Browsing Tag

malkangiri

ଯୁବପିଢିଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରୁଛନ୍ତି ବି.ଏସ. ଏଫ ଯବାନ

ମାଲକାନଗିରି / ସୂର୍ଯ୍ୟ କାନ୍ତ ବେହେରା: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ପୂର୍ବରୁ ବିଚ୍ଛିନାଚଳ ଥିଲା । ନା ପହଞ୍ଚି ପାରୁଥିଲା ସରକାରୀ ସୁବିଧା ନା ଯୁବ ଗୋଷ୍ଟି ଆଗକୁ ବଢ଼ିବା ପାଇଁ କିଛି ସାହାର୍ଯ୍ୟ । ସେଠାରେ ଚାଲିଥିଲା କେବଳ ମାଓବାଦୀଙ୍କ ନାଲିଆଖିର ଶାସନ । କିନ୍ତି ଗୁରୁପ୍ରିୟା ସେତୁ…
Read More...

ବିପୁଳ ପରିମାଣର କାଠ ଜବତ, ଅଭିଯୁକ୍ତ ଗିରଫ

ମାଲକାନାଗିରି: ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋୟୀଙ୍କ ନେତୃତ୍ୱରେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିୱାଡା ପଞ୍ଚାୟତର ଏମଭି-୨୩ ଗ୍ରାମରେ ସକାଳେ ଗୌର ବାଛରାଙ୍କ ଘରେ ଶାଗୁଆନ ଏବଂ ପିଆଶାଳ ଆଦି…
Read More...

ଗୋଟିଏ ମଣ୍ଡପରେ ଈଶ୍ୱର, ଆଲ୍ଲା, ଯୁଶୁ ତିନି ବେଶରେ ଗଣେଶ

ମାଲକାନଗିରି : ପୁରା ରାଜ୍ୟ ତଥା ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି କରାଯାଇଥିଲା। ଏହା ଭିତରେ ଅନୁଖା ଚିତ୍ର ସାମ୍ମନାକୁ ଆସିଥିଲା ମାଲକାନଗିରିରେ । ଯେଉଁଠହିଲେ ଦେଖିବାକୁ ମିଳିଥିଲା ଈଶ୍ୱର, ଆଲ୍ଲା, ଯୁଶୁ ।ସବ୍‌ କା ମାଲିକ ଏକ୍‌। ଏଭଳି କିଛି ଥିମ୍‌ରେ ଗୋଟିଏ ମଣ୍ଡପରେ…
Read More...

ମାଓ ହିଂସା : ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ହତ୍ୟା

(ମାଲକାନଗିରି) : ଦିନକୁ ଦିନ ହିଂସ୍ର ହୋଇପଡୁଛନ୍ତି ମାଓବାଦୀସଂଗଠନ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ । ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା। ମୃତକ ହେଉଛନ୍ତି ମୋରମେଡ଼ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମ। ଆଜି…
Read More...

ଦୁର୍ବଳ ହେଉଛି ମାଓ ସଂଗଠନ, ୫୦ ଜଣ କଲେ ଆତ୍ମସମର୍ପଣ

(ମାଲକାନଗିରି): ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ମାଓ ସଂଗଠନ । ଆତ୍ମସମର୍ପଣ କଲେ ୫୦ ମିଲିସିଆ ମାଓବାଦୀ। ପୋଲିସ ଡିଜିଙ୍କ ନିକଟରେ ୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ମାଲକାନଗିରି ଓ କୋରାପୁଟ ଗସ୍ତରେ ଅଛନ୍ତି ପୋଲିସ ଡିଜି ସୁନୀଲ…
Read More...

ଆଖି ବୁଜିଲେ ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦିପ ଯାଦବର

(ମାଲକାନଗିରି) : ଆଖି ବୁଜିଲେ ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦିପ ଯାଦବର । ୬ଟି ରାଜ୍ୟର ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦିପ ଯାଦବର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସନ୍ଦିପଙ୍କ ଘର ବିହାରର ଗୟା ଜିଲ୍ଲାରେ। ସନ୍ଦିପର ମୃତ୍ୟୁ ପରେ…
Read More...

ମାଓବାଦୀଙ୍କ ଯୋଜନା ଧୂଳିସାଦ, ଲ୍ୟାଣ୍ଡ ମାଇନ ଠାବ

(ମାଲକାନଗିରି) : ମାଓ ଯୋଜନା ପଣ୍ଡ । ମାଲକାନଗିରି ଛତିଶଗଡ ସିମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ଯୋଜନା ଧୂଳିସାଦ ହୋଇଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଏହି ବୋମା ଖଞ୍ଜିଥିବା ବେଳେ ସିଆରପିଏଫ ଯବାନ ମାନେ ଏହି ଲ୍ୟାଣ୍ଡ ମାଇନ ଠାବ କରି ନିଷ୍କ୍ରିୟ କରିଛନ୍ତି ।…
Read More...

ଡିଭିଏଫ ଯବାନଙ୍କ ମାନବିକତା

ମାଲକାନଗିରି: ଏହି ସ୍ୱାର୍ଥପର ଦୁନିଆରେ ଏବେ ବି ବଞ୍ଚି ରହିଛି ମଣିଷ ପଣିଆ । ପରକୁ ବି ଆପଣାର କରି ବଢାଇଥାନ୍ତି ସାହାଯ୍ୟର ହାତ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ମାଲକାନଗିରି ଡିଭିଏଫ ଯବାନ ଙ୍କ କଥା । ଏହି ଯବାନ ଜଣେ ବୃଦ୍ଧଙ୍କୁ ବଞ୍ଚାଇ ବେଶ ଆଦର ସାଉଁଟିଛନ୍ତି । ମାଲକାନଗିରି…
Read More...

ପୁଣି ଲାଲବାହିନୀର ବର୍ବର କାଣ୍ଡ , ଜାଳିଦେଲେ ୭ଟି ଟ୍ରାକ୍ଟର

(ମାଲକାନଗିରି) : ନିର୍ବାଚନ ପରଠାରୁ ଧୀରେ ଧୀରେ ବୃଦ୍ଧି ପାଇବାର ଲାଗିଛି ମାଓହିଂସା । ମାଲକାନଗିରି ସୀମାନ୍ତ ବିଜାପୁରରେ ପୁଣି ଦେଖିବାକୁ ମିଳିଛି ଲାଲବାହିନୀର ବର୍ବର ହିଂସାକାଣ୍ଡ । ବିଜାପୁର ଜିଲ୍ଲା ବାରସୁର ଗାଁ ନିକଟରେ ୭ଟି ଟ୍ରାକ୍ଟରରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି ମାଓବାଦୀ।…
Read More...

ମାଲକାନଗିରିରେ ଆରମ୍ଭ ହେବ ବିମାନ ସେବା

(ମାଲକାନଗିରି) : ମାଲକାନଗିରିରେ ଆରମ୍ଭ ହେବ ବିମାନ ସେବା । ଆସନ୍ତା ୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ବିମାନ ସେବା ଆରମ୍ଭ ହେବ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ମାଲକାନଗିରିରେ ପ୍ରସ୍ତାବିତ ଏୟାରଷ୍ଟ୍ରିପ୍ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି ଓ…
Read More...