Browsing Tag

Manasi panda

ପଶ୍ଚିମ ଓଡ଼ିଶା ସମେତ ୧୪ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ

ଭୁବନେଶ୍ବର:ସମ୍ବଲପୁର ହିଂସାକାଣ୍ଡ ନେଇ ଆଜି ପଶ୍ଚିମ ଓଡ଼ିଶା ସମେତ ୧୪ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ । ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ନେଇ ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆଜି ସକାଳ ୬ଟାରୁ…
Read More...

ସରୋଜ କୁମାର ସାମଲ ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ୍‌ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏଠାରେ ଅବସ୍ଥାପିତ…
Read More...

ପ୍ରତିଷ୍ଠା ହେବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର , ନିୟୋଜିତ ହେବେ ୪୫ ନୂଆ କର୍ମଚାରୀ

ଭୁବନେଶ୍ବର: ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା…
Read More...

ମାଲକାନଗିରିର ବିଭିନ୍ନ ସ୍କୁଲ ପାଇଁ ୧୦ କୋଟି ୭୫ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଉପାନ୍ତର ଶିକ୍ଷା କ୍ଷେତ୍ରରେ ଆସିବ ଉନ୍ନତି । ମାଲକାନଗିରିର ବିଭିନ୍ନ ସ୍କୁଲ ଉନ୍ନତିକରଣ ପାଇଁ ୧୦ କୋଟି ୭୫ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ । ଯେଉଁଥିରେ ଖୁସି ହୋଇ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଅଧିକ…
Read More...

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରୁ ବିମାନ ସେବା ଆରମ୍ଭ କଲା ଆକାଶ ଏୟାରଲାଇନ୍ସ

ଭୁବନେଶ୍ବରର : ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରୁ ବିମାନ ସେବା ଆରମ୍ଭ କଲା ଆକାଶ ଏୟାରଲାଇନ୍ସ।  ଭୁବନେଶ୍ବରରୁ ପୁଣେ ଓ ବେଙ୍ଗାଲୁରକୁ ବିମାନ ସେବା ଆରମ୍ଭ କରିଛି। ଆକାଶ ଏୟାର ଭୁବନେଶ୍ୱରରୁ ଅପରାହ୍ନ ୨ଟା ୫ରେ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଆରମ୍ଭ କରି ସେଠାରେ ୪ଟା…
Read More...

କୋଟିଆରେ ଆଧାର କାର୍ଡ ବଣ୍ଟନ କରାଯିବା ପ୍ରସଙ୍ଗରେ ବିଜେଡି ଉପ ସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପକ୍ଷରୁ ଆଧାର ସେଣ୍ଟର ଖୋଲାଯିବା ଆଉ ଆଧାର କାର୍ଡ ବଣ୍ଟନ କରାଯିବା ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା । ଯଦି ଆନ୍ଧ୍ର ସେମିତି କରିଛି ତାହା ବେଆଇନ । ପ୍ରଶାସନ ଉଚିତ ପଦକ୍ଷେପ ନେବ । ବିଭିନ୍ନ ବାଟରେ ଆମ ସରକାର ତାହାର ପ୍ରତିବାଦ କରୁଛନ୍ତି । ମୁଖ୍ୟମନ୍ତ୍ରୀ…
Read More...

ଆଇନଶୃଙ୍ଖଳା ପ୍ରସଙ୍ଗ ବିଜେପି ନ କହିବା ଭଲ: ଦେବୀ ମିଶ୍ର, ବିଜେଡି ଉପ ସଭାପତି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପିର ନାମାଙ୍କନ ଦାଖଲ ବେଳେ ଅଣା ଯାଉଥିବା ଅଭିଯୋଗ କୁ ନେଇ ବିଜେଡିର ପ୍ରତିକ୍ରିୟା। ଆଇନଶୃଙ୍ଖଳା ପ୍ରସଙ୍ଗ ବିଜେପି ନ କହିବା ଭଲ । ଅତିକ ଅପରାଧୀ ହେଉ କି ବା ଯିଏ ହେଉ କିନ୍ତୁ ପୋଲିସ କଡ଼ନ ଭିତରେ ଥାଇ ଆତତାଇ ମାନଙ୍କ ଦ୍ୱାରା ନିହତ ହେଲେ…
Read More...

ବିଜେଡିରେ ମିଶିଲେ ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନ

ଭୁବନେଶ୍ୱର: ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନ । ୧୯୯୦ ମସିହାରୁ ବିଜେପିରେ କାର୍ୟ୍ୟ କରିଆସୁଥିଲେ ମୀନକେତନ । ବିଭିନ୍ନ ସମୟରେ ପ୍ରଭାରୀ ଭାବେ ଦାୟିତ୍ୱ ମଧ୍ୟ ନେଇଛନ୍ତି ମୀନକେତନ । ମୀନକେତନ ପ୍ରଧାନ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ…
Read More...

ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ, ୪ ମୃତ

ନୂଆଦିଲ୍ଲୀ: ପଞ୍ଜାବର ଭଟିଣ୍ଡା ସ୍ଥିତ ମିଲିଟାରୀ ଷ୍ଟେସନରେ ଆଜି ଭୋର ୪.୩୫ଟା ସମୟରେ ଭୟାବହ ଗୁଳିକାଣ୍ଡ ଘଟିଛି, ଯେଉଁଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ପରେ ପୁରା ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ ବରଂ…
Read More...

କୋଭିଡ ଟୀକା ପାଇଁ କେନ୍ଦ୍ର କୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର: କୋଭିଡ ଟୀକା ପାଇଁ କେନ୍ଦ୍ର କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟର ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିଷ୍ପତି ନେବେ ସରକାର । ସଂକ୍ରମଣ ର ଭୟା ବହତା କମ ଅଛି । ସେତେ ସିରିୟସ ହେଉନାହାନ୍ତି ମେଡିକାଲ ରେ ସଂଖ୍ୟା କମ । ଓମଙ୍କ ର…
Read More...