Browsing Tag

malkangiri

B.S.F ଓ ବନବିଭାଗ ମାଲକାନଗିରିଙ୍କ ମିଳିତ ଉଦ୍ୟମରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

ମାଲକାନଗିରି : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାଲକାନଗିରି ଠାରେ B.S.F ଓ ବନବିଭାଗ ମାଲକାନଗିରିଙ୍କ ମିଳିତ ଉଦ୍ୟମରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ  ସୀମା ସୁରକ୍ଷା ବଳ ମାଲକାନଗିରିର  ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ…
Read More...

ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା

ମାଲକାନଗିରି:ମାଲକାନଗିରି ଜିଲ୍ଲା ସଦର ମହକୁମାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଜଣେ ଦଶମ ଶ୍ରେଣୀ ପଢ଼ୁଥିବା ଝିଅର ମୃତଦେହ। ସୂଚନା ଅନୁଯାୟୀ ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମଭି ୪୨ ଗାଁରେ ମିତ୍ରଭାନୁ ବିଶ୍ୱାସଙ୍କ ଝିଅ ବିନତି ବିଶ୍ୱାସ ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର…
Read More...

ସନ୍ଦେହ ଘେରରେ କୁନି ଝିଅର ମୃତ୍ୟୁ

ମାଲକାନଗିରି/ସୂର୍ୟ୍ୟକାନ୍ତ ବେହେରା: ଭୋ ଭୋ ହୋଇ କାନ୍ଦୁଛି ବାପା । କାନ୍ଦି କାନ୍ଦି କହୁଛି ବାପା ମୋ ଝିଅ କେମିତି ମଲା କେହି ଜାଣିନାହାନ୍ତି । କେମିତି ମରିଛି ସେଟା ଭି ଜଣାନାହିଁ । କିଛି ଦିନ ହେବ ୨, ୪ଟା କଥା ଖନେଇ ଖନେଇ କହୁଥିଲା । ଏଭିଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି…
Read More...

5T ସ୍କୁଲରେ Time ଏବଂ Teamworkର ନୂଆ ନଜାରା !

ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନିଳାଦ୍ରିନାଗର 5T ଉଚ୍ଚ ବିଦ୍ୟାଳୟରେ ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ 5Tର ପ୍ରକୃତ ଅର୍ଥକୁ ବୁଝି 5Tର ଗୋଟିଏ T ଅର୍ଥାତ Teamwork ର ମୂଲ୍ୟ ରଖିଛନ୍ତି । ପାଠ ପଢା ସମୟରେ…
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ,୧୫ ଆହାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ନାମକେଣ୍ଡାରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୧୫ରୁ ୧୭ ଜଣ ମହିଳା ଓ ପୁରୁଷ ଗୁରୁତର ଆହାତ ହୋଇଛନ୍ତି । ଏରାଗଣ୍ଡା ଓ ପତାକାଲି ଗ୍ରାମର ପ୍ରାୟ ୧୫ ରୁ ୧୭ ଜଣ ମହିଳା, ପୁରୁଷ ଓ ଛୋଟ ପିଲା ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ଶୁଣି ଏକ…
Read More...

କେନ୍ଦୁପତ୍ର ଟଙ୍କା ହଡପ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ୨ ବନ କର୍ମଚାରୀ

ମାଲକାନଗିରି : କେନ୍ଦୁପତ୍ର ଟଙ୍କା ହଡପ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ୨ ବନ କର୍ମଚାରୀ । ବାଲିମେଳା ଫରେଷ୍ଟର ଦୁର୍ଗା ପ୍ରସାଦ ନାୟକ ଓ କୁଡୁମୁଳଗୁମ୍ମା ଫରେଷ୍ଟଗାର୍ଡ ପଦ୍ମିନୀ ପଟ୍ଟନାୟକ ନିଲମ୍ବିତ ହୋଇଛନ୍ତି । ଉଭୟଙ୍କୁ ନିଲମ୍ବନ କରିଛନ୍ତି ଜୟପୁର ବନଖଣ୍ଡ…
Read More...

ଉଚ୍ଚ ଶିକ୍ଷା ମନ୍ତ୍ରୀ ମାଲକାନଗିରି ଜିଲ୍ଲା ଗସ୍ତ ବେଳେ କଳା ପତାକା ପଦର୍ଶନ କରି ଗିରଫ ହେଲେ ଆନ୍ଦୋଳନ କାରୀ

ମାଲକାନଗିରି : ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ମାଲକାନଗିରି ଗସ୍ତ ସମୟରେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କଳାପତାକା ପ୍ରଦର୍ଶନ କରିବା ସହ ବିରୋଧ କରିଛନ୍ତି । ମାଲକାନାଗିରି ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଶ୍ରୀ ପୂଜାରୀ ଯୋଗଦେବାକୁ…
Read More...

ଖେଳୁଥିବା ବେଳେ ପାଣି ଗାତରେ ପଡି ଚାଲିଗଲା ୨ ଶିଶୁ କନ୍ୟାଙ୍କ ଜୀବନ

ମାଲକାନଗିରି : ପାଣି ଗାତରେ ପଡି ଚାଲିଗଲା ୨ ଶିଶୁ କନ୍ୟାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଚିତ୍ରକୋଣ୍ଡା ପଞ୍ଚାୟତ ଢେପାସାହିରେ । ସୂଚନା ଅନୂଯାୟୀ ଦୁଇଜଣ ଖେଳୁଥବବା ବେଳେ ରାସ୍ତା କାମ ପାଇଁ ଖୋଳା ଯାଇଥିବା ଗାତରେ ପଡି ଯାଇଥିଲା । ଉଭୟଙ୍କୁ ଉଦ୍ଧାର କରି ମେଡିକାଲ…
Read More...

ଜିଲ୍ଲାପାଳଙ୍କୁ ମିଳିଲା ରାଜ୍ୟ ସ୍ତରୀୟ ଉତ୍କର୍ଷ ଶାସନନୀତି ପୁରସ୍କାର

ମାଲକାନଗିରି : କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାପାଳ ବିଶାଲ ସିଂଙ୍କୁ ମିଳିଛି ରାଜ୍ୟ ସ୍ତରୀୟ ଉତ୍କର୍ଷ ଶାସନନୀତି ପୁରସ୍କାର। ମାଲକାନଗିରି ଜିଲ୍ଲାରେ କୃଷିକ୍ଷେତ୍ରରେ ଅତି ସୁନ୍ଦର ସଫଳତା ପାଇଁ ତାଙ୍କୁ ରାଜ୍ୟ ସ୍ତରୀୟ ଉତ୍କର୍ଷ ଶାସନନୀତି ପୁରସ୍କାର ମିଳିଛି । ଆଦିବାସୀ…
Read More...

ଅନ୍ୟ ଏକ ଝିଅ ପାଇଁ ମତେ ବାହାର କରିଦେଲେ

ମାଲକାନଗିରି : ବିବାହିତ ହୋଇକି ବାୟା ହେଲେ ଝିଅଙ୍କ ପ୍ରେମରେ । ଅନ୍ୟପାଇଁ ମତେ ନିର୍ଯାତନା ଦେଲେ । ଏମିତିକିଛି ଅଭିଯୋଗ ଆଣିଛନ୍ତିି ଜଣେ ମହିଳା । ନ୍ୟାୟ ଦାବିରେ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି । ସ୍ବାମୀଙ୍କ ବିରୋଧରେ ଅନ୍ୟ ଏକ ସ୍ତ୍ରୀ ରଖିଥିବା ସହ ନିର୍ୟ୍ୟାତନା ଦେଇଥିବା ଅଭିଯୋଗ…
Read More...