Browsing Tag

Manasi panda

ବଡ଼ଇନ୍ଦିପୁର ଗ୍ରାମ ନିକଟରେ ଥିବା ଜଙ୍ଗଲ ରେ ନିଆଁ

ସୁନ୍ଦରଗଡ଼: ଚିନ୍ତା ବଢ଼ାଉଛି ଜଙ୍ଗଲ ନିଆଁ । କୋଇଡା ବ୍ଲକ୍ ଅନ୍ତର୍ଗତ ବଡ଼ଇନ୍ଦିପୁର ଗ୍ରାମ ନିକଟରେ ଥିବା ଜଙ୍ଗଲ ରେ ଆଜି ଅପରାହ୍ନ ଚାରିଟା ରୁ ନିଆଁ ଲାଗିଥିବା ବେଳେ ବନ କର୍ମଚାରୀ ଙ୍କ ଦେଖା ନାହିଁ । ଦୁଇ ରୁ ତିନି ଘଣ୍ଟା ପଯ୍ୟର୍ନ୍ତ ନିଆଁ ଲାଗିରହିଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି…
Read More...

ଅପରାହ୍ନରେ ଭୁବନେଶ୍ୱର ପହଞ୍ଚିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବନେଶ୍ୱର: ଆଜି ଓଡିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଅପରାହ୍ନରେ ସେ ଭୁବନେଶ୍ୱର ପହଞ୍ଚି ଶ୍ରୀକ୍ଷେତ୍ର ଯିବେ ବୋଲି ସୂଚନା ରହିଛି । ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ଦର୍ଶନ କରିବେ । ଏହାପରେ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର…
Read More...

ଶିଖରଚଣ୍ଡୀ ପାହାଡ଼ରେ ଲାଗିଲା ନିଆଁ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ

ଭୁବନେଶ୍ୱର: ଶିଖରଚଣ୍ଡୀ ପାହାଡ଼ରେ ଲାଗିଲା ନିଆଁ। ଥରେ ନୁହେଁ ତିନି ତିନି ଥର ଲାଗିଲା ନିଆଁ। ଅଗ୍ନିକାଣ୍ଡ ସମୟରେ ଗୋଟିଏ ହାତୀ ଥିବା ସୂଚନା।  ସେଠାରେ ଥିବା ଗୋଟେ ଘରୋଇ ଇଞ୍ଜନିୟରିଂ କଲେଜ୍, ବିସ୍କୁଟ କମ୍ପାନୀ ନିକଟରୁ ନିଆଁ ଆରମ୍ଭ ହୋଇ ପାହାଡ଼ ଉପରକୁ ବ୍ୟାପିଥିଲା। ଖବର ପାଇ ଉଭୟ ବନ…
Read More...

କ୍ୟାବିନେଟ ନିଷ୍ପତ୍ତି, ୧୮ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର :ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବରେ ବାଜିଛି ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ୧. ପ୍ରଚଳିତ ଓଡିଶା ସମବାୟ ସେବା ନିୟମ…
Read More...

ଡାଏରୀ ଥିଓରି ସନ୍ଦେହକୁ ଅଧିକ ଘନୀଭୂତ କରୁଛି : ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆଣିଲେ ନୂଆ ଥିଓରି । ସେ କହିଛନ୍ତି ତଦନ୍ତବେଳେ ଗୋପାଳଠୁ ଡ଼ାଏରି ମିଳିଥିଲା ବୋଲି ପୋଲିସ କହିଥିଲା ନବ ହତ୍ୟାକାଣ୍ଡ ରେ ଡ଼ାଏରି ଥିଓରି ସନ୍ଧେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରି ଲେଖିବ…
Read More...

ଖାଦ୍ୟ ପାଇଁ ଗାଁ ମୁହାଁ ବନ୍ୟଜନ୍ତୁ

ବାଲେଶ୍ବର/ଶରତ ନାୟକ: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅଚ୍ୟୁତପୁର ଗ୍ରାମପଞ୍ଚାୟତ ଅଧୀନ ନନ୍ଦପୁର ଗ୍ରାମକୁ ଖାଦ୍ୟ ପାଇଁ ଏକ ହରିଣ ପଶି ଆସିଥିବାରୁ ଗ୍ରାମବାସୀମାନେ ଉଦ୍ଧାର କରି ଜଙ୍ଗଲବିଭାଗକୁ ହସ୍ତାନ୍ତର କରିଛନ୍ତି । ଔପଦା ଫରେଷ୍ଟର ପ୍ରକାଶ କୁମାର ମହାନ୍ତି ଉକ୍ତ ହରିଣକୁ ଉଦ୍ଧାର କରି…
Read More...

ଜିଲ୍ଲା ସ୍ତରୀୟ ପଞ୍ଚାୟତି ରାଜ ଓ ଲୋକ ସେବା ଦିବସ ପାଳିତ

ଗଜପତି/ବିବେକାନନ୍ଦ ବେହେରା: ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ  ପାରଳାଖେମୁଣ୍ଡିର ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତ୍ରିପତି…
Read More...

ବିଜୁ ପଟ୍ଟନାୟକଙ୍କ 107 ତମ ଜନ୍ମ ଜୟନ୍ତୀ ଅବସରରେ ଆଳି ନିର୍ବାଚନ ମଣ୍ଡଳୀର ବିଜେଡି ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା

ଆଳି/ ଅଶ୍ଵିନୀ କୁମାର ସାହୁ: ପ୍ରବାଦ ପୁରୁଷ, କଳିଙ୍ଗର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ 107 ତମ ଜନ୍ମ ଜୟନ୍ତୀକୁ ସମଗ୍ର ରାଜ୍ୟରେ ବିଜେଡି ପକ୍ଷରୁ ପାଳନ କରାଯାଉଛି l ଏହି ଅବସରରେ ଆଳି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏହା ପାଳିତ ହୋଇଯାଇଛି l ଆଳି ନିର୍ବାଚନ ମଣ୍ଡଳୀର ବିଜେଡି ପକ୍ଷରୁ…
Read More...

ପାରିବାରିକ କଳହର କରୁଣ ପରିଣତି ,ସ୍ତ୍ରୀ କୁ ସ୍ବାମୀର ମରଣାନ୍ତକ ଆକ୍ରମଣ

ବାଲିଗୁଡ଼ା: ପାରିବାରିକ କଳହର କରୁଣ ପରିଣତି । ଅମାନୁଷିକ ଭାବେ ସ୍ତ୍ରୀ କୁ ସ୍ବାମୀ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଖବରପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା…
Read More...

ଘରେ ଶୋଇ ଥିବା ବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ

କରଞ୍ଜିଆ/ବସନ୍ତ କୁମାର ସୋରେନ: ଘରେ ଶୋଇ ଥିବା ବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ବାଟେ ସାହିରୁ । ଆଜି ବିଳମ୍ବିତ ରାତିରେ ଝାରଖଣ୍ଡ ରାଜ୍ୟ ରୁ ଏକ ଗୋଠଛଡା ଦନ୍ତା ଆସି ବାଟେ ସାହିର ରୁଟି ହେମ୍ବ୍ରମଙ୍କ…
Read More...