Browsing Tag

Manasi panda

କନେଷ୍ଟବଳ ନିଯୁକ୍ତି ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ବୟସ ସୀମା ୪ବର୍ଷ କୋହଳ

ଭୁବନେଶ୍ୱର: କନେଷ୍ଟବଳ ନିଯୁକ୍ତି ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୨୦୨୨ ଡ଼ିସେମ୍ବର ୩୦ରେ ପ୍ରକାଶିତ ବିଜ୍ଞାପନକୁ ନେଇ ରାୟ । ଆବେଦନକାରୀଙ୍କ ପାଇଁ ବୟସ ସୀମା ୪ବର୍ଷ କୋହଳ ନିର୍ଦ୍ଦେଶ । ଏହି ଥରକ ପାଇଁ ବୟସ ସୀମା ୪ ବର୍ଷ କୋହଳ ସ୍ପଷ୍ଟ କରଛନ୍ତି ହାଇକୋର୍ଟ । କୋଭିଡ଼ ପାଇଁ…
Read More...

ଅତାବିରା ଓ ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଅତାବିରା ଓ ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର ନିର୍ବାଚନ ନିମନ୍ତେ ଏହାର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ତାଲିକା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ୱାରା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଛି । ୧/୧/୨୦୨୩…
Read More...

ପ୍ରକାଶ ପାଇଲା ସାଧାରଣତନ୍ତ୍ର ଦିବସ ପତାକା ଉତ୍ତୋଳନ ତାଲିକା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ତାଲିକା ପ୍ରକାଶ ପାଇଛି । ରାଜ୍ୟସ୍ତରୀୟ ପରେଡ଼ରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦ ଜିଲ୍ଲାରେ ମନ୍ତ୍ରୀମାନେ କରିବେ ପତାକା ଉତ୍ତୋଳନ । ଗଜପତି - ଜଗନ୍ନାଥ ସାରକା, କଟକ-ନିରଞ୍ଜନ ପୂଜାରୀ,…
Read More...

ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଟିକାକରଣ

ଭୁବନେଶ୍ବର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଟିକାକରଣ। କେନ୍ଦ୍ର ସରକାର ଏକ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇ ଦେଇଥିବାବେଳ ବିଧିବଦ୍ଧଭାବେ ପ୍ରଥମ ପର୍ୟ୍ୟାୟରେ ଆବଶ୍ୟକତା ଅନୁସାରେ ସମସ୍ତ ଜିଲାକୁ ଦିଆଯାଇଛି। ପୂର୍ବ ନିର୍ଦେଶନାମା ଆଧାରରେ ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ…
Read More...

ସ୍ୱଛତାର ସହ ଘର ବଣ୍ଟନ ନେଇ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି : ପ୍ରଦୀପ ଅମାତ

ଭୁବନେଶ୍ୱର: ଆବାସ ଯୋଜନାରେ ପୁଳାପୁଳା ଅଭିଯୋଗ। ସବୁ ପଂଚାୟତରେ ସଂଭାବ୍ୟ ତାଲିକାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ।ଏନେଇ ପାଞ୍ଚୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ପ୍ରତିକ୍ରିୟା। ଘର ବଣ୍ଟନ ନେଇ ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଛି । ସ୍ୱଛତାର ସହ ଘର ବଣ୍ଟନ ନେଇ ରାଜ୍ୟ ସରକାର ସବୁ ପ୍ରକାର…
Read More...

ଓଡିଶା କୁ ବିରୋଧ କଣ ବିଜେପି ର ଷ୍ଟ୍ରାଟେଜି ?

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଙ୍କ ଓଡିଶା ପାଇଁ ବିଜେପି ର ସ୍ୱତନ୍ତ୍ର ଷ୍ଟାଟଜି ଟିପ୍ପଣୀ ଉପରେ ବିଜେଡି ର ପତିକ୍ରିୟା ଭାରତୀୟ ଜନତା ପାର୍ଟି ର ଓଡିଶା ଟିମ ଓଡିଶା ପାଇଁ ସ୍ୱତନ୍ତ୍ର ଷ୍ଟାଟଜି କରିବା ବୋଲି କହୁଛନ୍ତି  । ତାହା ସଫଳ ହେଇନିବଜାରୀ । ଓଡିଶା ର ବିଜେପି ଆଭିମୁଖ୍ୟ ରହିବ…
Read More...

୨୦୨୪ ଯାଏଁ ବଢିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ

ବିଜେପି ରାଷ୍ଟ୍ରୀୟ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି ଦଳ । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ ବୈଠକରେ ଜେପି ନଡ୍ଡାଙ୍କୁ ପୁଣିଥରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳ ଗୋଟିଏବର୍ଷ ପାଇଁ…
Read More...

ଡାମରପୁର ପଞ୍ଚାୟତରେ ଡିପିଏଲ ସିଜନ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପଟ୍ଟାମୁଣ୍ଡାଇ /ନୟନା ନନ୍ଦ ବେହୁରା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତରେ ୭ ଦିନ ଧରି ଅନୁଷ୍ଠିତ ହେଉଥିବା ଡିପିଏଲ ସିଜନ-୩ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ପ୍ରତିବର୍ଷ ନୂତନ ବର୍ଷ ଆଗମନର ଅବ୍ୟବହିତ ପୂର୍ବରୁ ଡାମରପୁର କ୍ରିକେଟ କ୍ଲବ୍ ପକ୍ଷରୁ…
Read More...

ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ୧୩ ସଦସ୍ୟ ମନୋନୀତ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ଆଉ ୧୩ ଜଣ ସଦସ୍ୟ ଙ୍କୁ ମନୋନୀତ କରିଛନ୍ତି ସରକାର । ପୂର୍ବରୁ ଗତ ଶନିବାର ମାଲକାନଗିରି ପାଇଁ ୩ ଜଣ ସଦସ୍ୟ,୫ ଜଣ ସ୍ୱତନ୍ତ୍ର ସଦସ୍ୟ ଏବଂ ୩ ଜଣ ବିଶେଷଜ୍ଞ ସଦସ୍ୟ ଙ୍କୁ ମନୋନୀତ କରାଯାଇଥିଲା । ନୂତନ ଭାବେ ମନୋନୀତ ହୋଇଥିବା…
Read More...

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ଭୁବନେଶ୍ବର : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ୱାମୀ । ରାଜଧାନୀରେ ପୁଣି ଏକ ମର୍ଡର । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଅଘଟଣ । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ମାରିଲା ସ୍ବାମୀ । ଏକ ନିର୍ମାଣଧୀନ ଆପାର୍ଟମେଣ୍ଟରେ କାମ କରୁଥିଲେ ମହିଳା । ମହିଳାଙ୍କ ଘର ନୟାଗଡ଼ ।…
Read More...