Browsing Tag

Manasi panda

ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ହତ୍ୟାକାଣ୍ଡ: ବିଜେପି

ଭୁବନେଶ୍ୱର: ମମିତା ମାମଲାରେ ପ୍ରମାଣ ଲୁଚାଇବା ପାଇଁ ତାର ମୃତଦେହକୁ ପ୍ରଥମେ ଗାଏବ କରି ଦିଆଯାଇଥିଲା | ମନ୍ତ୍ରୀ ଏବଂ ନେତାମାନେ କୁକର୍ମ କରିବେ |ତାପରେ ରାଜ୍ୟ ସରକାର ସେଥିରୁ ସାକ୍ଷୀ ସଫା କରିବେ | ରାଜ୍ୟବାସୀ ଶାନ୍ତିରେ ବିଶ୍ଵାସ କରନ୍ତି ହିଂସାକୁ ଘୃଣା କରନ୍ତି | ହେଲେ ଗୋବିନ୍ଦ…
Read More...

ଏଫ୍ଆଇଆର ନ ରଖିବାରୁ ଆଇଆଇସି ସମିତା ମିଶ୍ରଙ୍କୁ ଥାନା ମନା

ଭୁବନେଶ୍ୱର : ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଓଡ଼ିଶା ହାଇକୋର୍ଟ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ତାରକା ହକି ଖେଳାଳି ତଥା ଡିଏସ୍ପି ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ମୃତକଙ୍କ ବାପାଙ୍କ ଠାରୁ ଇନ୍ଫୋସିଟି ଥାନା ଆଇଆଇସି ସମୀତା ମିଶ୍ର ଏତଲା ନରଖିବା ନେଇ ବିରକ୍ତ ହୋଇଛନ୍ତି…
Read More...

ନିଲମ୍ବନ ହେଲେ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା

ବଲାଙ୍ଗୀର: ନିଲମ୍ବନ ହେଲେ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା । ୨୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଥିଲେ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା । ଆଜି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ୨୦୨୦ ମସିହା…
Read More...

ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: “ଥିଲେ ଦିଅ, ନଥିଲେ ନିଅ” ଆନ୍ଦୋଳନର ପ୍ରବର୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ଶ୍ରୀଯୁକ୍ତ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ବିିର୍ସା…
Read More...

ସଂଜୁ ବରିହାଙ୍କୁ ଆକ୍ରମଣ ଘଟଣା: ଇସିଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ସଂଜୁ ବରିହାଙ୍କୁ ଆକ୍ରମଣ ଘଟଣାରେ ଇସିଙ୍କ ନିକଟରେ ଫେରାଦ ହେଲା ବିଜେଡି । ପଦମପୁରରେ ବିଜେଡି କର୍ମୀ ସଂଜୁ ବରିହାଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି । ଗତକାଲି ପଦମପୁର ବ୍ଲକ ଦହିଗାଁ ପଞ୍ଚାୟତର ବୁବୁଡ଼ା ଗାଁରେ ବିଜେଡି କର୍ମୀ ସଞ୍ଜୁ…
Read More...

ଶାଶୁକୁ ହାଣି ଫେରାର ହୋଇଗଲା ଜ୍ବାଇଁ

ରାୟଗଡା /ମନୋଜ କୁମାର ସ୍ୱାଇଁ: ଶାଶୁକୁ ହାଣି ଫେରାର ହୋଇଗଲା ଜ୍ବାଇଁ । ଗୌତମ ନଗର ସ୍ଥିତ ଶିବ ମନ୍ଦୀର ନିକଟରେ ଥିବା ତିନି ମହଲା ଘରର ଉପର ମହଲା ରେ ରହୁଥିଲେ ଗଙ୍ଗାଆମ୍ମା ଗରିଡିଆ ତାଙ୍କ ବଡ ଝିଅ ଓ ସାନ ଝିଅ । ହଠାତ ସାନ ଝିଅ ରୁଦୁମା କନ୍ଧପାଣିର ସ୍ବାମୀ ନବୀନ କନ୍ଧପାଣି ଶାଶୂ…
Read More...

ଏସ୍ପିଙ୍କ ନାମରେ ଫେକ ଆକାଉଣ୍ଟ କରି ଗିରଫ ହେଲେ ଯୁବକ

ଗୋପ/ଜୟନ୍ତ କୁମାର ସେଠୀ: ପୁରୀ ଏସ୍ପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ କରି ଟଙ୍କା ଲୁଟ ଉଦ୍ୟମ ଅଭିଯୋଗ ପରେ ଗିରଫ ହେଲେ ଅଭିଯୁକ୍ତ ଯୁବକ ମନୋଜ ସାହୁ । ୨୨ ବର୍ଷୀୟ ଯୁବକଙ୍କ ଘର ଯାଜପୁର କୋରେଇ ଅଂଚଳ ରେ । ତାହାରପୁର କୋରେଇ ଅଞ୍ଚଳର ଏହି ଯୁବକ ଜଣକ ପୁରୀ ଏସ୍ପିଙ୍କ ନାମରେ ଫେକ ଫେସବୁକ…
Read More...

ଲୋମଟାଙ୍କୁରା ଦୁର୍ଘଟଣା: ୪ ଜଣ ଛାତ୍ରୀଙ୍କୁ ପଛପଟୁ ଧକ୍କା ଦେଲା କାର୍

ଗଞ୍ଜାମ /ରଜନୀକାନ୍ତ ପାତ୍ର: ସିସିଟିଭି କ୍ୟାମେରାରେ କଏଦ ଦୁର୍ଘଟଣାର ଲାଇଭ୍ ଦୃଶ୍ୟ । ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାବନ୍ଧ ଛକରେ ଦ୍ରୁତ ଗତିରେ ଏକ କାର ରାସ୍ତାରେ ଯାଉଥିବା ୩ ଜଣ ଛାତ୍ରୀଙ୍କୁ ଧକ୍କା ଦେଇ ପାଖ ଦୋକାନକୁ…
Read More...

କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍ । ହସ୍ପିଟାଲ ଗସ୍ତ କରିବା ସହିତ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି । ଟ୍ରମା କେୟାରରୁ ନେଇ ରିସର୍ଚ୍ଚ ଟ୍ରମା କେୟାର, ସର୍ଜରୀ ବ୍ଲକ, ବରିଷ୍ଠ ଡାକ୍ତରଙ୍କ କ୍ୱାର୍ଟର ଭିତ୍ତିଭୂମିର ବିକାଶ କେତେ…
Read More...

ଚାଷୀ ପ୍ରସଙ୍ଗରେ ବିଜେପିର ନାଟକବାଜିକୁ ଦେଖୁଛନ୍ତି ଓଡିଶାବାସୀ: ବିଜେଡ଼ି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଲେ ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର । ହୋମୱାର୍କ ନ କରି ଭୁଲ ମନ୍ତବ୍ୟ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀମତୀ ମିଶ୍ର କହିଛନ୍ତି ଗତକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦମପୁରରେ ତାଙ୍କ ଅଭିଭାଷଣରେ ଅଭିଯୋଗ…
Read More...