Browsing Tag

Manasi panda

ବସ୍ତିବାସିନ୍ଦା ପିଲାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅଭିନବ ପ୍ରୟାସ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ବିପୁଳ ଆନନ୍ଦ ଓ ଉଲ୍ଲାସର ସହରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୨ ନମ୍ବର ଓ୍ବାର୍ଡର ମନ୍ଦିର ସାହି ରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ସଙ୍ଗୀତ ନାଟକ ଶିକ୍ଷା କେନ୍ଦ୍ର 'ଆନୁକୂଲ୍ଯରେ  ବସ୍ତିବାସିନ୍ଦା ପିଲାଙ୍କ ଦ୍ଵାରା…
Read More...

ବିଜେଡି ସୋସିଆଲ ମିଡ଼ିଆ ସେଲ ମୁଖ୍ୟ ହେଲେ ସ୍ୱୟଂପ୍ରକାଶ ମହାପାତ୍ର

ଭୁବନେଶ୍ୱର: ବର୍ଷ ଶେଷରେ ଗଣମାଧ୍ୟମ ସେଲର ବିଭିନ୍ନ ପଦ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ । ଏହାସହ ବିଜୁ ଜନତା ଦଳର ସୋସିଆଲ ମିଡ଼ିଆ ସେଲର ମୁଖ୍ୟଭାବେ ସ୍ୱୟଂପ୍ରକାଶ ମହାପାତ୍ରଙ୍କୁ ଦାଇତ୍ୱ ଦିଆଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ସାଙ୍ଗଠନିକ ସଂପାଦକ ପ୍ରଣବ…
Read More...

ମାର୍ଚ୍ଚ ୧ରୁ ଆରମ୍ଭ ହେବ +୨ ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଯୁକ୍ତଦୁଇ ପରୀକ୍ଷା । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧ ତାରିଖରୁ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ୨ ତାରିଖରୁ କଳା ଓ ବାଣିଜ୍ୟ ଏବଂ ୩ ତାରିଖରୁ ଧନ୍ଦାମୂଳକ ପରୀକ୍ଷା ହେବ । ପରୀକ୍ଷାର…
Read More...

ରାସ୍ତା ଉପରେ ଅଭିନେତ୍ରୀଙ୍କୁ ଗୁଳିକରି ହତ୍ୟା

ଅଭିନେତ୍ରୀ ତୁନିଶା ଶର୍ମାଙ୍କ ପରେ ପୁଣିଜଣେ ଝାଡଖଣ୍ଡର ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳିକରି ହତ୍ୟା । ସେ ଝାଡଖଣ୍ଡି ଟେଲିଭିଜନ ଦୁନିଆରେ ଜଣେ ବେଶ୍ ଜଣାଶୁଣା ଅଭିନେତ୍ରୀ । ଏହି ଘଟଣା ବୁଧବାର ସକାଳ ୬ଟା ବେଳେ ଘଟିଛି । ବଗନାନର ମହେଶ ରୋଡ ନିକଟରେ ଏଭଳି…
Read More...

ନଦୀପଠାରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର

ଭୁବନେଶ୍ୱର: ନିଖୋଜ ଯୁବକର ନଦୀପଠାରୁ ମୃତଦେହ ଉଦ୍ଧାର l ଯୁବକ ଜଣକ ହେଲେ ନହରକଣ୍ଟା ଅଂଚଳର l ଖବର ପାଇ ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି l  ସୂଚନାନୁଯାୟୀ ମୃତ ଯୁବକ ଜଣକ ଗତ ୪ ଦିନରୁ ନିଖୋଜ ଥିଲେ l…
Read More...

ରାସ୍ତା ଦୁର୍ଘଟଣାରେ ହାଟବାଦଡା ରାଜସ୍ବ ନୀରିକ୍ଷକଙ୍କ ମୃତ୍ୟୁ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକର ଆଖପାଖ ଅଞ୍ଚଳରେ ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଳକର ହାଟବାଦଡା ରାଜସ୍ବ ନୀରିକ୍ଷକ ଵୀରବଲ ମାଝୀ(୫୮) ବାଦାମପାହାଡ-ହାଟବାଦଡା ରାସ୍ତାରେ ନିଜ ଗାଁକୁ ବାଇକରେ ଫେରୁଥିବା…
Read More...

ବାଲୁଙ୍କେଶ୍ୱର ହାଇସ୍କୁଲର ଦୁଇଦିନିଆ ବାର୍ଷିକ କ୍ରିଡାଉତ୍ସବ ଉଦଯାପିତ

ଜଗତସିଂହପୁର/ଦିଲ୍ଲିପ ସାହୁ:  ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତ ଖୁରାଣ୍ଟ-ବାଲିତୁଠସ୍ଥିତ ବାଲୁଙ୍କେଶ୍ୱର ହାଇସ୍କୁଲର  ଦୁଇଦିନିଆ ବାର୍ଷିକ କ୍ରିଡାଉତ୍ସବ ଉଦଯାପିତ ହୋଇଯାଇଛି।ଆୟୋଜିତ କ୍ରିଡ଼ା ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ବିଦ୍ୟାଳୟର ୬୩ ଜଣ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ୫୦ ତମ ଡକ୍ଟରେଟ ଡ଼ିଗ୍ରୀ ପ୍ରଦାନ

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ସମାବର୍ତ୍ତନ ଉତ୍ସବ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହୋଇଛି । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ଓଡ଼ିଶା…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଡକ୍ଟରେଟ୍ ଡିଗ୍ରୀ ପାଇବେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଡିଏସସି ଏବଂ ଡିଲିଟ ଡିଗ୍ରୀ ପାଇଁ ଦୁଇ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଶିଷ୍ଟ ଶିକ୍ଷାବିତ୍, ସାଂସଦ ତଥା କିଟ୍…
Read More...

ରାଜ୍ୟ ବାହାରୁ ୧୦୩ ସୁପର ସ୍ପେସାଲିଟି ହସ୍ପିଟାଲ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ

ଭୁବନେଶ୍ୱର: ‘‘ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’’ର ସଫଳ ରୂପାୟନ ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବି.ଏସ୍.କେ.ୱାଇ) ଅନ୍ତର୍ଭୁକ୍ତ କରିଛନ୍ତି । ଓଡ଼ିଶା ହେଲ୍ଥ୍ ଆସୁରାନ୍ସ୍…
Read More...