Browsing Tag

Manasi panda

ଅତର୍କିତ ଚଢଉ ,୩୨.୬କେଜି ଓଜନର ଗଞ୍ଜେଇ ଜବତ

ଭୁବନେଶ୍ୱର : ଗତ କାଲି ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଜଟଣୀ ଥାନା ଅନ୍ତର୍ଗତ ଖୁଦିପୁର ଛକ ରୁ ଆଇଆଇଟି ରାସ୍ତା ମଧ୍ୟରେ ଥିବା ମା ମଙ୍ଗଳ ମନ୍ଦିର ନିକଟରେ ଅତର୍କିତ ଚଢଉ କରିବା ସହିତ…
Read More...

ରତ୍ନଭଣ୍ଡାର ଚାବି ହଜିବା ମାମଲା,ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି । ଏନେଇ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସରକାର ଯେଉଁ ରଘୁବର ଦାସ କମିଶନ ଗଠନ କରିଥିଲେ, ତାଙ୍କର ରିପୋର୍ଟ ସାର୍ବଜନୀନ…
Read More...

ପୁଣିଥରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି । ଅପରାଧୀ ଜଣକ ଡାଏଲ୍ ୧୧୨ରେ ମେସେଜ୍ କରି ଏହି ଧମକ ଦେଇଛି । ତେବେ ପୋଲିସ ଏହି ମାମଲାରେ ସତର୍କ ହେବା ସହିତ କେସ୍ ମଧ୍ୟ ରୁଜୁ କରିଛି । ଅନ୍ୟପଟେ ଏଟିଏସ୍ ଏହି ଘଟଣାରେ ସମସ୍ତ ଏଜେନ୍ସିକୁ…
Read More...

ନେତାଜୀ ଆଜାଦ ହିନ୍ଦ୍ କ୍ଲବ୍ ଦ୍ଵାରା ଜଳସେବା କେନ୍ଦ୍ର ସ୍ଥାପନ

ଭୁବନେଶ୍ୱର: ଦିନକୁ ଦିନ ଭୁବନେଶ୍ୱର ରେ ତାପମାତ୍ରା ବଢ଼ି ଚାଲିଥିବାରୁ ଜନସାଧାରଣ ଙ୍କ ସେବା ଉଦ୍ଦେଶ୍ୟରେ, ୟୁନିଟ୍ ୯ ସ୍ଥିତ ଆଇ ଡି ବି ଆଇ ବ୍ୟାଙ୍କ୍ ନିକଟରେ, ନେତାଜୀ ଆଜାଦ ହିନ୍ଦ୍ କ୍ଲବ୍ ଦ୍ଵାରା ଏକ ଜଳସେବା କେନ୍ଦ୍ର ସ୍ଥାପନ କରାଯାଇଛି।ଜୟ ଓଡ଼ିଶା ଏହି ମହତ୍ କାର୍ଯ୍ୟରେ ବିହିତ ସହଯୋଗ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍ ଚକା ତଳେ ବାପ ଝିଅ ଙ୍କ ମୃତ୍ୟୁ

 ତାଳଚେର : ତାଳଚେର ବଙ୍କାଧରା ଛକ ନିକଟରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ ଝିଅ ଙ୍କ ମୃତ୍ତ୍ୟୁ ହୋଇଛି। ଏଇ ମାତ୍ର କିଛିଦିନ ତଳେ ଗୋଟିଏ ମୁଣ୍ଡ ଗଡିଥିବା ବେଳେ ଆଜି ଗୋଟିଏ ଖାଲି ଟ୍ରକ ବାପ  ଝିଅ ଙ୍କ ଜୀବନ ନେଇଛି। ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଙ୍କ ଭଣଜା ଅଳ୍ପେକେ ବର୍ତ୍ତି…
Read More...

ସରକାରୀ ଡାକ୍ତରଙ୍କ ପାଇଁ ଖୁସି ଖବର, ପ୍ରତି ୬ ବର୍ଷରେ ମିଳିବ ପ୍ରମୋସନ

ଭୁବନେଶ୍ୱର: ଓଡ଼ିଶା ମେଡିକାଲ ଓ ହେଲଥ ସର୍ଭିସରେ କାର୍ଯ୍ୟରତ ଡାକ୍ତରଙ୍କୁ ସେମାନଙ୍କର କ୍ୟାରିୟର ମଧ୍ୟରେ ୪ ଥର ପ୍ରମୋସନ ମିଳିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।DACP ନିୟମ ଲାଗୁ ହେବା ପରେ ଡାକ୍ତରମାନେ ଅଧିକ ପାରିଦର୍ଶିତା ଦେଖାଇବେ ।…
Read More...

ଆମ ହସ୍ପିଟାଲ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପାଇଁ ସମୟ ସାରଣୀ ନିର୍ଦ୍ଦାରଣ ଜିଲ୍ଲା କମିଟିକୁ ଆବଶ୍ୟକୀୟ ପାଣ୍ଠି ପ୍ରଦାନ

ଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ଅଧିକ ଗୁଣାତ୍ମକ ବିକାଶ ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆମ ହସ୍ପିଟାଲ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି। ପ୍ରକଳ୍ପ ପୂର୍ଣାଙ୍ଗ ପାଇଁ ରାଜ୍ୟସରକାରଙ୍କ ତରଫରୁ ସମୟ ସାରଣୀ ଧାର୍ଯ୍ୟକରାଯିବା ସହ ପ୍ରତି ଜିଲ୍ଲାକୁ ସେମାନଙ୍କ…
Read More...

ହୁତୁ ହୁତୁ ହୋଇ ଜଳୁଛି ଚିଲିକା ନଳ ବଣ

ଚିଲିକା: ଚିଲିକାର ନଳ ବଣରେ ଲାଗିଛି ନିଆଁ । ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କାଳୁପଡ଼ା ଘାଟ ଜେଟି ନିକଟରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ଚିଲିକାରେ ଥିବା ନଳ ଘାସ ସବୁ ଖରା ଦିନେ ଶୁଖି ଯାଇଥିବାରୁ କୌଣସି ଦୁବୃର୍ତ୍ତ ନିଆଁ ଲଗାଇ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି । ଏକର ଏକର…
Read More...

ଝାରସୁଗୁଡା ଉପ ନିର୍ବାଚନ, ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେପି

ଭୁବନେଶ୍ୱର: ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ଘୋଷଣା । ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେପି ।ଟଙ୍କଧରଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ । ସୂଚନାଯୋଗ୍ୟ ଯେ, ନବ ଦାସଙ୍କ…
Read More...

ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗରେ ୩୨ ଅଫିସରଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗରେ ୩୨ ଅଫିସରଙ୍କୁ ମିଳିଲା ନିଯୁକ୍ତି । 5T ଫ୍ରେମଓ୍ବାର୍କରେ ନିଷ୍ଠାପର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିପ୍ସ । ସରକାରଙ୍କ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବା ସହ ଏହି କ୍ଷେତ୍ରର ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ…
Read More...