ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଏମପିଇଡିଏର ସଦସ୍ୟ ଭାବେ ନିର୍ବାଚିତ
ଭୁବନେଶ୍ୱର: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଛି ନୂଆ ଦାୟିତ୍ୱ । ସାମୁଦ୍ରିକ ଦ୍ରବ୍ୟ ଉତ୍ପାଦ ରପ୍ତାନୀ ଉନ୍ନୟନ କତ୍ତୃପକ୍ଷ ବା (ଏମପିଇଡିଏ)ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ମଙ୍ଗରାଜ । ଯାହା ରାଜ୍ୟ ପାଇଁ ଆଉ ଏକ ଗୈାରବ ଆଣିଦେଇଛି । ତେବେ ରାଜ୍ୟସଭା ଉପ ସଚିବ ସତୀଶ…
Read More...
Read More...