Browsing Tag

malkangiri

ମାଲକାନଗିରି ବାରୋନୀ ମେଳା ଉତ୍ସବ ଅନୁଷ୍ଠିତ

ମାଲକାନଗିରି/ ସୂର୍ୟ୍ୟକାନ୍ତ ବେହେରା : ମାଲକାନଗିରି ଜିଲ୍ଲା କୋରୁକଣ୍ଡା ବ୍ଳକ ଅନ୍ତର୍ଗତ ଏମ୍ ଭି ୩୬ ଗ୍ରାମ ରେ ପବିତ୍ର ପାରମ୍ପରିକ ପର୍ବ ବାରୋନୀ ମେଳା ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କଲେ ବିଜେଡି ଜିଲ୍ଲା କାର୍ୟ୍ୟକାରି ସଭାପତି। ଦୁର୍ଗା ପ୍ରାସଦ ତ୍ରିପାଠୀ, ବିଜେଡି…
Read More...

ବାପାର ବାଇକରେ ଝିଅର ଶବ

ମାଲକାନଗିରି : ମୋ ଝିଅକୁ ମ୍ୟାଲେରିଆ ହୋଇଥିଲା । ମୁଁ ତାକୁ ମେଡିକାଲ ନେଇଥିଲି । କିନ୍ତୁ ଟଙ୍କା ଅଭାବରୁ ମୋ କୁନି ଝିଅର ଜୀବନ ଚାଲିଗଲା । ଘରକୁ ମୋ ଝିଅର ମୃତ ଦେହ ଆମ୍ବୁଲାନ୍ସରେ ଆଣିବାକୁ ଚାହୁଁଥିଲି । ଆମ୍ବୁଲାନ ମିଳିଲା ସତ କିନ୍ତୁ ୭୦୦ ରୁ ୮୦୦ ଟଙ୍କା ମାଗିଲେ ମେଡିକାଲ କର୍ତ୍ତୃପକ୍ଷ…
Read More...

ହୁତୁହୁତୁ ହୋଇ ଅଚାନକ ଜଳିଗଲା ଘର

(ମାଲକାନଗିରି) : ହୁତୁହୁତୁ ହୋଇ ଅଚାନକ ଜଳିଗଲା ଘର। ମାଲକାନଗିରି ଜିଲ୍ଲା ଖଇରପୁଟବ୍ଳକ ଗୋବିନ୍ଦପାଲିରେ ଏକ ଘରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ସୂଚନାନୁଯାୟୀ , ସଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା…
Read More...

ଆଜି ମାଲକାନଗିରି ପରିଦର୍ଶନରେ ଯିବେ ରାଜ୍ୟପାଳ ଗଣେଶୀ ଲାଲ୍‌

(ମାଲକାନଗିରି) : ଆଜି (ମଙ୍ଗଳବାର) ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ସେ ବଣ୍ଡାଘାଟି ସହ ମୁଦୁଲିପଡ଼ାର ସୀତାକୁଣ୍ଡ ପରିଦର୍ଶନ କରିବା ଏବଂ ସେଠାରେ ନିର୍ମିତ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପାଦୁକା ସ୍ଥାପନ କରିବା ସହ ରାଷ୍ଟ୍ରୀୟ କବି ସମ୍ମିଳନୀରେ…
Read More...

ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ନିହତ

(ମାଲକାନଗିରି) : ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ନିହତ । ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହାସହ ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଗୁଳି…
Read More...

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିିଳା ମାଓବାଦୀ ମୃତ

ମାଲକାନଗିରି - ଛତିଶଗଡ ସୁକମା ଅଞ୍ଚଳରେ ସୁରକ୍ଷା ବାହିନୀକୁ ମିଳିଲା ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ । ଛତିଶଗଡ ସୀମାନ୍ତ ସୁକମାରେ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି ।ଘଟଣାସ୍ଥଳରୁ ୪ଟିବନ୍ଧୁକ , ମାଓବାଦୀ ସାମଗ୍ରୀ ବିପୁଳ…
Read More...

ଅଳ୍ପକେ ବର୍ତିଲେ ଯବାନ, ୧୦ କିଲୋର ଲ୍ୟାଣ୍ଡମାଇନ୍‌ ଜବତ

(ମାଲକାନଗିରି) : ଅଳ୍ପକେ ବର୍ତିଲେ ଯବାନ। ସର୍ଚ୍ଚ ଅପରେସନ ବେଳେ ଠାବ ହେଲା ୧୦ କିଲୋର ଲ୍ୟାଣ୍ଡମାଇନ୍‌। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ହୋଇଛି ଏଭଳି କାଣ୍ଡ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନାଲ ବାହିନୀ ଖଞ୍ଜାଯାଇଥିଲା ଲ୍ୟାଣ୍ଡମାଇନ୍‌। ଜବତ କରାଯାଇଥିବା…
Read More...

ବିଜାପୁର ଗୁଳିବିନିମୟ : ହାର୍ଡକୋର ମାଓବାଦୀ ମୃତ

(ମାଲକାନଗିରି) : ବିଜାପୁର ଜିଲ୍ଲାରେ ଗୁଳିବିନିମୟ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତ ମାଓବାଦୀ ଜଣଙ୍କ ହେଉଛନ୍ତି ବିଜାପୁର ନକ୍ସଲ ସଙ୍ଗଠନର ଡେପୁଟି କମାଣ୍ଡର ରିତେଶ ପୁନେମ। ତାଙ୍କ ମୁଣ୍ଡ…
Read More...

ମାଓ ହିଂସା ପଣ୍ଡ : ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ

(ମାଲକାନଗିରି) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେତୁ ଦିନକୁ ଦିନ ବୃଦ୍ଧି ପାଉଛି ମାଓ ହିଂସାକାଣ୍ଡ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ପରେ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ…
Read More...

ବିଜାପୁରରେ ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣ, ୪ ଯବାନ ଗୁରୁତର

(ମାଲକାନଗିରି) : ପୁଣି ଦେଖିବାକୁ ମିଳିଛି ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏହି ବିସ୍ଫୋରଣ ହୋଇଛି । ଫଳରେ ଚାରି ଜଣ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ତୁରନ୍ତ ବିଜାପୁର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।…
Read More...