Browsing Tag

MAMATA BANARJEE

ଓଡିଶାରେ ପଶ୍ଚିମବଙ୍ଗ ଶ୍ରମିକଙ୍କ ଜୀବନ ନେବା ଘଟଣାକୁ ମମତାଙ୍କ ନିନ୍ଦା

ଓଡ଼ିଶାରେ ପଶ୍ଚିମବଙ୍ଗର ଜଣେ ୧୯ ବର୍ଷୀୟ ପ୍ରବାସୀ ଶ୍ରମିକଙ୍କ ହତ୍ୟା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନ୍ୟ ରାଜ୍ୟରେ ବଙ୍ଗଳା ଭାଷାଭାଷୀ ଲୋକଙ୍କ ବିରୁଦ୍ଧରେ ହିଂସାକୁ ନିନ୍ଦା କରିଛନ୍ତି। "ପ୍ରତ୍ୟେକ ବିଜେପି ଶାସିତ ରାଜ୍ୟରେ ବଙ୍ଗାଳୀ…
Read More...

ପଶ୍ଚିମବଙ୍ଗ ଏବେ ଆତଙ୍କବାଦୀ ଏବଂ ଅସାମାଜିକ ତତ୍ତ୍ୱଙ୍କ ପାଇଁ ଏକ ନିରାପଦ ସ୍ଥାନ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ରବିବାର ଦୁର୍ଗାପୁରରେ ଓଡ଼ିଶା ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲାର ପରିଚାଳନା ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆଣି ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସାଂସଦଙ୍କ ଅନୁଯାୟୀ, ପଶ୍ଚିମବଙ୍ଗ କ୍ରମଶଃ…
Read More...

ଆନ୍ଦୋଳନ କଲେ ବି ବଢିବନି ମହଙ୍ଗାଭତ୍ତା

ପଶ୍ଚିମବଙ୍ଗ: ରାଜ୍ୟ ସରକାରଙ୍କ ବଡ ବୟାନ । ଯେତେ ଆନ୍ଦୋଳନ କଲେ ବି ବଢିବନି ଡିଏ । ଏପରିକି ତାଙ୍କ ମୁଣ୍ଡ କାଟି ଦେଲେବି ମହଙ୍ଗା ଭତ୍ତା ବଢାଇବେନି ବୋଲି ସଫା ସଫା ମନା କରିଦେଇଛନ୍ତି ପଶିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ସରକାର ଦେଉଥିବା ମହାଙ୍ଗା ଭତ୍ତା ସହ ସମାନ ଡିଏ…
Read More...

ଗାଙ୍ଗୁଲିଙ୍କ ସଭାପତି ପଦ ନେଇ ମୋଦିଙ୍କୁ ଅନୁରୋଧ କଲେ ମମତା

ପଶ୍ଚିମବଙ୍ଗ : ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେବେ ସୌରଭ ଗାଙ୍ଗୁଲି । ଭାରତର ପୂର୍ବତନ ଅଧିନାୟକ ତଥା ବର୍ତମାନର ବିସିସିଆଇ ସଭାପତି ଗାଙ୍ଗୁଲି ତାଙ୍କ ପଦରୁ ଏହି ସପ୍ତାହ ଶେଷରେ ଇସ୍ତଫା ଦେବାକୁ ଯାଉଛନ୍ତି । ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ବିସିସିଆଇ ସେକ୍ରେଟାରି ଭାବେ…
Read More...

ମିଳିତ ପ୍ରାର୍ଥୀ ଦେବ ବିରୋଧୀ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୮ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି । ବିଶେଷ ଭାବେ ଶାସକ ବିଜେପି ଓ ବିରୋଧୀ ପ୍ରାର୍ଥୀ ଦେବାକୁ ସେମାନଙ୍କ ପ୍ରୟାସ ଜାରି ରହିଛି । ଶାସକ ବିଜେପି ପକ୍ଷରୁ ପ୍ରାର୍ଥୀ…
Read More...

ଗଙ୍ଗାରେ ଶବ ପୋଡୁଥିବା ବେଳେ ବିଜେପି କେଉଁଠି ଥିଲା ?

ରିପୋର୍ଟସ ଟୁଡେ ବ୍ୟୁରୋ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ କ୍ଷମତା ରାଜନୀତି ସରଗରମ ହେବାରେ ଲାଗିଛି । ଆଜି ସମାଜାବଦୀ ପାର୍ଟି ସପକ୍ଷରେ ପ୍ରଚାର କରିବାକୁ ୟୁପି ପହଂଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି କ୍ରମରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା…
Read More...