“ପ୍ରୋଜେକ୍ଟ ଟାଇଗର “ର ୫୦ବର୍ଷ ପୂର୍ତ୍ତି ଅବସରରେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକାକୃତି
ଗୋପ/ଜୟନ୍ତ କୁମାର ସେଠୀ: ଭାରତ ସ୍ୱାଧିନତାର ୭୫ବର୍ଷରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବାଘ ସଂଖ୍ୟା ମଧ୍ୟ ଦେଶରେ ବୃଦ୍ଧି ପାଇଛି। ବାଘ ସଂଖ୍ଯା ଏବେ ତିନିହଜାର ଅତିକ୍ରମ କରିଛି। ବାଘ ଗଣନା ଅନୁସାରେ ଭାରତରେ ମୋଟ ୩୧୬୭ଟି ବାଘ ରହିଥିବା '"ପ୍ରୋଜେକ୍ଟ ଟାଇଗର"ର ୫୦ବର୍ଷ ପୁର୍ତ୍ତୀ …
Read More...
Read More...