Browsing Tag

Manasi panda

ପୋଷା କୁକୁର ମୃତ୍ୟୁକୁ ନେଇ ଥାନାରେ ଏତଲା ଦେଲେ ମାଲିକ

ଭୁବନେଶ୍ୱର: ପୋଷା କୁକୁରକୁ ଗାଡି ଚଢାଇ ମାରିଦେବା ଅଭିଯୋଗରେ ଥାନାରେ ଏତଲା । ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଏଭଳି ଅଭିଯୋଗ ଆଣିଛନ୍ତି ବାଲିପାଟଣା ଥାନା ଅନ୍ତର୍ଗତ ପ୍ରତାପଶାସନର ଅଜିତ କୁମାର । ଏନେଇ ବାଳକଟି ଫାଣ୍ଡିରେ ଏତଲା ମଧ୍ୟ ଦେଇଛନ୍ତି । ସୂଚନାଅନୁସାରେ ଅଜିତଏବଂ ତାଙ୍କ ପରିବାର…
Read More...

ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ

ଅଧିକ ଚିକିତ୍ସା ପାଇଁ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ । ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି ପିଣ୍ଟୁ ନନ୍ଦ । ଅଧିକ ଚିକିତ୍ସା ପାଇଁ ଓଡ଼ିଶାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର…
Read More...

ସୁଭଦ୍ରା ମହତାବ ମହାବିଦ୍ୟାଳୟର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସାଲେପୁର / ଜ୍ୟୋସ୍ନା ରାଣୀ ସିଂହ : ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ଠାରେ ଥିବା ସୁଭଦ୍ରା ମହତାବ ମହାବିଦ୍ୟାଳୟର ୩୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ ସଭାରେ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଡ଼ଃ ରମାନାଥ ସାହୁଙ୍କ…
Read More...

ରାଜ୍ୟ ବଜେଟରେ ଶିକ୍ଷାକୁ ଗୁରୁତ୍ୱ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୫ଶହ ୨୮ କୋଟି ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ୱର: ରାଜ୍ୟ ବଜେଟରେ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ଏହି ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୨୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।୨୦୨୨-୨୩ ଶିକ୍ଷା ବର୍ଷରୁ ଶ୍ରେଣୀ ଗୃହ ଭିତରେ ଓ ବାହାରେ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ପାଇଁ ୫ଟି ହାଇସ୍କୁଲ…
Read More...

ରାଜ୍ୟ ବଜେଟ ୨୦୨୩-୨୪ରେ ମିଶନ ଶକ୍ତିକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ,ମିଶନ ଶକ୍ତି ସ୍କୁଟର ଯୋଜନାରେ ମିଳିବ ସ୍କୁଟର

ଭୁବନେଶ୍ୱର: ରାଜ୍ୟ ବଜେଟ ୨୦୨୩-୨୪ରେ ମିଶନ ଶକ୍ତିକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ ।  ଗମନାଗମନ ସଶକ୍ତିକରଣ ପାଇଁ ନୂଆ ଯୋଜନା । ମିଶନ ଶକ୍ତି ସ୍କୁଟର ଯୋଜନାରେ ମିଳିବ ସ୍କୁଟର । ଇମ୍ୟୁନିଟି ସପୋର୍ଟ ଷ୍ଟାପ ଓ ଇସି ସଦସ୍ୟଙ୍କୁ ମିଳିବ ସ୍କୁଟର । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ…
Read More...

ବିଧାନସଭାରେ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର: ବିଧାନସଭାରେ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ । ଓଡ଼ିଶାବାସୀ ଆମର ବିକାଶମୂଳକ ଏଜେଣ୍ଡା, ଅଭିବୃଦ୍ଧି ଓ ସଶକ୍ତ ବିକଶିତ ନୀତି ପାଇଁ ଆମ ସରକାର ଉପରେ ବାରମ୍ବାର ଭରସା କରିଛନ୍ତି । ସେମାନଙ୍କ ଆସ୍ଥା ଓ ସମର୍ଥନରୁ ଓଡ଼ିଶା ଆଜି ବିକାଶର…
Read More...

ରାଜ୍ୟ ସରକାର ପ୍ରକାଶ କଲେ ୨୦୨୨-୨୩ ଆର୍ଥିକ ବର୍ଷ ର ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରକାଶ କଲେ ୨୦୨୨-୨୩ ଆର୍ଥିକ ବର୍ଷ ର ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ସ୍ଥିର ରହିଥିବା ରିପୋର୍ଟ ରେ ଉଲ୍ଲେଖ । ବର୍ତ୍ତମାନ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିଛି । ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହାର…
Read More...

ଭିଜିଲାନ୍ସ ଜାଲରେ ବାଲେଶ୍ବର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାଲେଶ୍ବର ପୂର୍ତ୍ତ ବିଭାଗ ୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ୪ଜଣ ଡିଏସପି, ୧୦ ସବଇନ୍ସପେକ୍ଟର, ୨ ସବଇନ୍ସପେକ୍ଟର ରେଡ୍ରେ ସାମିଲ ହୋଇଛନ୍ତି।…
Read More...

ଭାରସାମ୍ଯ ହରାଇ ବାଇକରୁ ପଡି ଯୁବକଙ୍କ ମୃତ୍ଯୁ

ରାୟଗଡ଼ା: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ମୁଖ୍ଯ ବଜାର ସଡକରେ ଭାରସାମ୍ଯ ହରାଇ ବାଇକରୁ ପଡି ଯୁବକର ମୃତ୍ଯୁ ଘଟିଛି ।ମୃତ ଯୁବକ ନା ଅଜୟ ହିକକା ଉକ୍ତ ଯୁବକର ଗାଁ କଲ୍ୟାଣସିଂହପୁର ବ୍ଲକ ଧମୁନିପାଙ୍ଗା ବୋଲି ଜଣାପଡିଛି ସେହି ଭଳି ସ୍କୁଟି ରୁ ସେହି ଜାଗାରେ ଦୁର୍ଘଟଣା ଘଟାଇ ଗୁରୁତର ହୋଇଛନ୍ତି…
Read More...

5T ଓ ମୋ ସରକାର ଶାସନ ବ୍ୟବସ୍ଥା କୁ ସୁଦୃଢ଼ କରିଛି: ଗୃହରେ ଅଭିଭାଷଣ ରଖିଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ର ବଜେଟ ଅଧିବେଶନ । ପ୍ରଫେସର ଗଣେସି ଲାଲ ଙ୍କ ଅଭିଭାଷଣ ରୁ ଆରମ୍ବ ହୋଇଛି ଅଧିବେଶନ । ନିଜ ଅଭିଭାଷଣ ରେ ରାଜ୍ୟପାଳ କହିଛନ୍ତି ମୋ ସରକାର ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ସଠିକ ନିରୂପିତ ସ୍ଥାନରେ ରହିଥିବା ଏକ ଆକାଂକ୍ଷୀତ, ସଶକ୍ତ…
Read More...