Browsing Tag

malkangiri news

ଆନ୍ଧ୍ରପ୍ରଦେଶରୁ ଓଡ଼ିଶାରେ ପ୍ରବେଶ କଲା ରୟାଲ ବେଙ୍ଗଲ ଟାଇଗର; ମାଲକାନଗିରିରେ ସତର୍କତା ଜାରି

ଭୁବନେଶ୍ୱର: ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଏକ ରୟାଲ୍ ବେଙ୍ଗଲ୍ ଟାଇଗର (ବାଘ) ଓଡ଼ିଶାରେ ପ୍ରବେଶ କରିଛି। ବର୍ତ୍ତମାନ ଏହା ମାଲକାନଗିରି ଜିଲ୍ଲାର ମୋଟୁ ଜଙ୍ଗଲ ଅଞ୍ଚଳ ଦେଇ ଗତି କରୁଥିବାରୁ ବନ ବିଭାଗ ଅଧିକାରୀମାନେ ସତର୍କତା ଅବଲମ୍ବନ କରିଛନ୍ତି। ମାଲକାନଗିରି ଡିଭିଜନାଲ୍ ଫରେଷ୍ଟ ଅଫିସର (DFO)…
Read More...