Browsing Tag

malkangiri

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ଟେବୁଲ୍ ଟପ୍ ଅଭ୍ୟାସ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ

ମାଲକାନଗିରି -: ମାଲକାନଗିରି ଜିଲ୍ଲାରେ ଚଳିତ ଜୁନ ମାସ ୧୯ ତାରିଖ ଦିନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମକଡ୍ରିଲ ଅନୁଷ୍ଠିତ ହେବ । ଏହାର ପୂର୍ବ  ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ…
Read More...

ଏସଡ଼ିଜେଏମ୍ କୋର୍ଟରେ ହାଜର ହେଲେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ

ମାଲକାନଗିରି-: ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆଜି ଏସଡ଼ିଜେଏମ୍ କୋର୍ଟରେ ହାଜର ହୋଇ ଜାମିନ ପାଇଛନ୍ତି । ଆଜି ସକାଳୁ ସକାଳୁ ଲୁଚି ଛପି ସେ କୋର୍ଟରେ ହାଜର ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ ଅନୁଯାୟୀ ସେ ଏସଡ଼ିଜେଏମ୍ କୋର୍ଟରେ ହାଜର ହୋଇଥିଲେ ।…
Read More...

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ଜଣଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି-: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଲିଙ୍ଗାପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ । ଗ୍ରାମର ନାଗା ଭଣ୍ଡାରୀ ନାମକ ବ୍ୟକ୍ତିଙ୍କୁ ଖୋଜିଥିଲେ । ଶ୍ରୀ…
Read More...

ପୋଲିସ ଇନଫର୍ମର ସନ୍ଦେହରେ ନାଏବ ସରପଞ୍ଚଙ୍କୁ ହତ୍ୟା

ମାଲକାନଗିରି-: ସୀମାନ୍ତ ଅଞ୍ଚଳରେ ମାତିଲେ ମାଓବାଦୀ । ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ତାରଲାବେଡ଼ା ନାଏବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ବ୍ୟକ୍ତିଙ୍କ ନାମ ମୁଚାକି ରାମା ବୋଲି ଜଣାପଡିଛି । ଘଟଣା ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ…
Read More...

ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ମାଲକାନଗିରି-: ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ମାଲକାନଗିରି ଥାନା ପୋଲିସ । ଗର୍ଭପାତ ନ କରିବାରୁ ପ୍ରେମିକାକୁ ପଥରରେ ଛେଚି ପ୍ରେମିକ ହତ୍ୟା କରିଥିଲା ଏବଂ ହତ୍ୟାକାଣ୍ଡ ଭିଆଇ ମୃତଦେହକୁ ଜଙ୍ଗଲରେ ଫୋପାଡ଼ି ଦେଇ ଘଣଟାସ୍ଥଳରୁ ଫେରାର…
Read More...

ମାଲକାନଗିରିରେ ୩ ମହିଳା ମାଓବାଦୀ ଗିରଫ

ମାଲକାନଗିର;୩ ମହିଳା ମାଓବାଦୀ ଗିରଫ । ମାଲକାନଗିରିରେ ୩ ମହିଳା ମାଓବାଦୀ ଗିରଫ । ଚିତ୍ରକୋଣ୍ଡା ଥାନା ଗୁଣ୍ଠାବେଡା ଜଙ୍ଗଲରୁ ଗିରଫ । ଗିରଫ ୩ ମାଓବାଦୀ ସ୍ୱାଭିମାନ ଅଞ୍ଚଳ ଧାକଡପଦରର । ଗିରଫ ୩ ଜଣ ହେଲେ ସ୍ୱପ୍ନା, ସୁନିତା ଓ ବବିତା ।ସ୍ୱପ୍ନାକୁ ଧରାଇ ଦେବାକୁ ୪ଲକ୍ଷ ପୁରସ୍କାର ଥିଲା ।…
Read More...

ମାଲକାନଗିରି-ଛତିଶଗଡ଼ ସୀମା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁଁ

ମାଲକାନଗିରି;ମାଲକାନଗିରି-ଛତିଶଗଡ଼ ସୀମା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁଁ ହୋଇଛନ୍ତି। ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବ ବେଳେ ଜଣେ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି। ଆହତ ଯବାନ ଜଣଙ୍କ ହେଲେ ଡମ୍ବୁର ବଡ଼ ନାୟକ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
Read More...

ଏମଭି-୨୯ ଗାଁ ପୋଖରୀରେ ମାଛ ମଡକ, ଦୁଇ କ୍ୱିଣ୍ଟାଲରୁ ଉର୍ଦ୍ଧ ମାଛ ମରି ଭାସୁଛି ପାଣିରେ

ମାଲକାନଗିରି : କୋରୁକୋଣ୍ଡା ବ୍ଲକ କାମ୍ବେଡା ପଞ୍ଚାୟତ ଅଧୀନସ୍ତ ଏମଭି -୨୯ ନମ୍ବର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସୂଚନା ଥାଉକି ଏହି ଗ୍ରାମରେ ଥିବା ଗାଁ ପୋଖରୀ ମାଛ ମଡକ ହୋଇଥିବା ଦେଖିବାକୁ ମିଳିଛି ।ଦିନେ ଦୁଇଦିନ ପୂର୍ବରୁ କୌଣସି କାରଣରୁ ଉକ୍ତ ପୋଖରୀରେ…
Read More...

B.S.F ଓ ବନବିଭାଗ ମାଲକାନଗିରିଙ୍କ ମିଳିତ ଉଦ୍ୟମରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

ମାଲକାନଗିରି : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାଲକାନଗିରି ଠାରେ B.S.F ଓ ବନବିଭାଗ ମାଲକାନଗିରିଙ୍କ ମିଳିତ ଉଦ୍ୟମରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ  ସୀମା ସୁରକ୍ଷା ବଳ ମାଲକାନଗିରିର  ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ…
Read More...

ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା

ମାଲକାନଗିରି:ମାଲକାନଗିରି ଜିଲ୍ଲା ସଦର ମହକୁମାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଜଣେ ଦଶମ ଶ୍ରେଣୀ ପଢ଼ୁଥିବା ଝିଅର ମୃତଦେହ। ସୂଚନା ଅନୁଯାୟୀ ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମଭି ୪୨ ଗାଁରେ ମିତ୍ରଭାନୁ ବିଶ୍ୱାସଙ୍କ ଝିଅ ବିନତି ବିଶ୍ୱାସ ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର…
Read More...