତି ଅଭିନେତା  ପ୍ରଯୋଜକ ସୋହେଲ ଖାନ ଓ ତାଙ୍କ ପତ୍ନୀ ସୀମା ସଚଦେବ । ଦୁହେଁ ୧୯୯୮ରେ ବିବାହ କରିଥିଲେ।…
Read More...

ମୋତେ ବଞ୍ଚାଅ ମାରିଦେବ ପୁଅ

ଜଳେଶ୍ୱର / ଅଜିତ ସାହୁ : ବାହା ବାହା ରେ ପୁଅ । ତତେ ଜନ୍ମ କରିଥିଲି କଣ ଏଇ ଦିନ ଦେଖେଇବୁ ବୋଲି । କୋଳେଇ କାଖେଇ ବଡ଼ କଲି । ବାହା କଲି । ଆଜି ମୁଣ୍ଡକୁ ହାତ ପାଇଗଲା ବୋଲି ସମ୍ପତ୍ତି ପାଇଁ ମୋତେ ବାଡ଼ଉଛୁ । ଦର୍ଶକବନ୍ଧୁ ଟିକେ ଭଲକି ଦେଖନ୍ତୁ ଏଇ ବୁଢ଼ା ବାପା ଟିକୁ । ବୟସ ୭୦ ଟପିଲାଣି ।…
Read More...

ଅନୁଭବ ତମେ ଏବେ କେଉଁଠି

ବ୍ୟୁରୋ : ଅନୁଭବ ମହାନ୍ତି । ଏ ନାଁ ଓଡ଼ିଶାରେ ବେସ ଜଣାଶୁଣା । ଫିଲ୍ମ କଥା କୁହନ୍ତୁ କି ରାଜନୀତି କଥା ସୁବଆଡ଼େ ନଜର ଆସନ୍ତି ଅନୁଭବ । ଏବେ କିନ୍ତୁ ଅନୁଭବଙ୍କ ଦର୍ଶନ ପାଉ ନାହଁନ୍ତି ଓଡ଼ିଶାବାସୀ । ବିଶେଷ କରି ନିଜ ସଂସଦୀୟ କ୍ଷେତ୍ରର ଲୋକମାନେ ବି ଆଉ ତାଙ୍କ ଦେଖାପାଉ ନାହାଁନ୍ତି । ଅନୁଭବ…
Read More...

ହିଞ୍ଜିଳିକାଟୁ ପ୍ରେସକ୍ଲବ ପକ୍ଷରୁ ଜଳଛତ୍ର ଶୁଭାରମ୍ଭ

ବ୍ୟୁରୋ : ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ସୁରକ୍ଷା ଦେବା ଓ ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ହିଞ୍ଜିଳିକାଟୁ ପ୍ରେସକ୍ଲବ ପକ୍ଷରୁ ହିଞ୍ଜିଳିକାଟୁ ସହର ସ୍ଥିତ ରଜାସାହି ଛକରେ ଏକ ଜଳଛତ୍ର ପ୍ରେସକ୍ଲବର ସଭାପତି ଦ୍ବିତିକୃଷ୍ଣ ସାବତଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି । ହିଞ୍ଜିଳି ଥାନା…
Read More...

୩ବର୍ଷର ନାବାଳିକାଙ୍କୁ ୪୮ ବର୍ଷର ବ୍ୟକ୍ତିଙ୍କ ଦୁଷ୍କର୍ମ ; ନପୁଂଶକ ହେବେ ଦୁଷ୍କର୍ମକାରୀ

ବ୍ୟୁରୋ : ଦିନକୁ ଦିନ ଦୁଷ୍କର୍ମକାରୀଙ୍କ ଜ୍ୱାଳା ଭଢ଼ିବାରେ ଲାଗିଛି । ସେ ଛୋଟ ଝିଅଟେ ହେଉ କି ଯୁବତୀ କାହାକୁ ବି ଛାଡ଼ୁ ନାହାଁନ୍ତି ରାକ୍ଷସ ମାନେ । ଏହି ନରରାକ୍ଷସଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ। ଯଦି କେହି ବ୍ୟକ୍ତି ଦୁଷ୍କର୍ମ କରିଥିବାର ମାମଲା ଆସେ ଏବଂ ସେଥିରେ ସେ ଦୋଷୀ ସାବ୍ୟସ୍ତ…
Read More...

ରେଳ ଷ୍ଟେସନରୁ ୬୫ କିଲୋ ଗଞ୍ଜେଇ ଜବତ

ଭୁବନେଶ୍ବର: ଆଜି ଭୁବନେଶ୍ବର ରେଳଷ୍ଟେସନରୁ ୬୫ କିଲୋ ଗଞ୍ଜେଇ ଜବତ କରାଯାଇଛି । ଏହାକୁ ଟ୍ରଲି ବ୍ୟାଗରେ ଭର୍ତି କରି ଚୋରା ଚାଲାଣ କରା ଯାଉଥିଲା । ଟ୍ରେନରେ ରାଜସ୍ଥାନ ଜୟପୁରକୁ ଚାଲାଣ ପାଇଁ ହେଉଥିଲା ଯୋଜନା ଏହି ମାମଲାରେ ଜିଆରପି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିରେ…
Read More...

ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ଆଜିଠାରୁ ଶେଷ ହୋଇଛି ପ୍ରାର୍ଥୀଙ୍କ ପ୍ରଚାର

ପାରାଦୀପ/ ପ୍ରଶାନ୍ତ କୁମାର ସ୍ଵାଇଁ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପଞ୍ଚମ ପର୍ୟ୍ୟାୟ ମତଦାନ ପାଇଁ ଆଜିଠାରୁ ଶେଷ ହୋଇଛି ପ୍ରାର୍ଥୀ ମାନଙ୍କ ପ୍ରଚାର l ଯାହାକୁ ନେଇ ଚଟୁଆ ଗ୍ରାମପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସୁନ୍ଦରାୟ ଓ ସମିତି ସଭ୍ୟ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା…
Read More...

ୟୁକ୍ରେନ ଗଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ। ଏହାରି ଭିତରେ ମଧ୍ୟରାତ୍ରୀରେ ପୁଟିନଙ୍କ ସମ୍ବୋଧନ ପରେ ଆହୁରି ବିଗିଡ଼ିଛି ସ୍ଥିତି । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍ । ଯାହା ଫଳରେ ଚରମ ସୀମାରେ ପହଞ୍ଚିଛି ଋଷ-ୟୁକ୍ରେନ ବିବାଦ । ଦୁଇ ଦେଶ…
Read More...